April 21, 2024

Odia Express

News For Public

IAS ଇଣ୍ଟରଭ୍ୟୁରେ ପୁଅକୁ ପଚାରାଗଲା , କେଉଁ ନେତାଙ୍କ ସହ ପଙ୍ଗା ହେଇଗଲେ କଣ କରିବ ? ତାପରେ ମିଳିଲା ଏପରି ଉତ୍ତର କି ଡାଇରେକ୍ଟ୍ ହୋଇଗଲେ ଚାକିରୀ..

ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ପରୀକ୍ଷା ସବୁଠାରୁ କଠିନ ପରୀକ୍ଷାରୁ ଗୋଟେ ଅଟେ , ଏହାର ପ୍ରସ୍ତୁତି ପାଇଁ ଲୋକେ ଦିନରାତି ପରିଶ୍ରମ କରିଥାନ୍ତି , ବହୁତ ବହି ପଢି କୋଚିଙ୍ଗ୍ କ୍ଲାସ୍ ଯାଇ ଏହାର ପ୍ରସ୍ତୁତି କରିଥାନ୍ତି , କିନ୍ତୁ କିଛି ଲୋକ ପରୀକ୍ଷା ପ୍ରସ୍ତୁତି କରିବା ସତ୍ତ୍ୱେ ମଧ୍ୟ ଇଣ୍ଟରଭ୍ୟୁରେ ଅଟନ୍ତି , ସେମିତି ଇଣ୍ଟରଭ୍ୟୁ ଟିକିଏ ଅଲଗା ହୋଇଥାଏ , ଏହି କାରଣରୁ ୟୁପିଏସ୍ ସି ପରୀକ୍ଷା ରେ କିଏ ଅଧିକା ମହତ୍ତ୍ୱ ଦିଏ ନାହିଁ , ଆପଣଙ୍କୁ କହିଦେବୁ କି ଅସଲରେ ଇଣ୍ଟରଭ୍ୟୁ କମ୍  ଚର୍ଚ୍ଚା ଅଧିକା ହୋଇଥାଏ , ଏହି ସମୟରେ ବୋର୍ଡ ମେମ୍ବର ଆଶାର୍ଥୀ ପାର୍ଥୀଙ୍କୁ ମେଣ୍ଟାଲିଟି ବିଚାର କରିବାପାଇଁ ଚେଷ୍ଟା କରନ୍ତି , ସେମାନେ ଦେଖନ୍ତି କି ପ୍ରତିଯୋଗୀ ଆପିଟ୍ୟୁଡ୍ ଟେଷ୍ଟ ଜବ୍ ପାଇଁ ପ୍ରସ୍ତୁତି ହୋଇଛି କି ନାହିଁ , ତାହା ସହ ସେମାନେ ଜାଣିବାକୁ ଚାହଁନ୍ତି କି ସେ ପରୀକ୍ଷାରେ କିପରି ରିକ୍ୟୁର୍ କରିପାରୁଛି ,

 

ଏହି ସମୟରେ ଏକ ଇଣ୍ଟରଭ୍ୟୁ ସିଭିଲ୍ ସେବା ପରୀକ୍ଷା ୨୦୧୭ ରେ ୩୮୯ ସ୍ଥାନ ପାଇଥିବା ସୌରଭ କୁମାରଙ୍କୁ ପଚାରାଗଲା କି  ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା , ଭାଗଲପୁରରେ ରହୁଥିବା ସୌରଭ କୁମାରଙ୍କୁ ଏହା ପଚାରାଗଲା କି କେଉଁ ନେତାଙ୍କ ସହ ବିବାଦ ହୋଇହେଇଗଲେ କଣ କରିବେ ?

ସେ କିଛି ଏହିପରି ଉତ୍ତର ଦେଲେ ସେ କହିଲେ କି ଆଇଏଏସ୍ ଅଧିକାରୀମାନେ ରାଜନେତାଙ୍କ ସହ ସଂବନ୍ଧ ଭଲ ହୋଇନଥାଏ , କେଉଁ କଥା ଯୋଗୁଁ ଯଦି ବିବାଦ ହୁଏ , ତେବେ ଏହି ସିଚ୍ୟୁଏସନ୍ ରେ କେଉଁ ବ୍ୟକ୍ତି ଯଦି ସିଭିଲ୍ ସେବାରେ ଆସେ ତେବେ ଭଲ ଜ୍ଞାନ ହେବା ଜରୁରୀ , ଓ ତାଙ୍କୁ ରାଜନେତାଙ୍କ ସହ କାମ କରିବାକୁ ପଡିପାରେ , ଏହ୍ଠାରେ ପ୍ରଶାସନ ବ୍ୟବସ୍ଥା ଆଇଏଏସ୍ ଅଫିସର୍ ଙ୍କ ପାଖରେ ଅଲଗା କିଛି ଅପସନ୍ ନାହିଂମ୍ , ଯଦି କେଉଁ ବିଷୟରେ , ରାଜନେତା ପୁରା ଜାନକାରି ରଖିପାରେ , ତେବେ ତାଙ୍କୁ ପୁରା ସୁଚନା ଦେଇ ବୁଝାନ୍ତୁ , ଓ କୁହନ୍ତୁ କି କଣ ଭୁଲ୍ ହୋଇଛି ,

 

ସୌରଭ କହିଲେ କି ସମସ୍ତଙ୍କୁ ଧ୍ୟାନ ଦେବାକୁ ହେବ କି ଆଇଏଏସ୍ ଅଫିସର୍ ସବୁବେଳେ ନିୟମ ଓ ଲ ଦ୍ୱାରା କାମ କରିଥାନ୍ତି , ନା କେଉଁ ରାଜନେତାଙ୍କ ନିୟମ ଆମେ ରୁଲ୍ ଯାହା କହିବ ତାହା କରିବୁ , ସିଭିଲ୍ ପରୀକ୍ଷାରେ ଏହା ସୌରଭଙ୍କ ୬ତମ ପ୍ରୟାସ ଥିଲା , ଏହି ପରୀକ୍ଷାରେ ତାଙ୍କ ବିକଳ୍ପ ମନୋବିଜ୍ଞାନ ଥିଲା , ଇପିଏଫ୍ ଓ ଆଷ୍ଟିଷ୍ଟାଣ୍ତ କମିଶନର୍ ଅଛନ୍ତି , ପଶ୍ଚିମ ବଙ୍ଗଳାରେ ପଦସ୍ଥ ସୌରଭ ଏବେ ପ୍ରାୟ ୪ ଟି ଆଇଏଏସ୍ ଇଣ୍ଟରଭ୍ୟୁ ଫେସ୍ କରିଛନ୍ତି , ୨୦୧୬ ରେ ସିଲେକ୍ସନ ହୋଇଗଲା, କିନ୍ତୁ କେଉଁ ଜଏନ୍ ମିଳିଲା ନାହିଁ , କାରଣ ସେ ଆଇଏଏସ୍ ହେବାକୁ ଚାହୁଁଥିଲେ ।

Leave a Reply

Your email address will not be published. Required fields are marked *