April 30, 2024

Odia Express

News For Public

କେବଳ ୭ ଦିନ ଯାଏଁ ବତୁରାଇଥିବା କିଶମିସ୍ କୁ ଖାଲି ପେଟରେ ସେବନ କରନ୍ତୁ , ଜଡରୁ ଶେଷ ହୋଇଯିବ ଏହି ୩ ଟି ରୋଗ…

1 min read

କିସମିସ୍ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି , ଏହା ତ ଆପଣ ସମସ୍ତେ ଜାଣିଥିବେ କି ଏହା ଆମର ଶରୀର ପାଇଁ ବହୁତ ଫାଇଦାଦାୟକ ହୋଇଥାଏ । କିଶମିସ୍ ରେ ଆଇରନ୍ , କ୍ୟାଲସିୟମ୍ , ମ୍ୟାଗ୍ନେସିୟମ୍ , ଓ ଫାଇବର୍ ପ୍ରଚୁର ମାତ୍ରାରେ ମିଳିଥାଏ , ଏହା ପାଇଁ ସ୍ୱାସ୍ଥ୍ୟକର ବୋଲି ଜଣାଯାଏ , କିଶମିଶ୍ ରେ ସୁଗର୍ ବି ପ୍ରଚୁର ମାତ୍ରାରେ ମିଳିଥାଏ , ବାସ୍ତବରେ କିଶମିସ୍ ସୁଖିଲା ଅଙ୍ଗୁର ହୋଇଥାଏ , ଏହା ସୁନେଲି ଓ ସବୁଜ ରଙ୍ଗରେ ମିଳିଥାଏ , ଏହାର ଉପଯୋଗ ମୁଖତଃ ମିଠା ତିଆରି ସମୟରେ କରାଯାଏ , ଏହାର ଛଡା ଏହାର ଉପଯୋଗ ବହୁତ ହେଲଥ୍ ଟନିକ୍ ରେ ବି କରାଯାଏ । କିସ୍ ମିସ୍ ରେ କ୍ୟାଲୋରି ଅଧିକା ରହିଥାଏ ସେଥିପାଇଁ ଏହାର ସେବନ କମ୍ କରିବା ଉଚିତ୍ ।

କିନ୍ତୁ ଆଜି ଆମେ ଆପଣଙ୍କୁ କିସ୍ ମିସ୍ ର ଏପରି ପ୍ରୟୋଗ ବିଷୟରେ କହିବୁ ଯାହା ଆପଣଙ୍କ ଶରୀରର ଅଧିକାରୁ ଅଧିକା ଲାଭ କରାଇବ , ଆଜି ଆମେ ଆପଣଙ୍କୁ ବତୁରାଇଥିବା କିସମିସ୍ ଖାଇବାର ହେଉଥିବା ଲାଭ ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ କହିଦେବୁ କି ଏହାକୁ ୮-୧୦ କିସମିସ୍ କୁ ଏକ ଗିଲାସ ପାଣିରେ ରାତି ସାରା ବତୁରାଇ ରଖନ୍ତୁ , ସକାଳୁ ଏହାକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ , ଓ ଖାଲି ପେଟରେ ଏହାକୁ ପିଇଦିଅନ୍ତୁ ,  କିସମିସ୍ ରେ ପ୍ରାକୃତିକ ସର୍କରା ତଥା ଉର୍ଜାର ସ୍ରୋତ ବୋଲି ଜଣାଯାଏ , ଏହା ଫାଇବର୍ , ପୋଟାସିୟମ୍  ଆଇରନ୍ ଅନ୍ୟ ତତ୍ତ୍ୱ ଭରପୁର୍ ହୋଇଥାଏ , କିନ୍ତୁ ବସା ଓ ଗ୍ଲୁଟେନ୍ ରହିତ ଅଟେ । ଯଦି ଆପଣ ଲଗାତାର ୭ ଦିନ ଯାଏଁ କିସମିସ୍ ର ସେବନ କରନ୍ତି ତେବେ ଆପଣଙ୍କ ଶରୀରରେ କେବେ ବି ରକ୍ତର ଅଭାବ ହେବ ନାହିଁ । ଏହା ଦ୍ୱାରା ବି କିସମିସ୍ ସେବନରେ ଦାନ୍ତରେ ପୋକ ଲାଗନ୍ତି ନାହିଁ । ଏହା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରିଯାଆନ୍ତି ।

