April 30, 2024

Odia Express

News For Public

ପାଣିରେ ଗୋଟେ ଚାମଚ ଏହି ଜିନିଷ ମିଶାଇକରି କରନ୍ତୁ ବ୍ୟବହାର , ଏତେ ସିଲକି ହୋଇଯିବ ବାଳ କି କହିବେ ହେଇଗଲା କମାଲ୍…

1 min read

ଯେବେ ଆମେ ଟିଭିରେ କିମ୍ବା ସିନେମାରେ ହିରୋଇନ୍ ଙ୍କ ଡ୍ୟାନ୍ସ କରୁଥିବାର ଦେଖିଥାନ୍ତି ତେବେ ନିଜର ଅଭିନୟ ସହ ଚମକୁଥିବା ବାଳକୁ ଧ୍ୟାନ ଆକର୍ଷିତ କରିଥାଏ , ଯଦି ଆପଣ ବାଳର କିଛି ପ୍ରଡକ୍ଟ ସଂମ୍ବନ୍ଧିତ ବିଜ୍ଞାପନ ଦେଖିଥାଉ ତେବେ କମ୍ ସେ କମ୍ ମଡେଲ୍ ର ବାଳ ବହୁତ ସିଲକି , ଚମକଦାର୍ ଓ ଆକର୍ଷକ ଦେଖାଯାଏ , ଏମିତିରେ ଆମର ମନରେ ଏହି ଇଚ୍ଛା ଜାଗ୍ରତ ହୋଇଥାଏ , କି ମୋର ବାଳ ବି ଏମିତି ଦେଖାଯାଊ , ଯଦି ଆପଣଙ୍କ ମନରେ ଏହି ଆଶା ଆସେ , ତେବେ ଆପଣ ବିଲକୁଲ୍ ସଠିକ୍ ଜାଗାରେ ଅଛନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ସରଳ ଓ ଶସ୍ତା ତରିକା ବିଷୟରେ କହିଥାଉ , ଯାହା ଆପଣଙ୍କ ଅଡୁଆ ବାଳକୁ ସିଲକି ଓ ନରମ ଓ ଚମକଦାର ବାଳ ବନାଇଦେବ ,

ଏହି ଉପାୟର ଖାସ୍ କଥା ଏହା କି ଏହା ଚମକଦାର୍ କରିବା ସହ ଆପଣଙ୍କ ବାଳକୁ ଘନ ଓ ଲମ୍ବା କରିଥାଏ , ଏହା ଦ୍ୱାରା ଥଣ୍ତା ଦିନରେ ରୁପିର ଭୟ ରହିବ ନାହିଁ  ଯେଉଁମାନେ ନିଜ ବାଳକୁ ବୋଲ୍ୟୁମ୍ ମାଣେ ବାଉନ୍ସ ଚାହୁଁଛନ୍ତି ସେମାନେ ଏହି ପ୍ରକିୟା ସହାୟତାରେ ପ୍ରାପ୍ତ କରିପାରିବେ , ଅୟେଲି ସ୍କାଲ୍ପ ବାଲା ଲୋକ ବି ଏହାକୁ ଆପଣାଇ ସ୍କାଲ୍ପ ଅୟଲ୍ ଫ୍ରୀ ରଖିପାରିବେ , କମ୍ ଶବ୍ଦରେ ତେବେ ଏହି ପ୍ରକିୟା ବହୁତ ପ୍ରକାରର  ସମସ୍ୟାକୁ ମୁକ୍ତି ଦେବ ମ୍ ଏବେ ଏହାକୁ ବନାଇବାର ତରିକା ଜାଣିନିଅନ୍ତୁ ।

