April 20, 2024

Odia Express

News For Public

IAS ପରୀକ୍ଷାରେ ଏପରି ଚତୁର ପ୍ରଶ୍ନ – ମଣିଷର ଶରୀରରେ କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରିଥାଏ ?ଉତ୍ତର ଶୁଣିକି ହେଇଗଲା ଚାକିରୀ..

1 min read

ଦେଶରେ ଆଇଏଏସ୍-ଆଇପିଏସ୍ ଅଫିସର ହେବା ପାଇଁ ଛୁଆ ବହୁତ୍ କଡା ପରିଶ୍ରମ କରୁଛନ୍ତି , ଏହି ପରୀକ୍ଷାକୁ ପାସ୍ କରିବା ଲୋକେ ୧୫-୧୬ ଘଣ୍ଟାର ପରିଶ୍ରମ ବି କରୁଛନ୍ତି , ସଂଘ ଲୋକସେବା ଆୟୋଗ ପରିକ୍ଷା ତିନୋଟି ଚରଣରେ ହୋଇଥାଏ , କିନ୍ତୁ ଲିଖିତ ପରିକ୍ଷା ଯେପରି ଶେଷ ହୁଏ ଏହାର ଇଣ୍ଟରଭ୍ୟୁ ରାଉଣ୍ତ ବହୁତ ମୁସକିଲ୍ ଭରା ହୋଇଥାଏ , ପରିକ୍ଷା ପାସ୍ କରି ଇଣ୍ଟରଭ୍ୟୁ ପାଇଁ ଯାଇଥିବା ଲୋକେ ଫେଲ୍ ହେବା କାରଣରୁ ଫାଇନାଲ୍ ଲିଷ୍ଟରେ ଜାଗା ପାଇପାରିନଥାନ୍ତି , ୟୁପିଏସ୍ ସି ପର୍ସନାଲିଟି ଟେଷ୍ଟର ଇଣ୍ଟରଭ୍ୟୁରେ ପ୍ରଶ୍ନଗୁଡିକ ବହୁତ୍ କଠିନ ହୋଇଥାଏ,  ଏଥିରେ ଆଶାର୍ଥୀ ପ୍ରାର୍ଥୀର ଭାବନା, ତର୍କଶକ୍ତି, ଓ କ୍ଷମତାକୁ ପରଖାଯାଇଥାଏ , ଏଥିରେ ଏମିତି କିଛି ପ୍ରଶ୍ନ ପଚାରାଯାଇଥାଏ  ଯାହା ମୁଣ୍ତକୁ ଘୁମାଇଦେଲାଭଳି ହୋଇଥାଏ,  ପ୍ରଶ୍ନ ଅଛି ମଣିଷର ଶରୀରରେ କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରିଥାଏ ?

 ୧) ଗୋଟେ ରୁମରେ ଗୋଟେ ବ୍ୟକ୍ତି ପଙ୍ଖାରେ ଝୁଲିଥିବାର ଦେଖିବାକୁ ମିଳିଲା, ରୁମରେ ପାଣି ଭର୍ତ୍ତି ହୋଇଛି, କିନ୍ତୁ କିଛି ଜିନିଷ ନାହିଁ , ପଙ୍ଖାରେ କିପରି ସେ ଝୁଲିଲା ? ଉତ୍ତର- ବରଫର ସିଲିଙ୍ଗ୍ ରେ ଚଢିକରି ଯେଉଁ ପରେ ପାଣି ହୋଇ ସେ ବହିଗଲା ।

୨) ସେ କେଉଁ ଜିନିଷ ଅଟେ ଯାହାପାଖରେ ଯେତେ ଥିବ ତାହା କମ୍ ଦେଖାଦେବ ? ଉତ୍ତର ; ଅନ୍ଧକାର

୩) ପୁଅ ଏକ ଝିଅକୁ ପ୍ରପୋଜ କରିଥାଏ,  ତେବେ ପ୍ରପୋଜ କରିବା ଅପରାଧର ଶ୍ରେଣୀରେ ଆସେ କି ?