ଫାଇଦା : କିସମିସ୍ ରେ ଉଚ୍ଚ ମାତ୍ରାରେ କ୍ୟାଲସିୟମ୍ ଓ ମାଇକ୍ରୋ ନ୍ୟୁଟ୍ରିୟଣ୍ଟ ମିଳିଥାଏ , ଏହା ହାଡଗୁଡିକ ସୁସ୍ଥ୍ୟ ଓ ମଜବୁତ୍ କରାଇଥାଏ । କିସମିସ୍ ରେ ସବୁ ପୋଷକତତ୍ତ୍ୱ ମିଳିଥାଏ , ଯାହା ଶରୀରରେ ଇମ୍ୟୁନିଟି ବଢାଇବାରେ ସହାୟକ ହୋଇଥାଏ , ଥଣ୍ତାରେ ପ୍ରତିଦିନ ଏହାର ସେବନ କରିଲେ ବ୍ୟାକ୍ଟେରିଆ ଓ ଇନଫେକ୍ସନ୍ ଲଢିବାରେ ସହାୟତା ମିଳିଥାଏ । କିସମିସ୍ ରେ ଆଇରନ୍ ପ୍ରଚୁର ମାତ୍ରାରେ ମିଳିଯାଏ , ପ୍ରତିଦିନ ବତୁରାଈଥିବା କିସମିସ୍ ଖାଇଲେ ଶରୀରରେ ରକ୍ତ ବଢିଥାଏ , ଓ ଏନିମିଆରୁ ରକ୍ଷା କରେ ।

କିସମିସ୍ ରେ ଏକ ଉତ୍ତମ ଡ୍ରାଇ ଫ୍ରୁଟ୍ ଅଟେ , ଯାହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ , ଓ ଲିଭରକୁ ପ୍ରଭାବିତ କରିବାରେ ବଞ୍ଚାଇଥାଏ । କିସମିସ୍ ଖାଇଲେ ଆପଣଙ୍କ ମୋଟାପା ବି କମ୍ କରିଥାଏ , ଯଦି ଆପଣ ନିୟମିତ ବ୍ୟାୟାମ ସହ କିସମିସ୍ ସେବନ କରୁଛନ୍ତି ତେବେ ଓଜନ ହ୍ରାସ ହେବାର ସାହାଯ୍ୟ କରିବ , ଅଧିକାଂଶ ରୋଗରେ ଖାଦ୍ୟକୁ ହଜମ କରିବା ବାଲା ସମସ୍ୟା ଆରମ୍ଭ ହୋଇଯାଏ , କିସମିସ୍ ରେ ଫାଇବର୍ ଯୁକ୍ତ ଆହାର ଅଟେ, ଯାହା ହଜମ କ୍ରିୟାକୁ ସରଳ କରାଇ ରୋଗରୁ ରକ୍ଷା କରିଥାଏ , ଏହାକୁ ନିୟମିତ ରୁପରେ ଖାଇଲେ କବଜ୍ ଓ ପତଳାଝାଡାରୁ ମୁକ୍ତି ମିଳେ , ଅପଚ ଓ ବହୁତ ମେଡିସିନ ଉପଯୋଗରେ ଭଲ ହେଉନଥିବା ପତଳାଝାଡାକୁ ଏହା ଗୋଟେ ଥରକେ ରୋକିଥାଏ,  ଅଙ୍ଗୁରର ଏହି ଡ୍ରାଇ ରୁପରୁ ଅଙ୍ଗୁର ଠାରୁ ବି ଅଧିକା ଫାଈବର୍ ଅଛି  ଏହା ହଜମ ନହେବା ଅସୁବିଧାରୁ ଜଲଦି ଉପଶମ ଦେଇଥାଏ

Leave a Reply

Your email address will not be published. Required fields are marked *