April 30, 2024

Odia Express

News For Public

ସାଧାରଣଜ୍ଞାନ ପ୍ରଶ୍ନ : ଭାରତୀୟ ନୋଟ ଉପରେ କେତେ ପ୍ରକାର ଭାଷା ଲେଖାହୋଇଥାଏ ? କେବଳ ବୁଦ୍ଧିମାନ ଲୋକ ଉତ୍ତର ଦେଇ ପାରିବେ

1 min read

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।କୌଣସି ବି ପ୍ରତିଯୋଗିତା ପରୀକ୍ଷାରେ ସାଧାରଣଜ୍ଞାନ ପ୍ରଶ୍ନ ପଚରାଯାଇଥାଏ।ସେଥିରେ କିଛି ଏପରି ପ୍ରଶ୍ନ ଥାଏ ଯାହାର ଉତ୍ତର ବହୁତ କଷ୍ଟ ହୋଇଥାଏ ଏହାର ଉତ୍ତର ସମସ୍ତେ ଦେଇପାରି ନଥାନ୍ତି।ସାଧାରଣଜ୍ଞାନ ପ୍ରଶ୍ନ ପ୍ରାୟ ସବୁ ଏନଟ୍ରାନ୍ସ ପରୀକ୍ଷାରେ ସାଧାରଣଜ୍ଞାନ ପ୍ରଶ୍ନ କୁ ଅଧିକ ଗୁରୁତ୍ୱ ଦିଆଯାଉଛି।ଏଥିପାଇଁ ଆମକୁବି ଏହା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ।ଅଧିକରୁ ଅଧିକ ସାଧାରଣଜ୍ଞାନ ଜ୍ଞାନ ହାସଲ କରିବାକୁ ହେବ।ସେଥିପାଇଁ ଆଜି ଆମେ କିଛି ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର ଆପଣଙ୍କ ପାଇଁ ନେଇକି ଆସନ୍ତୁ ଏହାକୁ ଭଲସେ ପଢନ୍ତୁ ଯାହା ଆପଣଙ୍କ ଅନେକ କାମରେ ଆସିବ।

୧. କେଉଁ ପ୍ରାଣୀ ଆଦୌ ଶୁଏ ନାହିଁ?


ଉତ୍ତର:- ମାଛ

୨.ମଣିଷ କେତେଥର ଦିନକୁ ପ୍ରାୟ ପ୍ରଶ୍ୱାସ ବାୟୁ ନିଏ?
ଉତ୍ତର:- ୨୨ ହଜାର ଥର।

ପ୍ରଶ୍ନ୩-ଶ୍ରେଷ୍ଟ ଖେଳାଳି ଏସିଆର ଓ ଶ୍ରେଷ୍ଟ ଫୁଟବଲ ଖେଳାଳି ବିଶ୍ୱର , ହେଲମ୍ସ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ କେଉଁ ଖେଳାଳି?

ଉତ୍ତର-କେ ଡ଼ି ସିଂହ ବାବୁ (ଅଧିନାୟକ୧୯୫୨) (ପୁରସ୍କାର ୧୯୫୩)

ପ୍ରଶ୍ନ୪-ଭିକ୍ଟୋରିଆ ଫ୍ରାନ୍ସ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ?

ଉତ୍ତର-ଖୁଦା ଦାଦ ଖାନ।

ପ୍ରଶ୍ନ୫-ସ୍ବାଧୀନତା ପରେ ଭାରତୀୟ ସୈନିକ ପ୍ରଥମ କମାଣ୍ଡର-ଇନ -ଚିଫ କିଏ ଥିଲେ ?

ଉତ୍ତର-ରାୟ ବୁସର ।

ପ୍ରଶ୍ନ୬-କେଉଁ ଅଲମ୍ପିକ ଖେଳରେ ପ୍ରଥମ ସ୍ଥାନ ପାଇଥିବା ବିଜେତାଙ୍କୁ ସୁନା ପଦକ ଦିଆଯାଇନଥିଲା ?

ଉତ୍ତର-୧୯୮୬ ଅଲମ୍ପିକ, ଏହା ପ୍ରଥମ ଅଲମ୍ପିକ ଥିବାରୁ ଏଥିରେ କେବଳ ରୁପା ଓ ବ୍ରୋଞ୍ଜ ପଦକ ଦିଆଯାଇଥିଲା।

ପ୍ରଶ୍ନ୭-ଶରୀରର କେଉଁ ଅଙ୍ଗ ରାତିରେ ବଡ଼ ହୋଇଯାଇଥାଏ।?

ଉତ୍ତର-ଆଖି ପରଦା ରାତିରେ ବଡ଼ ହୋଇଯାଇଥାଏ।

ପ୍ରଶ୍ନ୮-ବିଶ୍ୱରେ ସମୁଦାୟ କେତେ ଦେଶ ଅଛି ?

ଉତ୍ତର-୧୯୫ ଦେଶ ଅଧିକାର ପ୍ରାପ୍ତ ଅଛି ଓ ଅଧିକାର ପ୍ରାପ୍ତ ପାଇନଥିବା ମିଶି ମୋଟ ୨୪୫ ଦେଶ ଅଛି।

ପ୍ରଶ୍ନ୯-ପ୍ରଶ୍ନ:ଭାରତୀୟ ନୋଟ ଉପରେ କେତେ ପ୍ରକାର ଭାଷା ଲେଖାହୋଇଥାଏ ?

ଉତ୍ତର-୧୭ ଭାଷା

ପ୍ରଶ୍ନ୧୦-ଦାଦା ସାହେବ ଫଲକେ ପୁରସ୍କାର କେବେ ପ୍ରଥମେ ଆରମ୍ଭ ହୋଇଥିଲା ଓ କାହାକୁ ଦିଆଯାଇଥିଲା।?

ଉତ୍ତର-୧୯୬୯ ରେ ଆରମ୍ଭ ହୋଇଥିଲା ଓ ପ୍ରଥମେ ପ୍ରସିଦ୍ଧ ଅଭିନେତ୍ରୀ ଦେବିକା ରାଣୀ ଙ୍କୁ ଦିଆଯାଇଥିଲା।

ପ୍ରଶ୍ନ୧୧-ଗାୟତ୍ରୀ ମନ୍ତ୍ର କେଉଁ ଗ୍ରନ୍ଥ ରୁ ଆସିଛି?

ଉତ୍ତର-ଋକବେଦରୁ।

ପ୍ରଶ୍ନ୧୨-ରାଷ୍ଟ୍ରୀୟ ବିଜ୍ଞାନ ଦିବସ କେଉଁ ଦିନ ପାଳନ କରାଯାଏ?

ଉତ୍ତର-୨୮ ଫେବୁଆରୀ।

Leave a Reply

Your email address will not be published. Required fields are marked *