ଉତ୍ତର : ନା ସାର୍, ଆଇପିସି ର ଧାରା ଅନୁସାରେ କେଉଁ ସେକ୍ସନ୍ ରେ ପ୍ରପୋଜ କରିବା ଅପରାଧ ଶ୍ରେଣୀରେ ଆସେ ନାହୀଁ , ଏହା ବିଧିକ ଭାଷାରେ ଅପରାଧର ଶ୍ରେଣୀରେ ଅନ୍ତର୍ଭୁକ୍ତ୍ ନୁହେଁ ।

୪) ମଣିଷର ଶରୀରରେ କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରିଥାଏ ? ଉତ୍ତର : ୧୨-୧୫ ୱାଟ୍ ବିଜୁଳି ଉତ୍ପାଦନ କରିଥାଏ ମସ୍ତିଷ୍କ, ଯାହା ଏକ ବଲବ୍ ଜଳାଇବା ସହ କାମରେଆସିଥାଏ ।

୫) ମଣିଷ ଶରୀରରେ ଏମିତି କେଉଁ ଅଙ୍ଗ ଅଚି ଯାହା ପ୍ରତି ଦୁଇ ମାସରେ ବଦଳିଥାଏ ? ଉତ୍ତର-ଆଇବ୍ରୋ

୬) କେଉଁ ଦେଶରେ ଗୋଟେ ହେଲେ ବି ରେଳର ଧାରଣା ନାହିଁ ? ଉତ୍ତର ; ବିଶ୍ୱରେ ଏମିତି ବହୁତ ସାରା ଦେଶ ଅଛନ୍ତି ଯେଉଁଠି ରେଲୱେ ଲାଇନ୍ ନାହିଁ , ଅନେକ ରେଲୱେ ନେଟୱାର୍କ ବି ନାହିଁ , ସେଥିରୁ ଯାହା ଆସେ ଭୁଟାନର ସାଇପ୍ରେସ୍ ଇଷ୍ଟ ତିମୋର ଜିନିଆ ବିସାଓ ଆଇସଲ୍ୟାଣ୍ତର କୁବୈତ ଓ ଲିବିୟା ଅଟେ

୭) ରେଳର ଧାରଣାରେ ଜଙ୍କ୍ କଣ ପାଇଁ ଲାଗେନାହିଁ ? ଉତ୍ତର ; ଲଗାତାର ଘର୍ଷଣ ହେବା କାରଣରୁ ।

୮) ଗୋଟେ କଦଳିକୁ ବିନା କାଟି କିମ୍ବା ଭାଙ୍ଗି ୩ ଲୋକ କିପରି ବାଣ୍ଟିବେ ? ଉତ୍ତର : ବାନାନା ସେକ୍ କରି

୯) ଇଂରାଜୀ ଯଦି ଆସୁନାହିଁ ପ୍ରଶାସନର ଅଧିକାରି କିପରି ହୋଇପାରିବ ? ଆଇଏଏସ୍ ଅଫିସର୍ ମନୋଜ କୁମାରଙ୍କୁ ଏହି ପ୍ରଶ୍ନ ପଚାରାଯାଇଥିଲା, ଏହା ପଚାରିବାପରେ ଇଣ୍ଟରଭ୍ୟୁଅର୍ ମନୋଜଙ୍କୁ କହିଲେ କି ପାଣି ପିଅନ୍ତୁ , ତାପରେ ମନୋଜ ବହୁତ ଚତୁରତାର ସହ ଉତ୍ତରରେ କହିଲେ କି ଏହି ପାଣି କାଚର ଗିଲାସରେ ଅଛି , ଏହାକୁ ମୁଁ ପିଇବି ନାହିଁ , ମୋତେ ଷ୍ଟିଲ୍ ର ଗିଲାସ ହିଁ ପାଣି ପିଇବାକୁ ଭଲ ଲାଗେ, ଏହାର ଜବାବ୍ ଶୁଣି ଇଣ୍ଟରଭ୍ୟୁ କରୁଥିବା ବୋର୍ଡ ନାରାଜ୍ ହୋଇଗଲେ , ଓ କହିଲେ ଆପଣ କଣ ବେକାରିଆ କଥା କହୁଛନ୍ତି , ଏହାଉପରେ ସେ କହିଲେକି ସାର୍ ମୁଁ ମୋର ପ୍ରଶ୍ନର ଉତ୍ତର ଦେଲି, ପାଣି ବହୁତ ମହତ୍ତ୍ୱ ରଖେ , ନା ଗିଲାସ, ଯେପରି କାମ ଜରୁରୀ ହୋଇଥାଏ , ଓ ତାହାକୁ କରିପାରୁଥିବା ବ୍ୟକ୍ତିର , ନା ହିଁ ଭାଷା ।

