April 30, 2024

Odia Express

News For Public

ମାତ୍ର ୧୦ ଦିନ ପର୍ଯ୍ୟନ୍ତ ରୁଟି କରିବା ସମୟରେ ଅଟାରେ ମିଶାଇଦିଅନ୍ତୁ ଏହି ଜିନିଷ , ଶରୀର ହୋଇଯିବ ସମ୍ପୂର୍ଣ୍ଣ ମଜବୁତ – ୫୦ ବର୍ଷ ବୁଢାଙ୍କୁ ବି ୧୬ ବର୍ଷ ଶକ୍ତି ଦେଇଥାଏ ଏହି ଜିନିଷ..

ଆଜି କାଲିର ସମୟରେ କର୍ମ ବ୍ୟସ୍ତ ଜୀବନ ମଧ୍ୟରେ ବହୁତ ଲୋକ ଚିନ୍ତିତ ରହୁଛନ୍ତି । ଯାହାର କାରଣରୁ ଭୁଲ୍ ଖାଦ୍ୟପେୟ ଓ ଶାରରୀକ ଦୂର୍ବଳତା କାରଣରୁ ଏହିପରି ସମସ୍ୟା ଉତ୍ପନ୍ନ ହେଉଛି , ମଣିଷ ପଇସା କମାଇବା ଚକ୍କରରେ ଏତେ ବ୍ୟସ୍ତ ହୋଇଯାଇଛି କି ସେ ନିଜ ସ୍ୱାସ୍ଥ୍ୟକୁ ନେଇ ଅଣଦେଖା କରୁଛି , ଯାହା ଦ୍ୱାରା ଶରୀରରେ ନାନା ପ୍ରକାର ରୋଗର ବାସ ହୋଇଥାଏ । ସତ କଥା କହିବାକୁ ଗଲେ ଦିନ ସାରା ବାହାରେ ରହିବା କାରଣରୁ ଅଧିକାଂଶ ଲୋକେ ବାହାରେ ଖାଇଥାନ୍ତି । ଯାହାକି ଖାଦ୍ୟ ଖୋଲାରେ ରହିଥାଏ , ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରୀ ହୋଇଥାଏ ,

 

ଯଦି ବହୁତ ସାରା ଲୋକେ ନିଜ ଶରୀରର ଦୁର୍ବଳତା ସମସ୍ୟାରେ ପୀଡିତ ଅଛନ୍ତି , ତେବେ ଶରୀରକୁ ଶକ୍ତିଶାଳି ବନାଇବାକୁ ହେଲେ ବହୁତ ପ୍ରକାର ଉପାୟ କରିଥାନ୍ତି , କିନ୍ତୁ କିଛି ଫାଇଦା ମିଳିନଥାଏ , ମୋଟାପା ପରି ଦୁର୍ବଳତା ବହୁତଥର ଚିନ୍ତାର ବିଷୟ ହୋଇଥାଏ , ଦୁର୍ବଳ ଶରୀର ସେତେ କ୍ଷତି କାରକ ହୋଇଥାଏ ଯେତେ ମୋଟାପା ଶରୀର , ସେ ଯେତେ ଶାରରୀକ କିମ୍ବା ମାନସିକ ରୁପରେ ବ୍ୟକ୍ତିର କ୍ଷତି କରିଥାଏ । ଯେଉଁ ବ୍ୟକ୍ତି ଦୁର୍ବଳ ହୋଇଥାଏ , ସେ କାମ କଲାବେଳେ ଅଧିକା ଥକି ଯାଏ , ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କମ୍ ଥାଏ ।

 

ଅଧିକାଂଶ ଲୋକଙ୍କ ଏହି ସମସ୍ୟା ଥାଏ କି ତାଙ୍କୁ ଭୋକ ଲାଗେ ନାହିଁ , ଭୋକ କମ୍ ଲାଗିବା କାରଣରୁ ଦୂର୍ବଳ ଶରୀର ହୋଇଯାଏ । ଯାହାର କାରଣରୁ ଶରୀରରେ ଧାତୁଙ୍କର ପୋଷଣ ମିଳିପାରେ ନାହିଁ , ଯଦି ଆପଣ କେଉଁ ସମସ୍ୟାକୁ ନେଇ ଚିନ୍ତିତ ତେବେ ଆଜି ଆମେ ଆପଣଙ୍କୁ ତାହାର ଉପାୟ କହିବାକୁ ଯାଉଛୁ । ଯାହା ଦ୍ୱାରା ସମସ୍ୟାରୁ ମୁକ୍ତି ମିଲିପାରିବ , କହିଦେବୁ କି ଏହି ଉପାୟ ଜରିଆରେ ଆପଣ ପତଳା ଶରୀରକୁ ମଜବୁତ କରିପାରିବେ , ଲୋକେ ଅଧିକାଂଶ ଥର ଓଜନ ବଢାଇବା ପାଇଁ ନାନାଦି ପ୍ରଡକ୍ଟ ବ୍ୟବହାର କରିଥାନ୍ତି , ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ , କିନ୍ତୁ ଆଜି ଯେଉଁ ଉପାୟ କହିବୁ ତାହା ଏକ ଘରୋଇ ଚିକିତ୍ସା ଅଟେ , ଓ ସହଜ ଉପାୟ ଅଟେ ।

ସାମଗ୍ରୀ : ଏଥିପାଇଁ ଆପଣଙ୍କୁ ଦରକାର ପଡିବ ଚଣାର ଛତୁଆ, ୧ କିଲୋ ମୁଗ ଡାଲି ଛତୁଆ, ଓ ୫ କିଲୋ ଗହମର ଅଟା ।

ଏହି ତିନୋଟି ଜିନିଷକୁ ଭଲ ଭାବେ ମିଶାଇଦିଅନ୍ତୁ , ଓ ସବୁଦିନ ସକାଳ ସମୟରେ ଏହାର ରୁଟିକରି ଖାଆନ୍ତୁ , ଏହା ଦ୍ୱାରା ଆପଣଙ୍କ ଶରୀରର ଓଜନ ବହୁତ ପରିମାଣରେ ବଢିଯିବ , କାରଣ ମୁଗଡାଲିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଓ ଅନ୍ୟ ପୋଷକ ତତ୍ତ୍ୱ ଥାଏ , ଯାହା ଶରୀରର ଓଜନ ବଢାଇବାରେ ସାହାଯ୍ୟ କରେ , ଏହି ରୁଟି ଲଗାତାର ୧୦ ଦିନ ଯାଏଁ ଖାଇବେ , ତେବେ ଆପଣଙ୍କ ଶରୀରରେ ସବୁ ଦୁର୍ବଳତା ଦୂର ହୋଇଯିବ

Leave a Reply

Your email address will not be published. Required fields are marked *