April 26, 2024

Odia Express

News For Public

ପ୍ରେମରେ ଏପରି ଦିୱାନୀ ହେଲେ ଏହି ଯୁବତୀ କି ସାପ ସହ କରିବସିଲେ ବିବାହ , ତାପରେ ହେଲା କିଛି ଏପରି….

ପ୍ରେମ ଏହି ଦୁନିଆଁର ସବୁଠାରୁ ଅମୁଲ୍ୟ ଜିନିଷ ହୋଇଥାଏ , ଯାହାକୁ ଏହି ଦୁନିଆଁରେ ସଚ୍ଚାପ୍ରେମ ପାଇ ଯାଏ, ତାହାର ଜୀବନ ସେମିତି ସ୍ୱର୍ଗ ପରି ହୋଇଯାଏ ।  ଏହା ସହ ପ୍ରେମର ବିଷୟରେ କିଏ ଜଣେ ସତ କହିଥିଲେ କି ପ୍ରେମ ଅନ୍ଧ ହୋଇଥାଏ , ପ୍ରେମ ନାଁ ବୟସ ଦେଖେ ନା ଧର୍ମ କିମ୍ବା ଜାତି , ଯେବେ କାହାକୁ ପ୍ରେମ ହୋଇଥାଏ , ତେବେ ଦୁନିଆଁରେ ତାକୁ ପ୍ରେମର ଛଡା ଆଉକିଛି ଦେଖାଯାଏ ନାହିଁ , ଏମିତି ଏକ ମାମଲା ଓଡିଶାରେ ଘଟିଛି , ଆସନ୍ତୁ ଜାଣିବା ସେହି ଖବର ସଂମ୍ପର୍କରେ ।ଓଡିଶାରେ ରହୁଥିବା ଜଣେ ୩୦ ବର୍ଷୀୟ ଯୁବତୀଙ୍କୁ ପ୍ରେମ ହୋଇଗଲା ତାହା ପୁଣି କେଉଁ ମଣିଷକୁ ନୁହେଁ ଯାହାକି ଏକ ଜୀବ ସହ ଯାହାର ନାଁ ଶୁଣିଲେ ଲୋକ ଭୟଭିତ ହୋଇଯାଆନ୍ତି , ହଁ ଆଜ୍ଞା ଆପଣ ସଠିକ୍ ଶୁଣିଛନ୍ତି , ଏହା ଆଉ କେହି ନୁହେଁ ବରଂ ଗୋଟେ ସାପ ଅଟେ,  ତାଙ୍କୁ ଏପରି ଭାବରେ ପ୍ରେମ ହୋଇଗଲା କି ସେ ତାକୁ ବିବାହ ରଚାଇଲେ , ଓ ତାଙ୍କର ସ୍ତ୍ରୀ ହୋଇଗଲେ ।

