May 12, 2024

Odia Express

News For Public

୨୪ ଫେବୃୟାରୀ ୨୦୨୦ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୫ ଟି ରାଶିଗୁଡିକର ରହିବ ଦିନ ବହୁତ ସ୍ମରଣୀୟ , ସୁଖରେ ହେବ ବୃଦ୍ଧି

ମେଷ ରାଶି : ଛାତ୍ରଙ୍କ ପାଇଁ ଦିନ ଭଲ ରହିବ , କାମର ସଂବନ୍ଧିତ ଯାତ୍ରା ହୋଇପାରେ , ଯେଉଁଥିରେ ନୁଆ ରାସ୍ତା ଖୋଲିବ , ପରିବାର ସମୟ ଓ ଯତ୍ନ ଆବଶ୍ୟକତା ଅଛି ତାହାର ଦାୟିତ୍ୱ ନେବେ , ଆକସ୍ମିକ ଖର୍ଚ୍ଚ ସାମ୍ନାକୁ ଆସିବ , ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ , ନୁଆ ବିଚାରକୁ ଯାଞ୍ଚ କରିବା ଭଲ ସମୟ ଅଛି , ଦରକାରୀ ଲୋକଙ୍କୁ ଭୋଜନ କରାନ୍ତୁ , ଆପଣଙ୍କୁ ଫାଇଦା ମିଳିବ , ପାର୍ଟନର ପସନ୍ଦର କିଛି ଭଲ ଜିନିଷ କିଣିବାର ମୁଡ୍ କରିପାରନ୍ତି ।

ବୃଷ ରାଶି : କିଛି ଜାତକରେ ରହିବା ସହିବା କଷ୍ଟଦାୟୀ ହୋଇପାରେ , ଖର୍ଚ୍ଚ ଅଧିକ ରହିବ , ଯଦି ଆପଣ ପରୀକ୍ଷା କିମ୍ବା ପ୍ରତିଯୋଗିତା ମାଧ୍ୟମରେ ସ୍ଥିତି ବଢାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଧ୍ୟାନ ଓ ସମର୍ପଣ ନ ହରାନ୍ତୁ , ବେପାରରେ ଦୁଇଗୁଣା ଲାଭ ହେବ , କେଉଁ ବଡ କାର୍ଯ୍ୟରେ ଉତ୍ସାହ ଓ ପ୍ରସନ୍ନତାର ବୃଦ୍ଧି ହେବ ,ଚାକିରି ପେଶାର ଲୋକଙ୍କୁ ପଦୋନ୍ନତି ହେବ , ସବୁ ଆପଣଙ୍କ ବୁଝାମଣା ଦ୍ୱାରା ପ୍ରଭାବିତ ହବେ । କଟୁ କଥା ପ୍ରୟୋଗ କରିବାରେ ବଞ୍ଚନ୍ତୁ ।

ମିଥୁନ ରାଶି : ପରିବାରରେ କିଛି ଶୁଭ ସମାରୋହ ହୋଇପାରେ , ଆଜି ଆପଣଙ୍କୁ ଲାଗିବ କି କିଛି ବଡ ମହତପୁର୍ଣ୍ଣ ଅବସର ଆପଣଙ୍କ ହାତରୁ ବାହାର କରିଦେଇଛନ୍ତି , କିନ୍ତୁ ଏହାକୁ ନେଇକରି ଚିନ୍ତାକରିବା କିଛି ଦରକାର ପଡୁନି , ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ସଂବନ୍ଧରେ ବିଶେଷ ଧ୍ୟାନ ରଖିବା ଦରକାର , ଭୁଲି ଯାଇଥିବା ବନ୍ଧୁଙ୍କ ସହ ସାକ୍ଷାତ ହେବ , ଶୋଇବା ପୂର୍ବରୁ ଭଗବାନ ଶିବଙ୍କୁ ଧ୍ୟାନ କରନ୍ତୁ , ଖରାପ ସ୍ୱପ୍ନ ଆସିବ ନାହିଁ । ଲେଖକଙ୍କ ପାଇଁ ବହୁତ ଭଲ ସମୟ ଚାଲୁଛି , ସାହିତ୍ୟ ଜଗତରେ ବଡ ନାଁ କମାଇବେ ।

