April 21, 2024

Odia Express

News For Public

ଝିଅଟି ବାହାହେବାପାଇଁ କରିଦେଲା ମନା , ଶାଶୁ ଧରିନେଲେ ଜ୍ୱାଇଁଙ୍କ ହାତ , ସାତ ଫେରା ନେଇକରି ଏବେ ଦୁହେଁଙ୍କ ସାଥିରେ…

ଆଜି କାଲିର ସମୟରେ ଅଧିକାଂଶ ଲୋକେ ବାହାହେବାକୁ ଆଉ ଇଚ୍ଛା ପ୍ରକାଶ କରୁନାହାନ୍ତି , ଏହି କଥାରେ କିଛି ରାୟ ନାହିଁ କି ବହୁତ ପରିବାରରେ ଆଜି ବି ଝିଅମାନେ ବାହାଘର ଜବରଦସ୍ତି କରିଦିଆଯାଉଛି, ଝିଅମାନଙ୍କୁ ବୋଝ ମାନୁଥିବ୍ ପରିବାର ଜଲଦି ଜଲଦି ଝିଅଙ୍କ ଠାରୁ ମୁକ୍ତିପାଇବାକୁ ଚାହୁଁଛନ୍ତି , ଏଥିପଇଁ ସେ ସଉଦାବାଜି ବି କରୁଛନ୍ତି ,ଏହି ମାମଲା ଉତ୍ତର ପ୍ରଦେଶରେ ଆସିଛି, ଯେଉଁଠି ଝିଅ ଏକ ବୟସ୍କ ବ୍ୟକ୍ତିକୁ ବାହା ହେବାପାଇଁ ମନା କରିଦେଲା , ଏହାପରେ କନ୍ୟାର ମା ସହ ୭ ଫେରା ନେଲେ ,

ଆଗ୍ରାରେ ରହୁଥିବା ଜଣେ ବ୍ୟକ୍ତି ବାହା ହେବାକୁ ନେଇ କାନପୁର ଯାଇଥିଲେ , କିନ୍ତୁ ଯେଉଁ ଝିଅ ସହ ତାଙ୍କର ବିବାହ ଠିକ୍ ହୋଇଥିଲା , ତାହାର ଜାଗାରେ ଝିଅର ମା କନ୍ୟା ହୋଇ ପୁଣି ନିଜ ଘରକୁ ନେଇଆସିଲା , ଖବର ମୁତାବିକ ଏହି ବ୍ୟକ୍ତିର ବାହାଘର କାନପୁରରେ ଭିସାର ଗାଁର ତାର ସଂମ୍ପର୍କିୟ ସହ ଠିକ୍ ହୋଇଥିଲା,  ଯେବେ ବର ଆଗ୍ରା ବରଯାତ୍ରୀ ନେଇକରି କାନପୁର ପହଞ୍ଚିଲା,  ତେବେ ଝିଅ ଜୟମାଳା ସମୟରେ ବରକୁ ଦେଖି ବାହାହେବାକୁ ମନା କରିଦେଲା, କନ୍ୟା ବରକୁ ଦେଖି  ଭଡକି ଗଲା , ଓ କହିଲା କି ଏହି ବୁଢାକୁ ବାହା ହେବ ନାହିଁ , ଏହି କଥାରେ ସେଠାରେ ଦେଖୁଥିବା ଲୋକଙ୍କ ହଙ୍ଗାମା ହୋଇଗଲା ,

ବରଯାତ୍ରୀ ନେଇକରି ଆସିଥିବା ଲୋକେ ବହୁତ ଚିନ୍ତାରେ ପଡିଯାଇଥିଲେ,  ଝିଅର କହିବା କଥା କି ଯେଉଁ ଝିଅର ଫଟୋ ଦେଖିକରି ସେ ବାହା ହେବାପାଇଁ ରାଜି ହୋଇଥିଲା,  ସେ ସେହି ବ୍ୟକ୍ତି ନୁହେଁ , ବରଂ ଏହି ବର ବୟସ୍କ ବୁଢା ବ୍ୟକ୍ତି ଅଟେ , ଝିଅର ମା ଝିଅକୁ ବହୁତ ବୁଝାଇଲେ , କିନ୍ତୁ ଝିଅଟି ଜିଦ୍ ରେ ରହିଲା , ଏହାପରେ ଝିଅର ମା ବରର ହାତଧରି ବିବାହର ୭ ଫେରା ନେଲେ ,ଓ ବର ସହ ଆଗ୍ରା ଚାଲିଗଲେ,  କୁହାଯାଉଛି କି ଝିଅର ବାପା କିଛି ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା,  ଝିଅର ଘର ତାର ମା ଛଡା ଏକ ଛୋଟ ଭଉଣୀ ଓ ଭାଇ ସାଥିରେ ଥିଲେ,  ଏବେ ତାଙ୍କ ମାଙ୍କର ଆଉଥରେ ବିବାହ ହୋଇଯାଈଛି ,

 

Leave a Reply

Your email address will not be published. Required fields are marked *