ବହୁତଥର ଟିଭି କିମ୍ବା ଧାରାବାହିକରେ ଦେଖାଯାଏ କି କେଉଁ ଇଚ୍ଛାଧାରୀ ନାଗ ନାଗୁଣି କେଉଁ ମଣିଷକୁ ପ୍ରେମ ହୋଇଗଲେ ସେମାନେ ଜଣେ ଅନ୍ୟଜଣଙ୍କ ପାଇଂ ନିଜ ଜୀବନ ଦେବାପାଇଁ ଆଗେଇ ଆସନ୍ତି , ଏହି ଯୁବତି ତାହା ନିଜ ଅସଲ ଜୀବନରେ କରିଦେଖାଇଦେଲେ , ଏହି ଯୁବତୀଙ୍କ ନାଁ ବିମଳବାଳା ଦାସ୍ ଅଟେ,  ଯିଏକି ନିଜ ଘର ପାଖରେ ଏକ ବିଲରେ ସାପକୁ ପ୍ରେମ କରିବସିଲେ , ପ୍ରକୃତରେ ଜଣାଯାଏ ଯେ ବିମଳବାଳାଙ୍କ ଘର ପାଖରେ ଏକ ସାପ ରହୁଥିଲା , ଆଶ୍ଚର୍ଯ୍ୟର କଥା କି ସାପ ଓ ଯୁବତୀଙ୍କ ବିବାହରେ ପୁରା ଗାଁ ଆସିଥିଲା , ଓଡିଶାର ଖୋର୍ଦ୍ଧା ରେ ୧୪ କିମି ଦୁର ଅତାଲା ଗାଁରେ ହିନ୍ଦୁ ରୀତିନୀତିରେ ସାପ ଓ ଏହି ଯୁବତୀଙ୍କ ବିବାହ କରାଯାଇଥିଲା , ଜଣାଯାଏ ଯେ  ଏହି ବିବାହରେ ସାପ ଆଉ ସାମିଲ୍ ହୋଇପାରିଲା ନାହିଁ ସେଥିପାଇଁ ଗାଁ ଲୋକେ ଏକ ତମ୍ବାର ନାଗସାପକୁ ସେ ଯୁବତୀ ସହ ସାତଫେରା କରାଇଦେଲେ

ଏହି ବିବାହକୁ ନେଇକରି ବିମଳାବାଳା କହିଲେ କି ଘରର ପାଖରେ ଏକ ବିଲରେ ରହୁଥିବା ସାପ ତାଙ୍କୁ ଏପରି ପ୍ରେମ ହୋଇଗଲା କି ଛୁଆବେଳରୁ ସେ ନିଜ ଘର ପାଖରେ ଏକ ବିଲରେ ସାପକୁ ସବୁଦିନ କ୍ଷିର ପିଆଉଥିଲା,  ସାପ ବି ବିଲରୁ ଆସି କ୍ଷୀର ବି ପିଉଥିଲା , ସେ କେବେ ଦଂଶିବାର ସାହାସ କରିନାହିଂ  କହିଦେବୁ କି ବିମଳବାଳାଙ୍କ ଏହି ବିବାହରେ ଗାଁର ୨୦୦୦ରୁ ଅଧିକା ଗ୍ରାମବାସୀ ସାମିଲ୍ ହୋଇଥିଲେ,  ଯେବେ ସାପକୁ ସେ ଯୁବତୀ ବିବାହ କଲେ ତେବେ ଗାଁ ଲୋକେ ବହୁତ ଖୁସିଥିଲେ,  ତାଙ୍କର ମାନିବାକଥ କି ବିବାହ ପରେ ଗାଁର ଭାଗ୍ୟ ବହୁତ ପରିବର୍ତ୍ତନ ହୋଇଛି ,

ଏମିତି ପ୍ରଥମଥର ନୁହେଁ  ଯେବେ ବି ମଣିଷକୁ କୌଣସି ଜୀବକୁ ପ୍ରେମ ହୋଇଛି , ସେ ଏପରି କରିଛି , ଥରେ ଆର୍ଜେଣ୍ଟିନା ରେ ରହୁଥିବା ରୋମିନା ପିଟନ ଙ୍କ ମଙ୍ଗେତର ତାଙ୍କୁ ବିବାହ କରିବାକୁ ମନା କରିଦେଲା , ଯାହାପରେ ରୋମିନା ପିଟନ ଏହି ସମୟରେ ଟିକିଏ ଦୂଃଖି ହୋଇଥିଲେ,  କିନ୍ତୁ ପରେ ଏକ ବଡ ଫଇସଲା ନେଲେ , ସେ ନିଜ ପରିବାର ଲୋକଙ୍କ ସାହାଯ୍ୟରେ ନିଜ ପାଳିତ କୁକୁର ସହ ବିବାହ କରିଦେଲେ , ଓ ସେ ଏବେ ତାକୁ ବହୁତ ଭଲ ପାଉଛନ୍ତି  ।

Leave a Reply

Your email address will not be published. Required fields are marked *