May 12, 2024

Odia Express

News For Public

ଗୋଟେ ବର୍ଷରୁ ଚାଲି ଆସୁଥିଲା ଅନ୍ତିମ ସଂସ୍କାରର ପ୍ରସ୍ତୁତି , ଖର୍ଚ୍ଚ ହେଲା ୫୮୫ କୋଟି ଟଙ୍କା – ଦେଖନ୍ତୁ କିଏ ସେ ମହାନ ରାଜା..

ଦୁନିଆଁରେ ସବୁ ମଣିଷ ଆସିଥାଏ ଓ ଚାଲିଯାଇଥାଏ , ମଣିଷ ମରିବା ପରେ ତାର ଅନ୍ତିମ ସଂସ୍କାର ବି କରିଦିଆଯାଏ , ମଣିଷ ଅନ୍ତିମ ସଂସ୍କାରରେ ଗରିବ ନିଜ ହିସାବରେ କରିଥାଏ , ଓ ଧନୀ ଲୋକ ନିଜ ହିସାବରେ କରିଥାଏ , କିନ୍ତୁ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ଅନ୍ତିମ ସଂସ୍କାରରେ କୋଟିଏ ଟଙ୍କା ଖର୍ଚ୍ଚ ହୋଇଛି , ଏହା ପ୍ରଥମଥର ହେଲା ଯେବେ କେଉଁ ବ୍ୟକ୍ତିର ଅନ୍ତିମ ସଂସ୍କାରରେ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇଛି ।ଥାଇଲାଣ୍ତର ରାଜା ଭୁମିବଲ ଅଦୁଲ୍ୟାଦେଜଙ୍କ ମରିବାପରେ ତାଙ୍କ ଅନ୍ତିମ ସଂସ୍କାରରେ ୫୮୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି , ତାଙ୍କର ନିଧନର ଗୋଟିଏ ବର୍ଷ ପରେ ଅନ୍ତିମ ସଂସ୍କାର କରାଯାଇଥିଲା ,

ତାଙ୍କର ନିଧନ ଗତ ବର୍ଷ ୧୩ ଅକ୍ଟୋବର ମାନେ ୨୦୧୬ କୁ ହୋଇଥିଲା , ସେହି ସମୟରେ ସେ ୮୭ ବର୍ଷର ଥିଲେ , ତାଙ୍କର ଅନ୍ତିମ ସଂସ୍କାର ୨୬ ଅକ୍ଟୋବର ୨୦୧୭ ରେ କରାଯାଇଥିଲା , ଏଥିପାଇଁ କରାଗଲା କାରଣ ନିଧନ ପରେ ଥାଇଲାଣ୍ତ ସରକାର ତାଙ୍କର ଅନ୍ତିମ ଯାତ୍ରାର ପ୍ରସ୍ତୁତିରେ ଥିଲେ , ଓ ପୁରା ଥାଇଲାଣ୍ତ ଯାତ୍ରା ଓ ସବୁଥି ପାଇଁ ୯ କୋଟି ଡଲାର୍ ମାନେ ୫୮୫ କୋଟି ଟଙ୍କା ଯୋଡିଥିଲେ ,

ରାଜା ଭୁମିବଲ ଅଦୁଲ୍ୟାଦେଜ ଚକ୍ରୀ ବଂଶର ୯ମ ରାଜା ଥିଲେ , ସେ ଥାଇଲାଣ୍ତରେ ରାମ ନବମ ନାମରେ ଜାଣୁଥିଲେ,  ୯ ଜୁନ୍ ୧୯୪୬ କୁ ରାଜା ହେବା ପରେ ସବୁଠାରୁ ଅଧିକା ଥାଇଲାଣ୍ତ ନୁହେଁ ବରଂ ପୁରା ଦୁନିଆଁ ସବୁଠାରୁ ଅଧିକା ସମୟ ପର୍ଯ୍ୟନ୍ତ ଶାସନ କାଳରେ ଚଲାଇଥିଲେ ।

ତାଙ୍କର ଶବଯାତ୍ରାରେ ପ୍ରାୟ ୩ ଲକ୍ଷ ଲୋକ ଥିଲେ , ମହାରାଜାଙ୍କ ଅନ୍ତିମ ସଂସ୍କାର ପାଇଁ ରାଜମହଲ ସାମ୍ନାରେ ସ୍ୱର୍ଣ୍ଣ ଜଡିତ ଥାଇ ପେବେଲିୟନ୍ ବନାଯାଇଥିଲା,  ଯାହାକୁ ତିଆରି କରିବାପାଇଁ ହଜାର ସଂଖ୍ୟକ ମଜୁରିଆ ଲାଗିଥିଲେ॥ ଥାଇଲାଣ୍ତର ସରକାର ନିଜ ରାଜାର ନିଧନ ପରେ ଅନ୍ତିମ ବିଦାଇ ଦେବାପଇଁ ଥାଇଲାଣ୍ତରେ ଆଗାମୀ ଦିନ ରାଷ୍ଟ୍ରିୟ ଛୁଟି ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *