May 15, 2024

Odia Express

News For Public

ଯେତେବେଳେ ମନ ହାରିବାକୁ ଲାଗେ ଓ ହିମ୍ମତ ଭାଙ୍ଗିବାକୁ ଲାଗେ ସେତେବେଳେ ଏହି କିଛି କଥା ଶୁଣିରଖନ୍ତୁ ଶ୍ରୀକୃଷ୍ଣଙ୍କର..

ଯେତେବେଳେ ଆମ ଜୀବନରେ ସମସ୍ତ ସମସ୍ୟା ଆସି ଶେଷ ଅବସ୍ଥାରେ ଆସି ପହଂଚିଯାଏ।ସେତେବେଳେ ତାହା ଏକ ଭୀଷଣ ବଡ ସମସ୍ୟା ଆକାରରେ ପ୍ରତିଭାତ ହୁଏ ଆମ ସାମ୍ନାରେ।ସେହି ସମୟରେ ବୋହୁ ଲୋକ ମନେ ଭୟଭୀତ ହେଇଯାନ୍ତି।ଯାହା ଫଳରେ ସେମାନେ ନିଜ ଜୀବନ ଯୁଦ୍ଧରେ ହରିଯାନ୍ତି।ଯେଉଁ ଲୋକ ମନେ ଏହାକୁ ଦୃଢ ଆକାରରେ ସାମ୍ନା କରନ୍ତି ସେମାନେ ଜୀବନ ଯୁଦ୍ଧରେ ବହୁତ ଆଗକୁ ବଢ଼ିଥାନ୍ତି।ଆପଣତ ବରଗଛ କୁ ଦେଖିଥିବେ ବହୁତ ସମୟରେ ସେମାନେ ପତ୍ରଝଡ ଦେଇଥାନ୍ତି।ଏହାପରେ ମଧ୍ୟ ସେମାନେ କେବେ ଭାଙ୍ଗିଯାଇନଥାନ୍ତି।ସେମାନେ ଦୃଢ ଭାବେ ଛିଡା ହୋଇଥାନ୍ତି।ବହୁତ ଝଡ ପବନରେ ସେ ସେମିତି ଛିଡା ହୋଇଥାଏ ଦୃଢ ଭାବରେ।ଅନ୍ୟ ଗଛକୁ ବି ଆପଣମନେ ଦେଖିଥିବେ ଯିଏ କି ନିଜେ ପଙ୍କ ରେ ରହି ପତ୍ରଝଡା ଦେଇ ଦୃଢ ଭାବରେ ଛିଡ଼ାହୋଇଛନ୍ତି।ଏହିପରି ଭାବେ ମାନବମନେ ମଧ୍ୟ ଯାହାର ମୂଳଦୁଆ ଯେତେ ପରିମାଣରେ ଦୃଢ ହୋଇଥାଏ।ସେହି ମାନବ ସେତେ ପରିମାଣ ରେ ନିଜ କଷ୍ଟମୟ ଜୀବନକୁ ଦୃଢ ଭାବରେ ସାମ୍ନା କରେ।

ମାନବ ଜୀବନରେ ମିତ୍ର ଓ ଶତ୍ରୁ ଏହି ୨ଟି ଜିନିସ ବହୁତ ପ୍ରଭାବ ପକାଇଥାଏ।ଜୀବନର ଏହିପରି ମୁହୂର୍ତ୍ତ ନାହିଁ ଯୋଉ ସମୟରେ ଆମେ ଆମ ମିତ୍ର ସମ୍ପର୍କରେ ଭାବିନଥାନ୍ତି।ଏହିପରି ସମୟ ନାହିଁ ଯୋଉ ସମୟରେ ଆମେ ଆମ ନିଜ ଶତ୍ରୁର ଅମଙ୍ଗଳ ଭାବିନଥାନ୍ତି।ଯେତେକ ପ୍ରାଣୀ ସୃଷ୍ଟି ରେ ଅଛନ୍ତି ସମସ୍ତେ ନିଜ ଶତ୍ରୁ ର ଶାରୀରିକ ଠୁ ନେଇ ମାନସିକ ଯାଏ କଷ୍ଟ ଦେବାକୁ ଚାହାନ୍ତି।ତ ମୁ ଆଜି ଆପଣଙ୍କୁ ଏକ ମନ୍ତ୍ର କହିବ ଯାହାଦ୍ୱାରା ଆପଣ ସବୁଦିନ ପାଇଁ ନିଜ ଶତ୍ରୁକୁ ଲିପ୍ତ କରିପାରନ୍ତି।ଏହାର ଅର୍ଥାତ ହଉଛି ଆପଣ ନିଜର ଯେତେ ଶତ୍ରୁ ଅଛନ୍ତି ଆପଣ ତାଙ୍କୁ ମିତ୍ର କରିଦିଅନ୍ତୁ।ଯାହାଫଳରେ ଆପଣଙ୍କର କୌଣସି ଶତ୍ରୁ ରହିବେ ନାହିଁ।