କର୍କଟ ରାଶି : ଆଜି ଆପଣଙ୍କ ଇଶ୍ୱରଙ୍କ ନାଁ ସ୍ମରଣ ଓ ଆଧ୍ୟାତ୍ମିକତା ଆପଣଙ୍କ ମନକୁ ଶାନ୍ତି ପ୍ରଦାନ କରିବ , ଆୟରେ ଅଧିକା ବ୍ୟୟ କରିଲେ ଆପଣଙ୍କ ବଜେଟ୍ ବିଗଡିପାରେ , ଆପଣଙ୍କ ପରିବାରର ସଦସ୍ୟଙ୍କ ସହ ସଂବନ୍ଧ ଚିନ୍ତା ଆସିପାରେ , ଯେଉଁଥିରେ ଆପଣ ଦୁଃଖି ଅନୁଭବ କରିବେ , ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ବ୍ୟବସାୟିକ ଲାଭରେ ବୃଦ୍ଧି ହେବ , ଘର ବାହାର ସବୁ କଥା ନଜର ରଖିବେ , ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଲଭ୍ ମେଟ୍ ଙ୍କ ପାଇଁ ଦିନ ଅନୁକୁଳ ଅଛି , ପାର୍ଟନରଙ୍କୁ ମନର୍ କଥା ଖୋଲି କହିବେ ।

ସିଂହ ରାଶି ; ଦାମ୍ପତ୍ୟ ଜୀବନରେ ମଧୁରତା ବ୍ୟତିତ ହେବ , ଆପଣ ଭାବନାତ୍ମକ ରୁପରେ ଚିନ୍ତିତ ହୋଇପାରନ୍ତି , ଓ ଚିନ୍ତାର ସ୍ଥିତିରେ ଆସିପାରନ୍ତି । ସଂନ୍ଧ୍ୟା ସମୟରେ ଅଚାନକ ମିଳିଥିବା କିଛି ଭଲ ଖବର ପୁରା ପରିବାରକୁ ଉତ୍ସାହରେ ଭରିଦେବ , ଶାରରୀକ ଦୃଷ୍ଟିରୁ ସ୍ୱାସ୍ଥ୍ୟ ଆଜି ଫିଟ୍ ରହିବ , ବାହାର ଜିନିଷ ଖାଇବାରୁ ବଞ୍ଚନ୍ତୁ , କେଉଁ ଆବଶ୍ୟକ ବସ୍ତୁ ହଜିଯିବାର ଆଶଙ୍କା ଅଛି  କେସର ଓ ଚାଉଳ ଲାଲ ରଙ୍ଗର ରୋଲିରୁ ଭଗବାନ ସୁର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।

କନ୍ୟା ରାଶି : ଆଜି ବହୁତ ସମସ୍ୟାର ସମାଧାନ ହେବ , ଲଭ୍ ଲାଇଫ୍ ଶାନଦାର୍ ରହିବ , ଆପଣଙ୍କ ଗୁପ୍ତ ଶତ୍ରୁ ବିରୁଦ୍ଧରେ କାମ୍ କରିପାରନ୍ତି  ଓ ଆପଣଙ୍କ ଚିନ୍ତାର କାରଣ ହୋଇପାରନ୍ତି , ପ୍ରେମୀଙ୍କ ସହ ଅଧିକା ସମୟ ବିତାଇକରି ଭାବତ୍ମକ ରୁପରେ ଯୋଡି ହେବାର ପ୍ରୟାସ କରନ୍ତୁ , ଏହା ଦ୍ୱାରା ଆପଣଙ୍କ ଲଭ୍ ଲାଇଫ୍ ମଜବୁତ୍ ହେବ , ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ , ପାର୍ଟି ଓ ପିକନିକ୍ ର ଆନନ୍ଦ ପ୍ରାପ୍ତି ହେବ , ବ୍ରାହ୍ମଣଙ୍କୁ ଚାଉଳ ଦିଅନ୍ତୁ  , ପରିବାରରେ ଖୁସି ଆସିବ ।

