May 18, 2024

Odia Express

News For Public

ଆଜିର ସବୁଠୁ ମଜାଦାର୍ ଜୋକ୍ସ: ସାନ୍ତା ବିଜୁଳି ବିଭାଗରେ ଜବ୍ କରିବାକୁ ଇଣ୍ଟରଭ୍ୟୁ ଦେବାକୁ ଗଲା, ତାପରେ ଲାଇନ କାଟିବ ପରେ କଣ କରାଯିବ ପଚାରିବାରୁ କହିଲେ ଏପରି ଯେ ହସି ହସି ବେଦମ ହେବେ..

1 min read

ଏହି ଦୁନିଆଁରେ ଆସିଛନ୍ତି ତ ହସି ଖେଳି ବଞ୍ଚିବାକୁ ହେବ , ଅଧିକା ଟେନସନ୍ ନେଲେ କଣ ହେବାର ଅହି, ସବୁବେଳେ ମସ୍ତ ରୁହ ଖୁସ୍ ରୁହ, ଓ ଜୀବନର ସବୁ ମୁହୁର୍ତ୍ତର ମଜାନିଅ, ସୁଖ ଓ ଦୁଃଖ ଜୀବନରେ ଆସିଥାଏ, ଏମିତିରେ ଆପଣଙ୍କୁ ନିଜ ଦୁଃଖକୁ ଗଳାରେ ଲଗାଇ ରଖିବାର ନାହିଁ । ଯେତେ ହୋଇପାରିବ ଟେନସନ୍ ଫ୍ରୀ ରହିବାକୁ ଚେଷ୍ଟା କରନ୍ତୁ , ଆପଣଙ୍କୁ ଏହି କାମରେ ଜୋକ୍ସ ସାହାଯ୍ୟ କରିବ,  ଆପଣ ଚାହିଁଲେ ଯେତେ ବି ଟେନସନ୍ ରୁହନ୍ତୁ, ଏକ ଭଲ ମଜାଦାର୍ ଜୋକ୍ସ ଚେହେରାରେ ହସ ଫେରାଇଦିଏ , ଖାଲି ଏହି କଥାକୁ ଧ୍ୟାନରେ ରଖି ସବୁଦିନ ଆମେ କିଛି ବଛାବଛା ଜୋକ୍ସ ନେଇକରି ଆସୁଛୁ, ତେବେ ଆସନ୍ତୁ ବିନା ସମୟ ଅତିବାହିତ କରି ଏହି ମଜାଦାର୍ ଚୁଟକୁଲା ବିଷୟରେ ଜାଣିବା ।

୧)ମହିଳା- ଡାକ୍ତର୍ ସାହେବ ଇଏ ମୋତେ ସବୁଦିନ ରାତିରେ ଶୋଇବାବେଳେ ମୋର ନାଁ ନେଇ ନେଇକରି ଡକାଉଛନ୍ତି ପ୍ଲିଜ୍ କିଛି ଏମିତି ମେଡିସିନ୍ ଦିଅ ଯାହା ଦ୍ୱାରା ସେ ଏମିତି କରିବେ ନାହିଁ,  ଡାକ୍ତର – ଆପଣ ବହୁତ ଭାଗ୍ୟବାନ୍ ଅଟନ୍ତି , ଯଦି ଆପଣଙ୍କୁ ଇଏ ରାତି ସାରା ନିଦରେ ଆପଣଙ୍କ ନାଁ ନେଇଛନ୍ତି ତେବେ ଭାବନ୍ତୁ କେତେ ଭଲ ପାଉଛନ୍ତି , ମହିଳା- ଡାତର ସାହେବ ଏହି କଥା ମୁଁ ତ ଜାଣିଛି, ସେ ମୋତେ ବହୁତ ଭଲ ପାଆନ୍ତି, କିନ୍ତୁ ଡାକ୍ତର ସାହେବ ଆପଣ ଆମର ଅସୁବିଧାକୁ ବୁଝିବାକୁ ଚେଷ୍ଟା କରନ୍ତୁ । କାଲି ତାଙ୍କ ସ୍ତ୍ରୀ ବାପଘରୁ ଆସୁଛନ୍ତି ଯେ ।

୨) ଥରେ ପପୁ ବ୍ୟାଙ୍କ୍ ମ୍ୟାନେଜରକୁ କହିଲା- ମ୍ୟାନେଜର୍ ସାହେବ , ମୋତେ ଲୋନ୍ ଦିଅନ୍ତୁ, ବ୍ୟାଙ୍କ୍ ମ୍ୟାନେଜର୍ – ବ୍ୟାଙ୍କ୍ ଖାତା ହେ , ପପୁ- ଏବେ ତ ଘରେ ଖାଉଛି, ଯଦି ଲୋନ୍ ଦେବେ ତେବେ ବ୍ୟାଙ୍କ୍ ରେ ବି ଖାଇନେବି, ବ୍ୟାଙ୍କ୍ ମ୍ୟାନେଜର୍ ଏହାପରେ ବେହୋସ୍ ।

