April 28, 2024

Odia Express

News For Public

କଣ କାରଣ ଅଟେ ଯାହା ଭଗବାନ ଶ୍ରୀକୃଷ୍ଣ ଏହି ଛୋଟ ଜିନିଷକୁ ସବୁବେଳେ ଦେଲେ ଏତେ ମହତ୍ତ୍ୱ

ଏହା କହିବା ଦରକାର ପଡେନି କି ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା କେତେ ଅଧିକା ମନୋମୋହକ ହୋଇଥାଏ , ଶ୍ରୀକୃଷ୍ଣ ନିଜ ଯେତେ ବି ଲୀଳାରୁ ନାନାପ୍ରକାରର ଅସଂମ୍ଭବ କାର୍ଯ୍ୟ କରନ୍ତି , ତଥା କରାଇଥାନ୍ତି , କିନ୍ତୁ ଆପଣ ଧ୍ୟାନ ଦେଇଥିବେ କି ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ସବୁବେଳେ ତାଙ୍କ ପ୍ରିୟ ବସ୍ତୁ ରହିଥାଏ , ଯାହାକୁ ସେ ନିଜ ପ୍ରାଣରୁ ଅଧିକା ଭଲ ପାଆନ୍ତି, ତାଙ୍କର ବଂଇଶୀକୁ ଶୁଣିକରି ମଣିଷ କଣ ପଶୁ ପକ୍ଷୀ ବି ମୋହିତ ହୋଇଯାଆନ୍ତି , ବୋଧେ ଏହି କଥାର ଅନ୍ଦାଜା ନଥିବ କି ଭଗବାନ ଶ୍ରୀକୃଷ୍ଣଙ୍କୁ ବଂଇଶିରେ ଜୀବନର ସବୁ ରହସ୍ୟ ଲୁଚି ରହିଛି, ତାଙ୍କର ବଂଇଶିରେ ଆମକୁ ସବୁବେଳେ କେତେ କହନ୍ତି ମଣିଷର ଆଚରଣ କିପରି ରହିବା ଉଚିତ୍ । ଆପଣଙ୍କୁ କହିଦେବୁ କି ଏ ସବୁ ଗୁଣର କାରଣରୁ ଏକ ଛୋଟ ବଂଇଶି ଭଗବାନ ଶ୍ରୀକୃଷ୍ଣଙ୍କୁ ବହୁତ ପ୍ରିୟ ଥିଲା , ଆଜି ଆମେ ଆପଣଙ୍କୁ ତାଙ୍କର ବଇଁଶି ସଂବନ୍ଧିତ କିଛି କଥା କହିବାକୁ ଯାଉଛୁ, ଯାହା ନିଶ୍ଚିତ ଭାବରେ ଆପଣଙ୍କ ଜୀବନରେ କେଉଁଠି ନା କେଉଁଠି କିଛି ଶିକ୍ଷା ଦେଇଥାଏ , ଓ କିଛି ବହୁତ ମୁଲ୍ୟବାନ ସନ୍ଦେଶ ବି