ଏହାକୁ ବନାଇବାପାଇଁ କେବଳ ଦୁଇଟି ଜିନିଷ୍ ଦରକାର,  ପ୍ରଥମ ସାମାନ୍ୟ ତାପମାନର ପାଣି ଓ ଅନ୍ୟଟି ହେଲା ଆପଲ୍ ଭିନେଗାର୍ ଯାହାକୁ ଆମେ ସେଓର ସିରକା କହିଥାଉ , ଏହି ସେଓର୍ ସିରକା ଆପଣଙ୍କୁ ବଜାରରେ ସହଜରେ ମିଳିଯିବ , ଯଦି ସେଠାରେ ନମିଳେ ତେବେ ଆପଣ ଏହାକୁ ଅନଲାଇନ୍ ରେ ମଗାଇପାରିବେ , ଏହାକୁ କିଣିବା ସମୟରେ ବିଶେଷ ଧ୍ୟାନ ରଖନ୍ତୁ କି ଏହା ସେଓ ର ସିରକା ଅଗ୍ରାନିକ୍ ହେଇଥିବ , ବଜାରରେ ଫିଲଡ୍ ସେଓ ସିରକା ବି ମିଳିଥାଏ,  ଯାହା ଦେଖିବାକୁ ନକଲ ହୋଇଥାଏ , କିନ୍ତୁ ଏହା ଦ୍ୱାର୍ କିଛି ଫାଈଦା ହୋଇନଥାଏ,

ଯେବେ କି ଅଗ୍ରାନିଜ୍ ସେଓର ସିରକା ସଫା ହୋଇନଥାଏ, କିନ୍ତୁ କେମିକାଲ୍ସ ରୁ ମୁକ୍ତ ହେବା କାରଣରୁ ଅଧିକା ଫାଈଦା ହୋଇଥାଏ , ଏହାକୁ ପ୍ରସ୍ତୁତ କରିବାପଇଁ ଏକ ଗିଲାସ ପାଣିରେ ୨ ବଡ ଚାମଚ ଆପଲ୍ ଭିନେଗାର୍ ସେଓର ସିରକା ମିଶାଇଦିଅନ୍ତୁ , ଯଦି ଆପଣଙ୍କ ବାଳର ଲମ୍ବା ଅଧିକା ଅଛି ତେବେ ପାଣିର ମାତ୍ରା ବଢାଇପାରିବେ , ସବୁ ଗୋଟେ ଗିଲାସ ପାଣିରେ ଆପଣଙ୍କୁ ଦୁଇ ଚାମଚ ସେଓର ସିରକା ମାତ୍ରା ବଢାଇଥାଏ , ଯେଉଁ ଲୋକଙ୍କର ମୁଣ୍ତର ସ୍କିନ୍ ଅଧିକା ତେଲିଆ ଅଛି ସେ ଗୋଟେ ଗ୍ଲାସରେ ୩ ଚାମଚ ସେଓ ସିରକା ମିଶାଇଦିଅନ୍ତୁ , ଏହି ପାଣିରେ ମିଶାଇବା ପରେ ଭଲରେ ମିକ୍ସ୍ କରିଦିଅନ୍ତୁ ।

ଏହାକୁ ବାଳରେ ଲଗାଇବା ପ୍ରଥମ ରାତିରେ ବାଳରେ ତେଲ ଲଗାଇଦିଅନ୍ତୁ , ଓ ସକାଳୁ ସ୍ୟାମ୍ୟୁ କରିଦିଅନ୍ତୁ , ଏହାର ଠିକ୍ ପରେ ଏହି ସେଓର ସିରକା ପାଣିରେ ବାଳରେ ପକାନ୍ତୁ , ଓ ୩-୪ ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରନ୍ତୁ , ଏହାପରେ ସାମାନ୍ୟ ପାଣିରେ ବାଲକୁ ଧୋଇଦିଅନ୍ତୁ , ଆପଣ ନଜର କରିବେ ଆପଣଙ୍କ ବାଳ ବେଶୀ ଘନ ଓ ସିଲକି ହୋଈଯାଇଛି , ଏହି ପ୍ରକ୍ରିୟା ଆପଣ ସପ୍ତାହରେ ଥରେ ବ୍ୟବହାର କରନ୍ତୁ , ଯଦି ଅଧିକା ହେଉଛି ତେବେ ସପ୍ତାହରେ ଦୁଇଥର ବ୍ୟବହାର କରିପାରିବେ , ଏହାକୁ ଅଧିକା ବ୍ୟବହାର କରିବେ ଆହିଁ ।

 

Leave a Reply

Your email address will not be published. Required fields are marked *