April 30, 2024

Odia Express

News For Public

ଯଦି ଆପଣଙ୍କ ଗାର୍ଲଫ୍ରେଣ୍ତଙ୍କ ନାଁରୁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଆପଣ ଟିକିଏ ସତର୍କ ହୋଇଯାଆନ୍ତୁ ନଚେତ..

1 min read

ଯେଉଁ ଭଳିଭାବେ ଜନ୍ମର ସମୟ ତାହାର ସ୍ଥାନ ଉପରେ ବେଶୀ ପ୍ରଭାବିତ ହୋଇଥାଏ । ସେହି ପ୍ରକାରରେ କେଉଁ ବି ବ୍ୟକ୍ତି ନିଜ ନାଁର ପ୍ରଥମ ଅକ୍ଷରରୁ ତାର ପ୍ରକୃତି ବିଷୟରେ ଜଣାପଡିଯାଏ । ଆଜି ଆମେ କିଛି ଝିଅମାନଙ୍କର ନାଁର ପ୍ରଥମ ଅକ୍ଷର ବିଷୟରେ କହିବୁ ଯାହାଙ୍କ ରାଗ ନିଜ ନାକ ଅଗରେ ଥାଏ , ସେମାନେ ଏତେ ଜଲଦି ରାଗିଯାଆନ୍ତି କି ସେମାନଙ୍କ ଜୀବନ ସାଥୀ ବି ବହୁତ ଥର ଅସୁବିଧାରେ ପଡିଯାଆନ୍ତି , ଯଦି ଆପଣଙ୍କ ଗାର୍ଲଫ୍ରେଣ୍ତଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହେଉଛି ତେବେ ଟିକିଏ ସମ୍ଭାଳିଯାଆନ୍ତୁ ।

B ନାମକ ଝିଅ : ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସଫା ହୃଦୟର ହୋଇଥାନ୍ତି , କିନ୍ତୁ କଥା କଥାରେ ରାଗ ଆସିବା ଏମାନଙ୍କର ସବୁଠାରୁ ବଡ ଅସୁବିଧାର କାରଣ ହୋଇଥାଏ , ଏହି ନାଁର ଝିଅମାନେ ନିଜ ରାଗ ନିଜ ପାର୍ଟନର ଉପରେ ବିନା କିଛି କାରଣରେ ବାହାର କରିଦିଅନ୍ତି , କିନ୍ତୁ କିଛି ସମୟ ପରେ ନର୍ମାଲ୍ ହୋଇଯାଆନ୍ତି ।

H ନାମକ ଝିଅ : ଏହି ଅକ୍ଷରର ନାମକ ଝିଅ ବେଶୀ ମିଶାମିଶି ପସନ୍ଦ କରନ୍ତି , ଏମାନଙ୍କୁ ଘର ପରିବାରରେ ସମସ୍ତଙ୍କ ଧ୍ୟାନ ରଖିବାକୁ ପଡିଥାଏ , ଏମାନଙ୍କ ସବୁଠାରୁ ବଡ ଦୂର୍ବଳତା ଏହା ହୋଇଥାଏ କି ଏମାନଙ୍କୁ ବହୁତ ରାଗ ଆସିଥାଏ , ଏମାନେ ନିଜ ରାଗକୁ ସମ୍ଭାଳିପାରିନଥାନ୍ତି , ଏମାନେ ନିଜ ପାର୍ଟନର୍ ଉପରେ ବି ଏହି ରାଗ ଦେଖାଇଥାନ୍ତି , ଯାହାଦ୍ୱାରା ବହୁତ ଅସୁବିଧାର କାରଣ ହୋଇଥାଏ ।

L ନାମକ ଝିଅ : ଏହି ନାମକ ଝିଅମାନଙ୍କର କିଛି କାମ କରିବା ପସନ୍ଦ ଲାଗେନି ,ଯେଉଁଥିରେ ତାଙ୍କ ଛବି ଖରାପ ହେଉ , ସବୁ କାମରେ ଆଗରେ ରହୁଥିବା ଏହି ଅକ୍ଷର ନାମକ ଝିଅ ଜୀବନରେ ନୁଆ ନୁଆ ଜୀନିଷ ଆପଣାଇବାରେ ସଉକ ରଖନ୍ତି , କିନ୍ତୁ ଏମାନଙ୍କ ରାଗ ନାକ ଆଗରେ ଥାଏ , କିନ୍ତୁ ହୃଦୟରୁ ଏମାନେ ଭଲ ହୋଇଥାନ୍ତି , ଓ ପାର୍ଟନର୍ ସହ ଭଲରେ ରୁହନ୍ତି ।