ଆପଣ ବହୁତ ସମୟରେ କିଛି ଗଛ କୁ ମୂଳରୁ ଉପଡିଦିଆନ୍ତି।ଏହା କଣ ପାଇଁ କରନ୍ତି।ଏହା କରିବା ଦ୍ୱାରା ବହୁତ ବଡ ଅପରାଧ ହୋଇଥାଏ।କିଛି ସମୟରେ ଏହି ଛୋଟ ଅପରାଧ ବହୁତ କ୍ଷତି କରାଇଥାଏ।ତ ଏହା ଆପଣ କଣ ପାଇଁ କରନ୍ତି ତାହା ମୁ ଆପଣଙ୍କୁ କହିବାକୁ ଯାଉଛି।ଯେତେବେଳେ ନୂଆ ମହଲ କରିବାକୁ ଆମେ ଯାଉ ପୁରୁଣା ମହଲକୁ ଭାଙ୍ଗିବାକୁ ହୁଏ ,ଜୀବନରେ ସୁଖସମୃଦ୍ଧି ଆଣିବାକୁ ହେଲେ ଜୀବନରେ କ୍ରାନ୍ତି ଆଣିବାକୁ ପଡେ।

ଏହିପରି ଭାବରେ ଯଦି ବୃକ୍ଷର ବଢ଼ିବାରେ କିଛି ଅସୁବିଧା ହୁଏ ଏହା ଦ୍ୱାରା ଅନ୍ୟ ବହୁତ ଗଛକୁ ବଢ଼ିବାରେ ଅସୁବିଧା ହୁଏ ତାହେଲେ ସେହି ଗଛକୁ ମୂଳରୁ ଉପଡିଦେବା ଠିକ ରହିଥାଏ।ଯୁଦ୍ଧ କରିବା ପାପ ନୁହଁ କିନ୍ତୁ କିଛି ସମୟରେ ଶାନ୍ତି ରଖିବାପାଇ ଯୁଦ୍ଧ କରିବାକୁ ପଡିଥାଏ।

ସଂସାରରେ ସବୁଠାରୁ ଶ୍ରେଷ୍ଠ କଣ।ଫୁଲ ନ କଣ୍ଟା,ପ୍ରେମ ନ ଘୃଣା,ସମ୍ପୁର୍ଣତା ନ ଦରିଦ୍ରତା,ଶତ୍ରୁ ନ ମିତ୍ର।ଆପଣ ମନର କହିବେ କି ଏହା କଣ ପଚାରିବାର ବିଷୟ ଅଛି।

ଏଥିରୁ ତା ସମ୍ପୂର୍ଣ ଜଣାପଡୁଛି କି ଫୁଲ,ପ୍ରେମ,ସମ୍ପୁର୍ଣତା,ମିତ୍ର ଏହିସବୁ ହି ଶ୍ରେଷ୍ଠ।କିନ୍ତୁ ଆପଣ ମନେ ଭୁଲି ଯାଉଛନ୍ତି କି ଯୋଉ କଣ୍ଟାକୁ ଆପଣ ଦୁରେଇଦେଉଛନ୍ତି ତାହାକୁ ଆପଣ ନିଜ ଘରର ସୁରକ୍ଷା ପାଇଁ ବ୍ୟବହାର କରନ୍ତି ବନ୍ୟାଜିବଙ୍କ ଦାଉରୁ ରକ୍ଷା ପାଇବାପାଇଁ।ସେହି ପ୍ରେମ ଶ୍ରେଷ୍ଠ ନୁହଁ ଯାହା ଆପଣଙ୍କୁ ଅନ୍ଧ ଲୋଭୀ କରାଇଥାଏ।ସେ ସମ୍ପୁର୍ଣତା ଶ୍ରେଷ୍ଠ ନୁହଁ ଯାହା ଆପଣଙ୍କୁ କୃପଣ କରିଦିଏ ବରଂ ସେ ଦରିଦ୍ରତା ଶ୍ରେଷ୍ଠ ଅଟେ ଯାହା ଆପଣଙ୍କୁ ଜୀବନରେ ପରିଶ୍ରମତା କଣ ତାହା ଚିଂହେଇଥାଏ।ମିତ୍ରଙ୍କ ଠାରୁ ସେହି ଶତ୍ରୁମାନେ ଶ୍ରେଷ୍ଠଥାନ୍ତି ଯିଏ ଆମକୁ ଆମ ଜୀବନର ଲକ୍ଷ ବିଷୟରେ ଭାବିବାକୁ ଚେଷ୍ଟିତ କରିଥାନ୍ତି।ଏଥିପାଇଁ ପୃଥିବୀର ସମସ୍ତ ଜିନିଷ କୁ ଦେଖନ୍ତୁ ସେମାନଙ୍କ ଗୁଣଧର୍ମକୁ ଜାଣିବାକୁ ଚେଷ୍ଟା କରନ୍ତୁ।

ଆମେ ସମସ୍ତେ ଜାଣିଛନ୍ତି କି ଯିଏ ଦୁନିଆରେ ସବୁଠାରୁ ବୀର ହୋଇଥାଏ ତାହା ସାମ୍ନାରେ ସାରା ଦୁନିଆ ଝୁକିଥାଏ। ପରଂନ୍ତୁ ବିରତା କଣ ଅଟେ।ସାହସ କଣ ଅଟେ।ସାହସ ଯୁଦ୍ଧ ନୁହେଁ କି ବିରାତା ବିଜୟ ନୁହଁ।ସାହସ ହଉଛି ଥରେ ତଳେପଡି ପୁଣି ଉଠିବାର ପ୍ରୟାସ।

Leave a Reply

Your email address will not be published. Required fields are marked *