May 16, 2024

Odia Express

News For Public

ଗାଁରେ ଜଣେ ପୁଅ ରହୁଥିଲା , ତାର ମା ବାପା ନଥିଲେ , ସେ ବହୁତ ଗରିବ ଥିଲା , ଏହି କାରଣରୁ ପାଠପଢା କରିପାରୁନଥିଲା , ଯେମିତି ସେମିତି ନିଜ ଜୀବନ ଯାପନ କରୁଥିଲା – ଦିନେ ସେ ଭାବିଲା କି ଗାଁରେ ରହିକରି ତ ଅଧିକ…

କେଉଁ ଗାଁରେ ଗୋଟେ ପୁଅ ରହୁଥିଲା । ତାର ମା ବାପା ନଥିଲେ , ସେ ବହୁତ ଗରିବ ଥିଲା , ଓ ଏହି କାରଣରୁ ସେ ପାଠ ପଢିପାରିଲା ନାହିଁ । ଯେପରି ସେପରି ସେ ନିଜ ଗୁଜୁରାଣ ମେଣ୍ଟାଉଥିଲା , ଦିନେ ସେ ଭାବିଲା କି ଗାଁରେ ରହିକରି ମୋର ଅଧିକା କମାଇ ହୋଇପାରିବ ନାହିଁ , ଏଥିପାଇଁ ମୋତେ ସହର ଯିବାକୁ ପଡିବ । ଏହା ଭାବିକରି ସେ ନିଜ ଗାଁର ପାଖରେ ଏକ କାମର ଖୋଜାରେ ବାହାରି ଆସିଲା ।ଯେବେ ସେ ସହରରେ ପହଞ୍ଚିଲା ତେବେ ଭୋକିଲା ଓ ଥକାପଣ କାରଣରୁ ତାର ହାଲତ୍ ଖରାପ ହେବାକୁ ଲାଗିଲା । ସେ ଏକ ବେପାରୀ ପାଖକୁ ଗଲା , ଓ ତାକୁ ତାଙ୍କର ସମସ୍ୟା କହିଲେ , ବେପାରୀ ବହୁତ ଦୟାଳୁ ଥିଲା , ସେ ସେହି ଯୁବକକୁ ଗଛ କାଟିବାକୁ କାମ ଦେଲେ , ଓ ଖାଇବାକୁ ବି ଦେଲେ ,

ପୁଅ ଟି ଦିନ ସାରା ଜୋଶ୍ ରେ ଆସି ଜଙ୍ଗଲରେ ୧୭ ଟି ଗଛ କାଟିଲା , ବେପାରୀ ତାର କାମରେ ବହୁତ ଖୁସି ହୋଇଗଲେ,  କିନ୍ତୁ ତାପର ଦିନ ୧୩ ଟି ଗଛ କାଟିପାରିଲେ , ପୁଅଟି ବହୁତ ନିରାଶ ହୋଇଗଲା,  ବେପାରି ତାହାକୁ କିଛି କହିଲା ନାହିଁ , ତୃତୀୟ ଦିନ ପୁଅଟି କେବଳ ୧୦ ଟି ଗଛ କାଟିଲେ , ପୁଅଟିକୁ କିଛି ବୁଝାପଡୁନଥିଲା କି ସେ ସବୁ ଦିନ ଗଛ କଣ ପାଇଁ କାଟୁଛି , ସେ ବେପାରୀକୁ ପଚାରିଲା କି ମୁଁ ପୁର୍ବଦିନ ୧୭ ଟି ଗଛ କାଟିଲି , କିନ୍ତୁ ଏବେ ୧୦ ଟି ଗଛ କାଟିପାରୁଛି କଣ ପାଇଂ<  ବେପାରୀ ତାକୁ ବୁଝାଇଲା କି ତୁମର କୁରାଢୀ ରେ ଧାର ନାହୀଁ,  ପୁଅଟି କହିଲା କାମର ଯୋଗୁଁ ମୋତେ ଧାର କରିବାକୁ ସମୟ ନଥିଲା , ବେପାରୀ ତାକୁ ବୁଝାଇଲା କି ଏହି କାରଣରୁ ତୁମେ ଗଛ କାଟିପାରିଲ ନାହିଁ ,

ଏହି କାହାଣୀରୁ ଏହା ଶିକ୍ଷା ମିଳେ କି ସବୁ କାମର ଆରମ୍ଭ କରିବା ପୂର୍ବରୁ ନିଜ ଯୋଗ୍ୟତାକୁ ନିଖାରି ନିଅନ୍ତୁ , ନୁଆ କାମ ସହ ଯୋଡି ହୋଇଥିଲା ସବୁ ଜାନକାରୀ ଏକାଠି କରିନିଅନ୍ତୁ , ଯେବେ ଏହି କଥାଗୁଡୀକ ଧ୍ୟାନ ରଖିବେ ତେବେ ସଫଳତା ନିଶ୍ଚିତ ମିଳିବ ।

Leave a Reply

Your email address will not be published. Required fields are marked *