P ନାମକ ଝିଅ : ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ହୋଇଥାଏ , ସେମାଣେ ଅଧିକା କହିବା କିମ୍ବା ପୁରା ଶାନ୍ତ ରହିବା ହୋଇପାରନ୍ତି । ଏହି ନାଁର ଝିଅ କମ୍ କଥାବାର୍ତ୍ତା ହେବା , ଓ ନିଜ ଦୁନିଆଁରେ ବଞ୍ଚିବା ଅଧିକା ପସନ୍ଦ କରନ୍ତି , କିନ୍ତୁ ରାଗ ଏମାନଙ୍କ ଉପରେ ଅଧିକା ରହିଥାଏ , କିନ୍ତୁ ସେମାନେ ଅନ୍ୟମାନଙ୍କ ଉପରେ ରାଗ କରିବା ଅପେକ୍ଷା ନିଜ ଉପରେ ତାହା ପ୍ରୟୋଗ କରନ୍ତି , ଯାହାର କାରଣରୁ ସେମାନଙ୍କୁ କ୍ଷତି ସହିବାକୁ ପଡିଥାଏ , ଯଦି ଆପଣଙ୍କ ଗାର୍ଲଫ୍ରେଣ୍ତ ଏହି ନାଁରେ ଅଚନ୍ତି , ତେବେ ସମ୍ଭାଳିଯାଆନ୍ତୁ ।

R ନାମକ ଝିଅ : ଏହି ଅକ୍ଷରର ଝିଅ ବହୁତ ସୁନ୍ଦର ଓ ଅଧିକା ଚାଲାକ୍ ହୋଇଥାନ୍ତି , ଏହି କାରଣରୁ ଏମାନଙ୍କୁ ଲୋକଙ୍କ ଦ୍ୱାରା ଅଧିକା ଆକର୍ଷକ ଲାଗିଥାନ୍ତି , ସେମାନେ ସମାଜରେ ସେମିତି କିଛି କାର୍ଯ୍ୟ କରନ୍ତି କିନ୍ତୁ ରାଗ ଏମାନଙ୍କର ସବୁଠାରୁ ବଡ ଦୂର୍ବଳତା ହୋଇଥାଏ , କିନ୍ତୁ ପ୍ରେମ କରିବାରେ ବହୁତ ମାହିର୍ ହୋଇଥାନ୍ତି , ଏମାନଙ୍କ ଅନ୍ଦାଜ ବହୁତ ପାର୍ଟନର୍ ଙ୍କୁ ଇମ୍ପପ୍ରେସ୍ କରିଥାଏ ।

S ନାମକ ଝିଅ : ଏହି ନାଁର ଝିଅ ବହୁତ୍ ଇମାନଦାର୍ ହୋଇଥାନ୍ତି , କିନ୍ତୁ ଶତ୍ରୁତା ନିଭାଇବାରେ ଏମାନେ ବହୁତ ମାହିର୍ ହୋଇଥାନ୍ତି , ସେମିତି ଏମାନେ କାହା ସହ ଖାଲିରେ ଲଢେଇ କରିବସନ୍ତି ନାହିଁ , କିନ୍ତୁ ଯିଏ ଶତ୍ରୁତା କରିବସେ ତେବେ ସେମାନେ ଏହା ସହ୍ୟ କରିପାରନ୍ତି ନାହିଁ , ଏମାନେ ଦେଖିବାକୁ ବହୁତ ଦୟାଳୁ ସ୍ୱଭାବର ହୋଇଥାନ୍ତି , କିନ୍ତୁ ଯେବେ ରାଗ ଆସେ ସେମାନେ ନିଜ ଅସଲ ରୁପରେ ଆସିଯାଆନ୍ତି । ବହୁତ ଲୋକେ ଏହି ଅକ୍ଷରର ନାଁ ଥିବା ଝିଅଙ୍କର ଠାରୁ ଦୂରେଇ ରୁହନ୍ତି ।

Leave a Reply

Your email address will not be published. Required fields are marked *