୩) ଅଧ୍ୟାପକ- ଛୁଆ ତୁମମାନଙ୍କ ମଧ୍ୟରୁ ସ୍ୱର୍ଗ କିଏ ଯିବ ? ସବୁ ହାତ ଠିଆ କରିଦେଲେ,  କେବଳ ଗୋଟେ ଛୋଟ ଝିଅ ଠିଆ କଲାନି, ଅଧ୍ୟାପକ- ତୁମେ କଣ ଯିବାକୁ ଚାହୁଁନ, ଝିଅ-ମା କହିଛନ୍ତି ସ୍କୁଲ୍ ରୁ ସିଧା ଘରକୁ ନଆସିଲେ ତୋରଗୋଡ ଭାଙ୍ଗିଦେବି

୪) ଛୁଆ- ମା ଗାନ୍ଧିଜୀଙ୍କ ମୁଣ୍ତରେ ବାଲ କଣ ପାଇଁନଥିଲା ? ମା- କାରଣ ସେ ବାପା କେବଳ ସତ୍ୟ କହୁଥିଲେ , ଛୁଆ_ ଆଚ୍ଛା ଏବେ ବୁଝିପାରିଲି ତୁମମାନଙ୍କ ମୁଣ୍ତରେ ବାଳ କଣ ପାଇଁ ଅଛି ।

୫) ସାନ୍ତା- ୟୁଏସ୍ ବୁଲିବାକୁ ଗଲା,  ସେଠାରେ ଏକ ବିଲଡିଙ୍ଗ୍ ରେ ନିଆଁ ଲାଗିଗଲା ସାନ୍ତା ଫାୟାର୍ ବ୍ରିଗେଡ୍ କୁ- ତୁମେ ଲୋକଙ୍କୁ ତଳକୁ ପକାଅ ମୁଁ ଧରିନେବି, ପ୍ରଥମେ ଗୋଟେ ପୁଅ ଆସିଲା, ତାପରେ ଗୋଟେ ଝିଅ, ତାପରେ ଜଣେ ବ୍ୟକ୍ତି ତାପରେ ଏକ ମହିଳା, ତାପରେ ଏକ ଆଫ୍ରିକୀୟ ଲୋକ ଆସିଲା ତ ସାନ୍ତା ଛାଡିଦେଲା ଓ କହିଲା ଆବେ ଶଳା ଯିଏ ଜଳିଯାଈଛି ତାକୁ ପକାଅ ନାହିଁ ।

୬) ସାନ୍ତା ପହଲିବାନକୁ ତୁମେ ଗୋଟେ ଥରରେ କେତେ ବ୍ୟକ୍ତିଙ୍କୁ ଉଠାଇପାରିବ ? ପହଲିବାନ୍-୫ ଜଣଙ୍କୁ, ସାନ୍ତା- ଖାଲି ଏତିକି ତୁମ ଠାରୁ ଭଲ ଆମ ଗଞ୍ଜା ଅଟେ, ଯିଏ ସକାଳୁ ପୁରା ମହୋଲ୍ଲାକୁ ଉଠାଇଦେଉଛି ।

୭) ଅଧ୍ୟାପକ ଶ୍ରେଣୀଗୃହରେ ଚିଣ୍ଟୁକୁ ପଚାରନ୍ତି, ସମୁଦ୍ରରେ ଲେମ୍ବୁର ଗଛ ଥିଲେ, ତୁମେ ଲେମ୍ବୁ କିପରି ଛିଡାଇବ? ଚିଣ୍ଟ୍- ଚଢେଇ ହୋଇ, ଅଧ୍ୟାପକ- ତୋତେ ଚଢେଇ ତୋର ବାପା ବନାଇବ ବୋଧେ ? ଚିଣ୍ଟୁ- ସମୁଦ୍ରରେ ଗଛ ଆପଣଙ୍କ ବାପା ଲଗାଇବେ ବୋଧେ ?

୮) ଝିଅଟି କୁର୍ତ୍ତି ସିଲାଇକରିବାକୁ ଟେଲର୍ ପାଖକୁ ଗଲା,  ଟେଲରକୁ କହିଲା- ଭାଇ କୁର୍ତ୍ତିର ବାଜୁ ନେଟ୍ ବାଲା ଲଗାଇବ , ଟେଲର୍- ମ୍ୟାଡାମ୍- ୨ଜି କିମ୍ବା ୩ ଜି ନା ଜିଓ ୪ଜି?

୯) ସ୍ତ୍ରୀ ଆରେ ଶୁଣୁଛ? ଉପରେ ବ୍ୟାଗ୍ ଅଛି ବାହାର କରିଦେବ , ମୋର ହାତ ଛୋଟ ଅଛି, ସ୍ୱାମୀ- ତ ତୁମ ଜବାନ୍ ଟ୍ରାଇ କର ନା? ସ୍ୱାମୀ-ଏବେ ଆଇସିୟୁରେ ଅଛି ।

୧୦) ସାନ୍ତା ୟୁପିର ବିଜୁଳି ବିଭାଗରେ ଲାଇନମ୍ୟାନ୍ ପଦ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଗଲା, ସେଠାରେ ପ୍ରଶ୍ନ ଆସିଲା କି – ଯଦି ସହରରର ବିଜୁଳି ଅଚାନକ କଟିଯାଏ ତେବେ କଣ ବନ୍ଦ କରିବ ? ସାନ୍ତା- ଇନକ୍ୱାରୀ କରୁଥିବା ଫୋନ୍ , ତାପରେ ସାନ୍ତାର ଇଣ୍ଟରଭ୍ୟୁରେ ସିଲେକ୍ସନ୍ ହୋଇଗଲା ।

Leave a Reply

Your email address will not be published. Required fields are marked *