May 16, 2024

Odia Express

News For Public

ଏମାନଙ୍କ ଭିତରୁ କିଏ ଅଟେ ସବୁଠୁ ବଡ ମୂର୍ଖ ? କୁହନ୍ତୁ ଏବଂ ଜାଣନ୍ତୁ ନିଜ ବିଷୟରେ ଏକ ଖାସ କଥା – ନିଶ୍ଚୟ କମେନ୍ଟ କରନ୍ତୁ ଓ ଦେଖନ୍ତୁ..

ସାଙ୍ଗମାନେ ଏହି ଚିତ୍ରରେ ପ୍ରତ୍ୟେକ ବିକଳ୍ପ ଆପଣଙ୍କ ବ୍ୟକ୍ତିତ୍ୱର ଏକ ଅଂଶ ପ୍ରକଟ କରିଥାଏ।ଏଥିପାଇଁ ଏହି ଚିତ୍ରକୁ ଦେଖନ୍ତୁ ଏବଂ ବାଛନ୍ତୁ ଏମାନଙ୍କ ଭିତରୁ କିଏ ଅଟେ ସବୁଠୁ ବଡ ମୂର୍ଖ।ଏହାପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ବ୍ୟକ୍ତିତ୍ୱ ସହିତ ଯୋଡ଼ା କିଛି ଖାସ କଥା।ତ ବାଛନ୍ତୁ କିଏ ଅଟେ ଏହି ୪ ଜଣଙ୍କ ମଧ୍ୟରୁ ସବୁଠୁ ବଡ ମୂର୍ଖ।ଯଦି ଆପଣ ୧ ନମ୍ବରକୁ ବାଛିଛନ୍ତି ତାହେଲେ ଦୁର୍ଭାଗ୍ୟବସତ ଆପଣ ଜଣେ ଏପରି ବ୍ୟକ୍ତି ଅଟନ୍ତି ଯିଏ ସବୁବେଳେ ହାର ମାନିଥାଏ।ଆପଣଙ୍କୁ ଲାଗିଥାଏ ଆପଣ ଏମିତି ବି ସ୍ଥିତିକୁ ପ୍ରଭାବିତ କରିପାରିବେ ନାହିଁ ଏବଂ ଆପଣ ଯେଉଁ ସର୍ତ୍ତ ଦେଇଥାନ୍ତି ତାହାକୁ ସ୍ୱୀକାର କରିଥାନ୍ତି।ଆପଣ କେବେବି ଯୁକ୍ତି କରନ୍ତି ନାହିଁ ଏବଂ ସବୁବେଳେ ଚୁପଚାପ ଏବଂ ଶାନ୍ତିପୂର୍ବକ ରହିବାକୁ ଚେଷ୍ଟା କରିଥାନ୍ତି କାରଣ ଝଗଡା ଏବଂ ମାଡଗୋଳ ଆପଣଙ୍କୁ ଦୁଃଖୀ କରିଥାଏ।ଆପଣ ବହୁତ ଦୟାଳୁ ଏବଂ ସଚ୍ଚୋଟ ବ୍ୟକ୍ତି ଅଟନ୍ତି।

ଯଦି ଆପଣ ୨ ନମ୍ବର ବାଛିଛନ୍ତି ତାହେଲେ ଆପଣ ସେହି ବ୍ୟକ୍ତି ଅଟନ୍ତି ଯିଏ ବେଳେବେଳେ ଶୀଘ୍ର ନିଷ୍ପତ୍ତି ନେଇଥାଏ।ଆପଣ ସ୍ଥିତିର ବିସ୍ଲେଷଣ କରିବା ପାଇଁ ନିଜକୁ ସମୟ ଦିଅନ୍ତି ନାହିଁ ଏବଂ ଏଥିପାଇଁ ଆପଣ ଭୁଲ ମଧ୍ୟ କରିଥାନ୍ତି କିନ୍ତୁ ଏହାକୁ ଟାଳି ଦିଆଯାଇପାରେ।ବହୁତ ଲୋକ ଜିଦ୍ଦି ମଧ୍ୟ କହିଥାନ୍ତି।

ଯଦି ଆପଣ ୩ ନମ୍ବର ବାଛିଛନ୍ତି ତାହେଲେ ଆପଣ ଏକ ଆବେଗପୁର୍ଣ ବ୍ୟକ୍ତି ଅଟନ୍ତି ଯିଏ ସବୁବେଳେ ଶେଷ ଯାଏ ଯାଇଥାନ୍ତି।ଆପଣ କେବେବି ହାର ମାନନ୍ତି ନାହିଁ ଏବଂ ସବୁବେଳେ ନିଜ ଅଧିକାର ପାଇଁ ଲଢ଼ିଥାନ୍ତି।ଆପଣ ଏକ ଉଚ୍ଚ ଧରଣର ବ୍ୟବସାୟୀ ହୋଇପାରିବେ କାରଣ ରଣନୀତି ବିଷୟରେ ବିଚାର କରିବା ଆପଣଙ୍କ ସଉକ ମଧ୍ୟରୁ ଏକ ଅଟେ।ଏହି କ୍ଷେତ୍ରରେ ଆପଣ ନିଶ୍ଚୟ ରୂପରେ ସଫଳ ହୋଇପାରିବେ।

ଯଦି ଆପଣ ନମ୍ବର ୪ ବାଛିଛନ୍ତି ତାହେଲେ ଆପଣ ଅସଲି ବିଦ୍ରୋହୀ ଅଟନ୍ତି।ବେଳେବେଳେ ଆପଣ କିଛି ସାବ୍ୟସ୍ତ କରିବା ପାଇଁ ନିଜ ଖିଲାପରେ ମଧ୍ୟ ଠିଆ ହେବାକୁ ପଛନ୍ତି ନାହିଁ।ଏମାନେ ପ୍ରତ୍ୟେକ କଥା ଆପଣଙ୍କୁ ତର୍କସଙ୍ଗତ ରୂପରେ ଭାବିବାରୁ ବଞ୍ଚିତ କରାଇଥାନ୍ତି।ଏମାନେ ଏକ ଜନ୍ମଜାତ କ୍ରାନ୍ତିକାରୀ ହୋଇଥାନ୍ତି।

ତ ଏହାଥିଲା ସାଙ୍ଗମାନେ ଏମାନଙ୍କ ମଧ୍ୟରୁ କିଏ ସବୁଠୁ ମୂର୍ଖ। କେମିତି ଲାଗିଲା ଏହି ଆର୍ଟିକିଲ ଆପଣ ଆମକୁ ନିଶ୍ଚୟ ଜଣେଇବେ ଏବଂ ଏହାକୁ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ନିଶ୍ଚୟ ସେୟାର କରିବେ।ଆପଣଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ହୋଇଛି ଏବଂ ଏହା ସହିତ ଆପଣ କେଉଁ ଚିତ୍ରକୁ ସବୁଠୁ ମୂର୍ଖ ବୋଲି ଭାବୁଥିଲେ ଏବଂ କାହିଁକି ଏହା ନିଶ୍ଚୟ କହିବେ।ନମସ୍କାର।

Leave a Reply

Your email address will not be published. Required fields are marked *