April 26, 2024

Odia Express

News For Public

ବିବାହିତ ମହିଳା ମାନେ ଘରେ ଏକା ଥିବା ବେଳେ ଏହି କାମ କରନ୍ତି , ପୁରୁଷମାନେ ଜାଣିନେବା ଉଚିତ୍ ଏହି ବିଷୟରେ..

ବାହାଘର ପରେ ଜଣେ ମହିଳାଙ୍କ ଉପରେ ସବୁ ଦାୟିତ୍ୱ ଆସିଯାଏ , ଏମିତିରେ ସେ ନିଜ ଲାଇଫ୍ ରେ ଅଧିକା ସମୟ ବ୍ୟସ୍ତ ହୋଇଯାଆନ୍ତି , ସେମାନେ ନିଜ ଇଚ୍ଛା ମୁତାବିକ କିଛି ବି କାମ କରିପାରନ୍ତି ନାହିଂମ୍  ତାପରେ ତାଙ୍କ ଶାଶୁଘରେ ବୋହୁ ହେବା ଦ୍ୱାରା ବହୁତ  ଗୁଡିଏ କଟକଣା ଲାଗିଯାଏ , ଓ ତାଙ୍କୁ ସବୁ କାମରେ କଟୁ କଥା କିମ୍ବା କାମରେ ହଇରାଣ କରିବାକୁ ଲାଗିପଡନ୍ତି , ଏହି ସ୍ଥିତିରେ ଯେବେ ମହିଳାଙ୍କ ପାଖରେ ଏମିତି ମଉକା ଆସିଯାଏ , ତେବେ ସେ ଘରେ ଏକେଲା ରୁହନ୍ତି ସେ ନିଜର ସବୁ ସଉକ ଲୁଚିକରି କରି ବସନ୍ତି  ଏମିତିରେ କଣ ଆପଣ କେବେ ଭାବିଛନ୍ତି ଏକ ବିବାହିତ ମହିଳା ଘରେ ଯେବେ ଏକେଲା ରୁହନ୍ତି ତେବେ କଣ କଣ କରନ୍ତି , ଆସନ୍ତୁ ସେହି ବିଷୟରେ ଜାଣିବା ।

ବହୁତଥର ବିବାହିତ ମହିଳାମାନେ ସକାଳୁ ଉଠିବାରୁ ନେଇକରି ରାତି ହେବା ପର୍ଯ୍ୟନ୍ତ କାମରେ ବ୍ୟସ୍ତ ରୁହନ୍ତି , ଓ ତାଙ୍କ ସହ ବହୁତ ଗୁଡିଏ ଦାୟିତ୍ୱ ଲାଗିରହିଥାଏ , ଏମିତିରେ ଯେବେ ସେ ଘରେ ଏକେଲା ରୁହନ୍ତି ତେବେ ଏହାର ଫାଇଦା ଉଠାଇବାପାଇଁ ସେ  ବହୁତ ଆରାମ କରନ୍ତି , ଓ ନିଜ ଇଚ୍ଛାରେ ଶୋଇ ରୁହନ୍ତି ,

ଯେବେ ଘରେ କେହି ରୁହନ୍ତି ନାହିଁ ସେମାନେ ମଡର୍ଣ୍ଣ କପଡା ପିନ୍ଧିବାକୁ ପସନ୍ଦ କରନ୍ତି , ଖାସ୍ କରି ଯେଉଁ ଘରେ ମହିଳା ସାଲୱାର୍ ସୁଟ୍ ଜିନ୍ସ ପିନ୍ଧିବା ଉପରେ କଟକଣା ଲାଗିଥାଏ , ସେମାନେ ହିଁ ଏହା ଟ୍ରାଏ କରିଥାନ୍ତି ।