୧୦) ଆପଣଙ୍କୁ ଘରେ ମିଳୁଥିବା ଏକ ଜୀବର ମୁଣ୍ତ କାଟିଦେଲେ ବି ସେ ବହୁତ ସପ୍ତାହ ଯାଏଁ ଜୀବିତ୍ ରହିପାରିବ  ସେ ଜୀବଟି କେଉଁ ଜୀବ ? ଉତ୍ତର : ଅସରପା

୧୧) ଜଣେ ମହିଳା ଆଡକୁ ଇସାରା କରି ରାମ କହେ , ସେ ମୋର ମାଙ୍କ ସ୍ୱାମୀଙ୍କ ମାଙ୍କ ଝିଅ ଅଟେ , ତେବେ ରାମର ସେ ମହିଳା ସହ କେଉଁ ସଂମ୍ପର୍କରେ ହେବେ ? ଉତ୍ତର : ପିଇସି

୧୨) ଯଦି ଗଭର୍ଣ୍ଣରର କାର୍ ତଳେ ଏକ ଛୁଆ ଦବିକରି ମରିଯାଏ ତେବେ କାହା ବିପକ୍ଷରେ କେସ୍ ହେବ ?

ଉତ୍ତର- ଆର୍ଟିକିଲ୍ ୩୬୧ ଧାରା ଅନ୍ତର୍ଗତ ରାଜ୍ୟପ୍ରମୁଖ, ଗଭର୍ଣ୍ଣର, ଓ ରାଷ୍ଟ୍ରପତିଙ୍କୁ ଛାଡ ମିଳିଛି, ଏହି କାରଣରୁ ପଦରେ ବସିଥିବା ବ୍ୟକ୍ତି ଦାୟୀ ହେବେ ନାହିଁ,  ଟର୍ଟ ଦ୍ୱାରା ତାଙ୍କ ଉପରେ କେସ୍ ହୋଇପାରେ , କିନ୍ତୁ ସେ ରାଜ୍ୟ ସରକାର ଉପରେ ଦର୍ଜ ହେବ , ପଦସ୍ଥ ବ୍ୟକ୍ତି ଉପରେ ନୁହେଁ ।

୧୩) ମାନିନିଅନ୍ତୁ ଆପଣଙ୍କ ନିଯୁକ୍ତି ଜିଲ୍ଲା ଅଧିକାରୀ ହିସାବରେ ଜମ୍ମୁ କାଶ୍ମୀରରେ ହୋଇଥାଏ , ଓ ସେଠାରେ ଆତଙ୍କବାଦୀ ଆକ୍ରମଣ କରିଦିଅନ୍ତି , ତେବେ କଣ କରିବେ ? ଉତ୍ତର ; ସବୁଠାରୁ ପ୍ରଥମେ ସୁନିଶ୍ଚିତ୍ କରିବି କି ସେ ଆକ୍ରମଣ ଆଖପାଖରେ ଥିବା ସାଧାରଣ ଜନତାଙ୍କୁ କେଉଁ କ୍ଷତି ହେଉନଥିବ , ତାହାପରେ କଣ୍ଟ୍ରୋଲ୍ ରୁମ୍  ଯାଇକରି ଏକ୍ସଟ୍ରା ଫୋର୍ସ ଡକାଇବି, ଓ ଚେଷ୍ଟା କରିବିକି ଆତଙ୍କବାଦୀଙ୍କୁ ଜୀବିତ ଅବସ୍ଥାରେ ଧରା ହୋଇପାରିବ , ଯାହାଦ୍ୱାରା ପଠାଇଥିବା ବ୍ୟକ୍ତି କିମ୍ବା ଗ୍ରୁପର ନାଁ ଜଣାପଡିପାରେ , ଓ ଭାରତୀୟ ସଂବିଧାନ ଅନୁସାରେ ଦଣ୍ତବିଧାନ ହୋଇପାରିବ ।

Leave a Reply

Your email address will not be published. Required fields are marked *