ତୁଳା ରାଶି : ଆଜି ଆପଣଙ୍କ ପ୍ରେମ ଜୀବନରେ ବହୁତ ଅସୁବିଧା ଆସିପାରେ , କିନ୍ତୁ ଏଥିରେ କିଛି ଫରକ ପଡିବ ନାହିଁ , ଆଜି ଅତ୍ୟାଧିକ ଆଶାବାଦୀ ହୁଅନ୍ତୁ , ଓ ସତର୍କ ରହିବାର ପ୍ରୟାସ କରନ୍ତୁ , ଆପଣଙ୍କ ବ୍ୟବହାରରୁ ଆପଣଙ୍କୁ ମାନସମ୍ମାନ ମିଳିବ , ସ୍ଥାୟି ସଂମ୍ପତ୍ତି ବଡ ବଡ ଲାଭ ହେବାର ସଂମ୍ଭାବନା ଅଛି  ଯେଉଁ ଲୋକେ ପ୍ରୋପଟି ଡିଲର୍ ଅଛନ୍ତି ତାଙ୍କୁ ବହୁତ ଧନ ଲାଭ ହେବ , ଏହି ରାଶିର ମହିଳାଙ୍କୁ କେଉଁ ପାର୍ଟିର ନିଜ ଜ୍ୱେଲରି ପ୍ରତି ସତର୍କ ରହିବାକୁ ହେବ ।

ବିଛା ରାଶି : ସାମାଜିକ ଓ ଧାର୍ମିକ ସମାରୋହରେ ଭଲ ଦିନ ହେବ , କିଛି ଶତ୍ରୁ ଆଜି ଆପଣଙ୍କ ଉପରେ ହାବି ହୋଇପାରନ୍ତି , ଏହା ସବୁ ଚିନ୍ତିତ କରିପାରେ , ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଖୁସ୍ କରିବାରେ ଅବସର୍ ପାଇବେ , ଛୋଟ ମୋଟ ଯାତ୍ରାରେ କାର୍ଯ୍ୟକ୍ରମ ହୋଇପାରେ , ଆଜିର ଦିନ ଆପଣଙ୍କ ଉପଲ୍ଲବ୍ଧି ଭରା ରହିବ , ଛୋଟ ମୋଟ ଧନ ଲାଭ ହେବ  ଘରୋଇ ଖର୍ଚ୍ଚରେ ବ୍ୟୟ ହେବ , ଦୁରରୁ ଭଲ ଖବର ମିଳିବ ।

ଧନୁ ରାଶି : ଆଜିର ଦିନ ଆପଣଙ୍କ ପାଇଁ ସୁଖଦ ପରିଚୟ ଦେବ , ଆଜି ନିଜ ସ୍ୱାସ୍ଥ୍ୟରଆନନ୍ଦ ନେବେ , ଆପଣଙ୍କ ଆତ୍ମବିଶ୍ୱାସ ବହୁତ ବଢିଯିବ , ଯେଉଁ ଲୋକ ଲମ୍ବା ସମୟରୁ କେଉଁ ରିଲେସନସିପ୍ ରେ ଅଛନ୍ତି , ତାଙ୍କର୍ ବିବାହ କଥା ହୋଇପାରେ , ଅପେକ୍ଷିତ୍ କାର୍ଯ୍ୟରେ ବିଳମ୍ବ ହେବ , ଆଘାତ୍ ଓ ଦୁର୍ଘଟଣାରୁ ଶାରରୀକ ହାନି ହେବାର ଚିନ୍ତା ହେବ , ଘରର୍ ମନ୍ଦିରରେ ଘିଅର ଦିପ ଲଗାନ୍ତୁ , ମନୋକାମନା ପୁରା ହେବ ।

