May 17, 2024

Odia Express

News For Public

ଦୁନିଆର 3 ଜଣ ମହାପୁରୁଷଙ୍କ ଦ୍ଵାରା କରାଯାଇଥିବା ଦୁନିଆର ଅନ୍ତର ଭବିଷ୍ୟବାଣୀ – ଦେଖନ୍ତୁ କିଏ କଣ କହିଥିଲେ..

1 min read

ଭବିଷ୍ୟବାଣୀ କଣ ଅଟେ? କୌଣସି ଘଟଣା ବିଷୟରେ ପୂର୍ବରୁ ଜଣେଇବା ଯେ ଏହି ଘଟଣା ଘଟିବାକୁ ଯାଉଛି ତାହାକୁ ହିଁ ଭବିଷ୍ୟବାଣୀ କୁହାଯାଏ। ଭବିଷ୍ୟବାଣୀ କରିବା ବହୁତ ପୂର୍ବରୁ ଚାଲି ଆସୁଛି। କେହି ନା କେହି କୌଣସି ନା କୌଣସି ବିଷୟକୁ ନେଇ ଭବିଷ୍ୟବାଣୀ କରନ୍ତି। ସେମାନଙ୍କ ମଧ୍ୟରୁ କାହାର କଥା ସତ ହୁଏ କାହାର ହୁଏ ନାହିଁ । ଏକ ଏପରି ମଧ୍ୟ ଭବିଷ୍ୟବାଣୀ ଅଛି ଯାହାକୁ ନେଇ ସମସ୍ତେ ବହୁତ ଚିନ୍ତିତ ଏବଂ ଭୟଭୀତ ଅଛନ୍ତି ସେହି କଥା ହେଲାଏହି ଦୁନିଆର ଅନ୍ତ କୁ ନେଇ ବହୁତ ଫିଲ୍ମ ମଧ୍ୟ ବନାଯାଇଛି ଏବଂ ବହୁତ ପ୍ରଚଳିତ ମଧ୍ୟ ହୋଇଛି । ଦୁନିଆର କିଛି ମହାନ ଲୋକମାନଙ୍କ ଦ୍ଵାରା ମଧ୍ୟ ଦୁନିଆର ଅନ୍ତ କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଆସନ୍ତୁ ଜାଣିବା କିଏ ଅଟନ୍ତି ସେହି ଲୋକମାନେ ଯିଏ ଏହି ଭବିଷ୍ୟବାଣୀ କରିଛନ୍ତି ।

1 – ନିଉଟନଙ୍କ ଦ୍ଵାରା: ବିଶ୍ଵର ସବୁଠାରୁ ମହାନତମ ବୈଜ୍ଞାନିକ ମାନଙ୍କ ମଧ୍ୟରେ ନିଜର ନାମ ଯୋଡି ସାରିଥିବା ନିଉଟନଙ୍କ ବିଷୟରେ କିଏ ନଜାଣେ। ବିଜ୍ଞାନରେ ନିଉଟନଙ୍କର ଅନେକ ସିଦ୍ଧାନ୍ତ ରହିଛି ଯାହାଉପରେ ବିଜ୍ଞାନ କାର୍ଯ୍ୟ କରିଥାଏ। ନିଉଟନ କେବଳ ବିଜ୍ଞାନର ଆବିଷ୍କାରରେ ଆଗ୍ରହ ରଖିନଥିଲେ। ସେ ଧର୍ମକୁ ନେଇ ବାଲ୍ୟକାଳରୁ ହିଁ ବହୁତ ଜାଗ୍ରତ ଥିଲେ। ବାଇବେଲ ପଢିବାର ତାଙ୍କୁ ବହୁତ ଆଗ୍ରହ ଥିଲା। ସେ 1760ମସିହାରେ ଗୋଟିଏ ଲେଖାରେ ଏହା ଜଣେଇଥିଲେ ଯେ ରୋମାନ ସାମ୍ରାଜ୍ୟର 1260ବର୍ଷ ପରେ ଦୁନିଆର ଅନ୍ତ ହେବାର ପ୍ରାରମ୍ଭ ହୋଇଯିବ। ତାଙ୍କ ଅନୁଯାୟୀ 2060ରେ ଦୁନିଆର ଅନ୍ତ ହେବା ପ୍ରାରମ୍ଭ ହେବ ।

2 – ବାବା ବେଗା: ବାବା ବେଗା ଇତିହର୍ଷର ସେହି ନାମ ଅଟେ ଯିଏ ଯେତେ ଭବିଷ୍ୟବାଣୀ କରିଥିଲେ ସେସବୁ ସତ୍ୟ ହୋଇଛି। ସେ ବୁଲଗେରିଆର ନିବାସୀ ଅଟନ୍ତି । ସେ ଫ୍ରାନ୍ସଏ ହୋଇଥିବା ଆତଙ୍କି ଆକ୍ରମଣ ବିଷୟରେ ପୂର୍ବରୁ ହିଁ ଜଣେଇଦେଇଥିଲେ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ କଥା ସତ୍ୟ ହୋଇଛି । ସେ ଦୁନିଆର ଅନ୍ତର ଭବିଷ୍ୟବାଣୀ5079ରେ କରିଛନ୍ତି।dଉନିଅର ଅନ୍ତ ହେବା ପୂର୍ବର ଘଟଣାବଳୀ ବିଷୟରେ ମଧ୍ୟ ଜଣେଇଛନ୍ତି। ସେ କହିଛନ୍ତି ଯେ ବୈଜ୍ଞାନିକ ନିଜର ସୂର୍ଯ୍ୟ ବନେଇନେବେ ଏବଂ ଏହାର 300ବର୍ଷ ପରେ ସେ ଅନ୍ୟ ଗ୍ରହ ଅର୍ଥାତ ଏଲିଆନଙ୍କୁ ସାକ୍ଷାତ କରିବେ । 3004ରେ ମଙ୍ଗଳ ଗ୍ରହରେ ଏକ ବହୁତ ବଡ ମାନବ ଯୁଦ୍ଧ ହେବ ଏବଂ ଦୁନିଆ ଶେଷ ହୋଇଯିବ ।

3 – ଲିୟନାର୍ଡୋ-ଦ-ଭିନ୍ସି: ଲିୟନାର୍ଡୋ-ଦ-ଭିନ୍ସି ଦୁନିଆର ଜଣେ ଦାର୍ଶନିକ ବୈଜ୍ଞାନିକ ଥିଲେ ତାଙ୍କ ଦ୍ଵାରା ମଧ୍ୟ ଦୁନିଆର ଅନ୍ତ ବିଷୟରେ ଭବିଷ୍ୟବାଣୀ କରାଯାଇଛି। ତାଙ୍କର କହିବା ଥିଲା ଯେ ଦୁନିଆର ଅନ୍ତ ଏକ ତୋଫାନ ଜରିଆରେ ହେବ ଏବଂ ସେହି ତୋଫାନ 21ମାର୍ଚ 4006ରେ ଆସିବ ଏବଂ 18ନଭେମ୍ବର 4006ପର୍ଯ୍ୟନ୍ତ ଚାଲିବ ଏବଂ ସାରା ଦୁନିଆ ଏହା କବଳରେ ଆସିବ ଯାହାଦ୍ଵାରା ଦୁନିଆର ଅନ୍ତ ହେଇଯିବ ।

Leave a Reply

Your email address will not be published. Required fields are marked *