April 30, 2024

Odia Express

News For Public

ବିବାହିତ ମହିଳାମାନେ ଭୁଲ୍ ରେ ବି କେବେ ଏହି ତିନୋଟି ଜିନିଷ ପିନ୍ଧିବା ଉଚିତ୍ ନୁହେଁ , ଆଜି ହିଁ ଜାଣିନିଅନ୍ତୁ ଏହା ବିଷୟରେ ନଚେତ..

ହିନ୍ଧୁ ଧର୍ମର ସଂସ୍କୃତିରେ ଭାରତୀୟ ବାସ୍ତୁଶାସ୍ତ୍ରକୁ ଅଧିକା ମହତ୍ତ୍ୱ ଦିଆଯାଇଛି, ଆମେ କେଉଁ ଶୁଭ କାର୍ଯ୍ୟ କରିବାକୁ ଗଲେ ସବୁଠାରୁ ପ୍ରଥମେ ବାସ୍ତୁ ବିଷୟରେ ପତ୍ତା କରିଥାଉ , ଯାହା ଦ୍ୱାରା ଭବିଷ୍ୟତରେ କେଉଁ ଭଳିଆ ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡେ , ଆଜି ଏହି ଆଧୁନିକ ଦୁନିଆଁରେ ବିବାହିତ ମହିଳାମାନେ ବହୁତ ସାରା ଅଳଙ୍କାର ଧାରଣ କରନ୍ତି ଯାହା ତାଙ୍କର ଜୀବନରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହି କାରଣରୁ ପୁରା ପରିବାରକୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ଓ ତାଙ୍କର ସଂମ୍ପର୍କରେ ଫାଟ ହେବା ଆରମ୍ଭ ହୋଇଯାଏ , ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କେଉଁ କେଉଁ ଜିନିଷ ଅଛି ଯାହା ବିବାହିତ ମହିଳାମାନେ ଭୁଲ୍ ରେ ବି ଧାରଣ କିମ୍ବା ପିନ୍ଧିବା ଅନୁଚିତ୍ ।

୧) କଳା ରଙ୍ଗର ଚୁଡି : ବିବାହିତ ମହିଳାମାନେ କଳାରଙ୍ଗର ଚୁଡି କେବେ ପିନ୍ଧିବା ଉଚିତ୍ ନୁହେଁ । ଏମିତି କରିଲେ ସେହି ମହିଲାଙ୍କ ଉପରେ ଶନିଦେବଙ୍କ କୁଦୃଷ୍ଟି ପଡିପାରେ , ଓ ବହୁତ ସାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ , ଓ ସଂମ୍ପର୍କରେ ଫାଟ ଆସିବାର ସମ୍ଭାବନା ବଢିଯାଏ , ଓ ଘର ମଧ୍ୟରେ ଓ ପରିବାର ମଧ୍ୟରେ ନକରାତ୍ମକ ଉର୍ଜାର ଆଗମନ ହେବାକୁ ଲାଗେ ।

୨) ପାଦରେ ପାଉଁଜି କେବେ ବି ସୁନାର ପିନ୍ଧିବା ଅନୁଚିତ୍ : ଏହି ଆଧୁନିକ ଯୁଗରେ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ପାଦରେ ପାଉଁଜି ହିସାବରେ ସୁନାର ପାଉଁଜି ଧାରଣ କରନ୍ତି , ଯାହାକି ବିବାହିତ ମହିଳାଙ୍କ ପାଇଁ ଏକ ଅଶୁଭ ଲକ୍ଷଣ ହୋଇଥାଏ , ପାଦରେ ସୁନା ଧାରଣ କଲେ କୁବେର ମହାରାଜ କ୍ଷୁବ୍ଧ ହୋଇଯାଆନ୍ତି , ଓ ପରିବାର ମଧ୍ୟରେ ସଂମ୍ପର୍କ ଭାଙ୍ଗିବାକୁ ଲାଗେ , ଓ ବହୁତ ସାରା ଅସୁବିଧା ଦେଇ ଗତି କରିବାକୁ ପଡେ , ଏହା ଦ୍ୱାରା ନିଜର ଉନ୍ନତିର ରାସ୍ତା ବି ଧୀମା ପଡିଯାଏ ।

 

୩) ଧଳା ରଙ୍ଗର ଶାଢୀ : ଆଜି କାଲିର ଏହି ଫ୍ୟାସନ ଜମାନାରେ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ବହୁତ ସାରା ଏମିତି ଜିନିଷ ଅଛି ଯାହା ସେମାନେ ଧାରଣ କରିବସନ୍ତି ଯେପରି ଧଳା ରଙ୍ଗର ଶାଢୀ ଧାରଣ କରିବା , ବାସ୍ତୁଶାସ୍ତ୍ର ଅନୁସାରେ ବିବାହିତ ମହିଳାମାନେ ଧଳାରଙ୍ଗର ସାଢୀ କେବେ ବି ପିନ୍ଧିବା ଉଚିତ୍ ନୁହେଁ , ଏହାର ପଛରେ ଏକ ନିର୍ଦ୍ଧିଷ୍ଟ କାରଣ ରହିଛି, ଏହା ଦ୍ୱାରା ମହିଳାଙ୍କ ପବିତ୍ରତା ଭଙ୍ଗ ହୁଏ , ଓ ତାଙ୍କର ସଂମ୍ପର୍କରେ ନକରାତ୍ମକ ଉର୍ଜା ବାସ କରିବାକୁ ଲାଗେ ।

Leave a Reply

Your email address will not be published. Required fields are marked *