ମକର ରାଶି : ଆଜିର ଦିନ ବେପାରରେ ପ୍ରତିଯୋଗିତା ବଢାଇବ , ଆଜି ଯାହା ବି କରିବେ , ସକରାତ୍ମକ ହୋଇକରି କରନ୍ତୁ , ବିଜନେସ୍ ରେ ଆପଣଙ୍କୁ ଖୁସିଖବର ମିଳିପାରେ , ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଗମ୍ଭୀର ଚିନ୍ତା କାରଣ ହୋଇପାରେ , ଯାହା ଆପଣଙ୍କ ଚାହୁଁଛନ୍ତି ତାହା କେବେ କୁହନ୍ତୁ ନାହିଁ  କେଉଁ ବିବାଦରେ ନିଜ ପକ୍ଷ ମଜବୁତ୍ ରଖନ୍ତୁ ,ଧର୍ମ କର୍ମରେ ରୁଚି ବଢିବ , ପଲିଟିକ୍ସରେ ନିଜ କାର୍ଯ୍ୟରେ ଉଚ୍ଚ ନେତାଙ୍କୁ ଖୁସି କରିବେ , କାରୋବାରରେ ଲାଭ କ୍ଷତି ହୋଇପାରେ ।

କୁମ୍ଭ ରାଶି : ଧନର ଆଗମନ ହେବ , ନିଜ ବନ୍ଧୁ ଓ ପରିବାରର ସହଯୋଗରେ ନୁଆ ଆତ୍ମବିଶ୍ୱାସ ଓ ରୋମାଞ୍ଚରେ ଭରି ରହିବ , ବିତ୍ତିୟ ମାମଲାରେ ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ  ପ୍ରବାସରେ  ଆଜି ସଂମ୍ଭବ ହେବ ତ ମନା କରିଦିଅନ୍ତୁ , ଆର୍ଥିକ ଉନ୍ନତି ପାଇଁ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତ ହେବ , ଦରକାରି ଲୋକଙ୍କୁ କପଡା ଦାନ କରନ୍ତୁ , ପରିସ୍ଥିତି ଅନୁକୁଳ ରହିବ , ଲଭ୍ ଲାଇଫ୍ ଶାନଦାର୍ ରହିବ ।

ମୀନ ରାଶି : ଆଜି ଚାକିରିରେ କାର୍ଯ୍ୟଭାର ବଢିବ , ଅଧ୍ୟୟନରେ ମନ ଲାଗିବ , ବେପାରରେ ଆପଣଙ୍କ ଆୟ ବଢିବ , ନିଜ ଅଧିକାରୀଙ୍କର ପୁର୍ଣ୍ଣ ସହଯୋଗ ମିଳିପାରିବ , ଜମିବାଡି ସଂବନ୍ଧିତ କାର୍ଯ୍ୟରେ ସଫଳତା ମିଳିବ , କାମର ସଂବନ୍ଧିତ ଯାତ୍ରା ଆସିପାରେ , ଯେଉଁଥିରେ ନୁଆ ରାସ୍ତା ଖୋଲିବ , ଛୋଟ ଛୋଟ୍ କଥାକୁ ଚିନ୍ତା ଲାଗିବ , ସ୍ୱାସ୍ଥ୍ୟ କଷ୍ଟ ସଂମ୍ଭବ ହେବ , ନିଜ ପ୍ରତିଭା ଦେଖାଇବାପାଇଁ ବଡ ମଉକା ପାଇବେ ।

Leave a Reply

Your email address will not be published. Required fields are marked *