ଏମିତି ଥିଲା ଥରେ ଶ୍ରୀକୃଷ୍ଣ ଯମୁନା ନଦୀର ତଟରେ ବଂଇଶି ବଜାଉଥିଲେ , ତାଙ୍କର ବଂଇଶୀର ମଧୁର ଶବ୍ଦ ଶୁଣିକରି ତାଙ୍କ ପାଖପାଖରେ କିଛି ଗୋପି ଆସିଗଲେ , ଓ ମଉକା ପାଇକରି ଧୀରେ ଶ୍ରୀକୃଷ୍ଣ ନିଜ ବଂଶୀ ଲୁଚାଇଦେଲେ , ପରେ ଗୋପିମାନେ ବଂଶୀରୁ ପଚାରିଲେ ତୁମେ ପୁର୍ବଜନ୍ମରେ ଏମିତି କଣ ପୁଣ୍ୟ କାମ କରିଥିଲ ଯାହାକି ତୁମେ କେଶବର ଗୋଲାପ ପାଖୁଡିପରି ଓଠରେ ଲଗାତାର ସ୍ପର୍ଶ କରୁଛ ? ଏତିକି ଶୁଣି ପ୍ରଥମେ ବଂଶୀ ହାଲକା ସ୍ମିତ ହାସ୍ୟ ଦେଲା ଓ କହିଲା କି ମୁଁ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଆସିବାପାଇଁ ବହୁତ ଜନ୍ମରୁ ପ୍ରତୀକ୍ଷା କରିଥିଲି,  ବଂଶୀ କହିଲା କି ଯେବେ ତ୍ରେତାଯୁଗରେ ଭଗବାନ ଶ୍ରୀରାମ ବନବାସ କାଟୁଥିଲେ , ତେବେ ସେହି ସମୟରେ ମୋର ସାକ୍ଷାତ ତାଙ୍କ ସହ ହୋଇଥିଲା

ତେବେ ତାଙ୍କ ଚାରିପଟେ ଢେରସାର ମନମୋହକ ପୁଷ୍ପ ଓ ଫଳ ଥିଲା , ସେ ଆଗକୁ ଆସି କହିଲେ କି ସେ ପୁଷ୍ପର ତୁଳନାରେ ମୋତେ ଏମିତି କିଛି ବିଶେଷ ଗୁଣ ନଥିଲା , କିନ୍ତୁ ଭଗବାନ ଶ୍ରୀରାମ ମୋତେ ଅନ୍ୟ ଗଛର ବରାବର ମହତ୍ତ୍ୱ ଦେଲେ , ଓ ସେହି ସମୟରେ ତାଙ୍କର କୋମଳ ଚରଣର ସ୍ପର୍ଶ ପାଇକରି ମୋତେ ବହୁତ ହିଁ ପ୍ରେମ ଅନୁଭବ ହେଉଥିଲା , ସେହି ସମୟରେ ମୋର କଠୋରତା ବିଲକୁଲ୍ ଚିନ୍ତା ନକରିନଥିଲି, ମୋତେ ପ୍ରଥମଥର ନିଜ ସଂପୁର୍ଣ୍ଣ ଜୀବନରେ କାହାକୁ ଏତେ ପ୍ରେମର ସ୍ୱୀକାର କରିନଥିଲେ , ଓ ସେହି ସମୟରେ ମୁଁ ଏହା ତୟ କରିନେଲି କି ଏବେ ଯାହା ବି ଅଛି ମୁଁ ତାଙ୍କ ଜୀବନସାରା ତାଙ୍କ ସହ ରହିବି ।

କାରଣ ସେ ଯୁଗରେ ଶ୍ରୀରାମ ମର୍ଯ୍ୟାଦାର ବନ୍ଧନରେ ବାନ୍ଧିହୋଇଥିଲେ,  ସେ ମୋତେ ଦ୍ୱାପର ଯୁଗରେ ନିଜ ସହ ରଖିବାର ବଚନ ରଖିଲେ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମରୁ ହିଁ ତାଙ୍କ ସହ ଅଛି, ଓ ଅନ୍ତ ଯାଏଁ ରହିବି, ସଦା ତାଙ୍କର୍ ଓଠର ପାଖରେ ଓ ହୃଦୟର ପାଖରେ , ତେବେ ଠାରୁ ଯେବେ ବି ବଇଁଶୀ ବାଜେ ତେବେ ମଧୁର ବାଜିଥାଏ,  ଓ ଏହି ପରି ବଂଇଶି ଆମେ ସମସ୍ତଙ୍କୁ ଏକ ସନ୍ଦେଶ ବି ଦେଉଛୁ , ଯେବେ କାହାକୁ କଥା ହେବ ମଧୁରତା ରଖିବ

Leave a Reply

Your email address will not be published. Required fields are marked *