April 30, 2024

Odia Express

News For Public

ଆପଣ ଜାଣନ୍ତି କି ଭାରତୀୟ ଆର୍ମି ରେ ଥିବା ବିଶ୍ଵସ୍ଥ କୁକୁରଙ୍କୁ କଣ ପାଁଇ ତାଙ୍କର ରିଟାୟାରମେଣ୍ଟ ପରେ ଗୁଳି ମାରିଦିଆ ଯାଇଥାଏ; କାରଣ ଜାଣିଲେ ଆପଣ କାଂଦିବେ ନିଶ୍ଚୟ

1 min read

ଆମେ ସମସ୍ତେ ଜାଣିଛେ ଯେ କୁକୁର ଏକ ବିଶ୍ଵସ୍ଥ ଜୀବ | ତାର ମାଲିକ ଉପରେ ଆଞ୍ଚ ଆସିଲେ ସେ କିଛି ବି କରିପାରେ |ଅନେକ ସମୟରେ ସେ ତାର ମାଲିକ କୁ ବଂଚେଇବା ପାଇଁ ନିଜେ ମଧ୍ୟ ମୃତ୍ୟ ମୁଖରେ ପଡେ | ଆପଣ ଜାଣିଥିବେ କୁକୁର ସୁଂଘିକି ଜାଣିପାରୁଥିବାରୁ ତାକୁ ପୋଲିସ ବିଭାଗ ହେଉ କିମ୍ବା ଭାରତୀୟ ଆର୍ମି ବିଭାଗ ପ୍ରଶିକ୍ଷଣ ଦେଇ ରଖାଯାଇଥାଏ |ତେବେ ଆପଣ ଜାଣନ୍ତିକି ଏହି କୁକୁର ମାନକ ରିଟାୟାରମେଣ୍ଟ ପରେ ଗୁଳି ମାରିଦିଆ ଯାଇଥାଏ କାହିଁକି ? ଚାଲନ୍ତୁ ଆଜି ସେ ବିଷୟରେ ଜାଣିବା

ଅବଶ୍ୟ ଏ କଥା କେତେ ଯୁକ୍ତି ଯୁକ୍ତ ଆମେ ଜାଣି ନାହୁଁ ମାତ୍ର ଜଣେ ସାରା ଜୀବନ ବିଶ୍ଵସ୍ଥ ଭାବେ କାମ କରି ଶେଷରେ ତାକୁ ଗୁଳି କରି ମର ଯାଏ ବାସ୍ତବରେ ଏହା ଏକ ଦୁଖଦ ଘଟଣା |ଏହି କଥା ଜାଣିଲେ ଆପଣ ମଧ୍ୟ ଦୁଃଖିତ ହେଉଥିବେ ମାତ୍ର ଏହା ହିଁ ସତ୍ୟ |

ଆର ଟି ଆଇ ଙ୍କ ଠାରୁ ଏହାର କାରଣ ମିଳିପାରିଥିଲା -ସୁରକ୍ଷା ଦୃଷ୍ଟି କୋଣରୁ ଏପରି କରାଯାଏ | ଆର୍ମି ର କୁକୁର ଙ୍କୁ ରିଟାୟାରମେଣ୍ଟ ପରେ ମାରିଦିଆଯାଇଥାଏ I ଏବଂ ଏହାର କାରଣ ଏକମାତ୍ର ସୁରକ୍ଷା ଦ୍ରୁଷ୍ଟିକୋଅଣାରୁ ଏପରି ସେମାନେ କରିଥାନ୍ତି I ସର୍ବଦା ଏହି ଆଶଙ୍କା ରହିଥାଏ କି ରିଟାୟାରମେଣ୍ଟ ପରେ କୁକୁର ଟି କୌଣସି ଖରାପ ଲୋକଙ୍କ ହାତରେ ନ ପଡ଼ିଯାଏ କାରଣ ଏହି କୁକୁର ମାନେ ଆର୍ମି ଙ୍କ ଅନେକ ଗୁପ୍ତ ତଥ୍ୟ ସମ୍ପର୍କରେ ଜାଣିଥାନ୍ତି |

ଏହା ବ୍ୟତୀତ ଆଉ ଏକ କାରଣ ମଧ୍ୟ ଶୁଣିବାକୁ ମିଳେ ଯେ କୁକର ମାନେ ଗୋଟିଏ ବୟସରେ ଅସୁସ୍ଥ ହେଇ ପଡନ୍ତି ଓ ତାଙ୍କର ସୁସ୍ଥ ହେବ ସମ୍ଭବ ହେଇ ନଥାଏ ସେଠି ପାଇଁ ତାଙ୍କୁ ଗୁଳିକରି ହତ୍ୟା କରାଯାଏ

Leave a Reply

Your email address will not be published. Required fields are marked *