April 30, 2024

Odia Express

News For Public

ବାସ୍ତୁର ଅନୁସାରେ ଘରେ ନିଶ୍ଚିତ ପାଳନ୍ତୁ ଏହି ୫ ଟି ଜୀବ, ନମ୍ବର ୩ ବାଲା ଅଟେ ସବୁଠାରୁ ଅଧିକା ଲାଭକାରୀ…

1 min read

ଆଜି ପର୍ଯ୍ୟନ୍ତ ଆପଣମାନେ ବାସ୍ତୁ ସହ ଯୋଡି ହୋଇଥିବା ବହୁତ ସାରା ଜିନିଷ ପଢିଥିବେ ଓ ଶୁଣିଥିବେ , ସାଧାରଣତଃ ବାସ୍ତୁ ଘରେ ଡିଜାଇନ୍ ଓ ସେଥିରେ ରଖାଯାଉଥିବା ଜିନିଷର ଦିଗ ବିଷୟରେ କୁହାଯାଏ , କିନ୍ତୁ କଣ ଆପଣ ଜାଣିଛନ୍ତି ବାସ୍ତୁ ଶାସ୍ତ୍ର ଏଠାରେ ସୀମିତ ହୋଇ ରହିନାହିଁ , ବାସ୍ତୁକୁ ମାନିଲେ ଘରେ କିଚି ଖାସ୍ ପଶୁଙ୍କ ପାଳିଲେ ଏହା ଦ୍ୱାରା ବହୁତ ଲାଭ ହୋଇଥାଏ , ସାଧାରଣତଃ କେଉଁ ବି ବ୍ୟକ୍ତି ଘରେ ପାଳିତ ପଶୁ ତେବେ ରଖିଥାଏ ଯେବେ ସେ ଏକେଲା ଥିବ କିମ୍ବା ତା ଲାଇଫ୍ ରେ ମନୋରଞ୍ଜନ ଦରକାର , କିନ୍ତୁ ଏହି ପଶୁ ଏହି ଜିନିଷର ଛଡା ଜୀବନରେ ବହୁତ ସାରା ସକରାତ୍ମକ ପରିବର୍ତ୍ତନ କରିଥାଏ , ଖାଲି ସର୍ତ୍ତ ଏହା କି ଆପଣଙ୍କ ଦରକାର ହିସାବରେ ସଠିକ୍ ଗୃହପାଳିତ ପଶୁକୁ ବାଛିବା । ଏଇ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ବାସ୍ତୁର ଅନୁସାରେ ଘରର ଫାଇଦାଦାୟକ ପଶୁଙ୍କ ବିଷୟରେ କହିବାକୁ ଯାଉଛୁ , ଆପଣ ଚାହିଁଲେ ଗୋଟେ ଘରେ ପାଳିପାରିବେ , ଅଧିକା ବି ପାଳିପାରିବେ ।

୧) ଗାଇ ଏପରି ଏକ ପଶୁ ଅଟେ ଯାହାକୁ ବହୁତ ଯୁଗରୁ ଲୋକେ ପାଳିଆସୁଛନ୍ତି , ହିନ୍ଦୁ ଧର୍ମରେ ଗାଇକୁ ଭଗବାନଙ୍କ ଦର୍ଜା ମିଳିଛି , ଗାଇ ପାଳିଲେ ଆମେ କ୍ଷୀର, ଗୋବର ଓ ଗୋମୁତ୍ତ୍ର ପରି ଲାଭଦାୟକ ଜିନିଷ ପାଇଥାଉ , କିନ୍ତୁ ଏହା ଦ୍ୱାରା ଲୋକଙ୍କର ଧାର୍ମିକ ଲାଭ ବି ହୋଇଥାଏ , ହିନ୍ଦୁ ଧର୍ମରେ ଗାଇର ସେବା କରିବା ବହୁତ୍ ବଡ ପୁଣ୍ୟର କାର୍ଯ୍ୟ ହୋଇଥାଏ , ଏଥିପାଇଁ ଯଦି ହୋଇପାରିବ , ତେବେ ଆପଣ ନିଜ ଘରେ ଗାଇ ନିଶ୍ଚିତ ପାଳନ୍ତୁ , ଯଦି ଆପଣଙ୍କ ଘରେ ଗାଇ ନାହିଁ ତେବେ ବାହାରେ ବୁଲୁଥିବା ଗାଇର ସେବା କରିଦିଅନ୍ତୁ ।

୨) କୁକୁର- କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ହୋଇଥାଏ,  ଏହା ସବୁ ପଶୁଙ୍କ ଠାରୁ ଅଧିକା ମିଶାଳିଆ ହୋଇଥାଏ , ଛୁଆରୁ ନେଇକରି ବୁଢା ପର୍ଯ୍ୟନ୍ତ ସବୁ ଲୋକଙ୍କର ସାଥିରେ ସେ ମିଶିଯାଏ , ତାହା ସହ୍ ଘରର ରକ୍ଷା କରିବାରେ ମାହିର୍ ହୋଇଥାଏ , ବାସ୍ତୁକୁ ମାନିଲେ କୁକୁର ପାଳିଲେ ଖରାପ ଶକ୍ତିଗୁଡିକ ଦୂରେଇଯାଏ

୩) ବାସ୍ତୁ ଅନୁସାରେ କଇଁଛ ବହୁତ୍ ପବିତ୍ର ବୋଲି ମାନାଯାଏ , ଏମିତି କୁହାଯାଏ କି ଯେଉଁ ଘରେ କଇଁଛ ପାଳାଯାଏ , ସେଠାରେ ଲୋକ ଭାଗ୍ୟ ସବୁବେଳେ ସାଥ୍ ଦେଇଥାଏ , ଯଦି ଆପଣ ନିଜ ଦୁର୍ଭାଗ୍ୟ ପାଇଁ ଚିନ୍ତିତ ଅଛନ୍ତି , ତେବେ କଇଁଛ ପାଳନ୍ତୁ

୪) ଘର୍ ମାଛ ପାଳିଲେ ଘରେ ସୁଖ ସମୃଦ୍ଧି ଆସିଥାଏ , ଏମିତି କୁହାଯାଏ କି ଯେଉଁ ଘରେ ମାଛ ପାଳନ କରାଯାଏ , ସେଠାରେ କେବେ ଧନର ଅଭାବ ହୁଏ ନାହିଁ , ଏମିତି ଘରରେ ଧନର ନୁଆ ନୁଆ ସାଧନ ଆସିଯାଏ

୫) ଘରେ କଳାରଙ୍ଗର ବିଲେଇ ପାଳିବା ଶୁଭ ବୋଲି ଜଣାଯାଏ , କଳା ରଙ୍ଗ ଖରାପ ନଜରରୁ ବଞ୍ଚାଇବା ପାଇଁ ଜଣାଯାଏ , ଏମିତିରେ ଯେବେ କଳା ରଙ୍ଗର ବିଲେଇ ଘରେ ରଖିବେ ତେବେ ଆପଣଙ୍କ ଘର ପରିବାରରେ କେବେ କାହାକୁ କୁଶକ୍ତି କିମ୍ବା ଖରାପ ନଜର ପଡିବ ନାହିଁ ।

Leave a Reply

Your email address will not be published. Required fields are marked *