ମହିଳା ମାନେ ଯେବେ ଏକେଲା ଥାନ୍ତି ସେମାନେ ନିଜ ସୌନ୍ଦର୍ଯ୍ୟକୁ ଆହୁରି ବିକଶିତ କରିବାପାଇଁ ଘରୋଇ ଉପଚାର କରନ୍ତି , ଯେପରି ମୁଲତାନ୍ ମିଟ୍ଟି, ମୁଣ୍ତ ଓ ହାତରେ ମେହେନ୍ଦୀ, ଇତ୍ୟାଦି ଜିନିଷ ଲଗାନ୍ତି , କିଛି ମହିଳାମାନେ ଥାନ୍ତି ବ୍ୟୁଟି ପାର୍ଲର୍ କୁ ଯାଇ ନିଜର ଫେସିଆଲ୍ କରିଥାନ୍ତି , ସାଧାରଣ ବ୍ୟସ୍ତ ଦିନରେ ମହିଳାମାନେ ନିଜର ଶରୀରର ଧ୍ୟାନ ଦେବାରୁ ସମୟ ମିଳେ ନାହିଁ ,

ଏହି କଥା ତ କାହାକୁ ଅଛପା ନାହିଁ କି ମହିଳାମାନେ ଫୋନ୍ ରେ କଥାବାର୍ତ୍ତା ହେବାର ବଡ ସଉକ ଥାଏ , ଯେବେ ଘରେ କେହି ବି ନଥାନ୍ତି ସେମାନେ କାହା ସହ ବି କଥାବାର୍ତ୍ତା ହୋଇଥାନ୍ତି , ଏମିତି ସ୍ଥିତିରେ ସେମାନେ ନିଜ ସାଙ୍ଗ କିମ୍ବା ସଂମ୍ପର୍କୀୟ ସହ ଫୋନ୍ ରେ ବହୁତ ଘଣ୍ଟା କଥା ବାର୍ତ୍ତା କରିଥାନ୍ତି ।

ବିବାହିତ ମହିଳା ମାନେ ଯେବେ ଘରେ ଏକେଲା ଥାନ୍ତି ସେମାନେ ନିଜ ସାଙ୍ଗ ସାଥିଙ୍କର ସହ ପାର୍ଟି କରିବା ପସନ୍ଦ କରନ୍ତି , ଅନ୍ୟ ଦିନରେ ଶାଶୁଘରେ ଅଧିକା ଲୋକଙ୍କୁ ଡାକି ପାର୍ଟି କରିବାରେ ଅସୁବିଧା ହୋଇଥାଏ , ଏଥିପାଇଁ ଏକେଲା ଥିଲେ ପାର୍ଟି କରିବାର ବେଷ୍ଟ ସମୟ ହୋଇଥାଏ ।

ବହୁତ ମହିଳାଙ୍କ ସଉକ ଥାଏ କି ସେମାନେ ନାଚିବେ , କିନ୍ତୁ ବିବାହ ପରେ ଶାଶୁଘରେ ଅଧିକା ଖୋଲି କରି ସେମାନେ ଚଳିପାରନ୍ତି ନାହିଂମ୍ , ଏମିତିରେ ଯେବେ ସେ ଘରେ ଏକେଲା ରୁହନ୍ତି , ସେମାନେ ଫୁଲ୍ ଡ୍ୟାନ୍ସ କରନ୍ତି , ଓ ନିଜ ଭିଡିଓ ବନାଇନିଅନ୍ତି , ସେମିତି ବି ଏବେ ଟିକ୍ ଟକ୍ ଜମାନା ଚାଲୁଛି, ଓ ବହୁତ ମହିଳା ଘରେ ଏକେଲା ରହୁଥିବା ବେଲେ ଏମିତି ଭିଡିଓ ବନାଇଥାନ୍ତି ।

ଏମିତିରେ ବହୁତ ମହିଲା ଏପରି ଥାନ୍ତି ଯେଉଁମାନେ ଫେବରାଇଟ୍ ଡିସ୍ ତିଆରି କରି ଖାଇବା ପସନ୍ଦ କରନ୍ତି , ସାଧାରଣ ଦିନରେ ପରିବାର ସଦସ୍ୟଙ୍କର କଥା ଓ ଦାୟିତ୍ୱ ବୁଝିବାକୁ ପଡିଥାଏ ।

 

 

Leave a Reply

Your email address will not be published. Required fields are marked *