May 18, 2024

Odia Express

News For Public

ମଜାଦାର୍ ଜୋକ୍ସ- ସ୍ତ୍ରୀ Mirror ସାମ୍ନାରେ ଠିଆ ହୋକରି ନିଜ ସ୍ୱାମୀକୁ କୁହେ ଜାନୁ, ମୁଁ ମୋଟି ଲାଗୁନି ତ ? ତାପରେ ସ୍ୱାମୀ ଯାହା କହିଲେ ସୌନିଲେ ହସି ହସି ଗଡ଼ିଯିବେ ଆପଣ..

1 min read

ଆଜିକାଲି ଜମାନାରେ ସବୁ ବ୍ୟକ୍ତି ନିଜ କାମ କାର୍ଯ୍ୟରେ ଏତେ ବ୍ୟସ୍ତ ହୋଇଯାଇଛି କି ହସିବା ବିଲକୁଲ୍ ଭୁଲିଯାଈଛି, ଯାହାର କାରଣରୁ ସେ ଚିନ୍ତା ଗ୍ରସ୍ତ ଦିନକୁ ଦିନ ହେବାରେ ଲାଗିଛି, ଓ କେବେ ଅଧିକା ଚିନ୍ତାରେ ରହିବା ଆମର ସ୍ୱାସ୍ଥ୍ୟ ପାଈଁ ବିପଦପୁର୍ଣ୍ଣ ହୋଇଥାଏ, ଓ ଏହି କଥାକୁ ଧ୍ୟାନରେ ରଖି ଆମେ ଆପଣଙ୍କ ପାଇଁ ସବୁଦିନ ପରି ଆଜି କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ, ତେବେ ଏହି କଥାକୁ ଆରମ୍ଭ କରିବା ବିନା କେଉଁ ବିଳମ୍ବରେ ଆସନ୍ତୁ ଏହି ଜୋକ୍ସଗୁଡିକ ପଢିବା ଓ ହସ ମଜାକ୍ ର ସିଲସିଲା ଆରମ୍ଭ କରିଦେବା ।

୧) ସ୍ୱାମୀ ଓ ସ୍ତ୍ରୀ ଯାଉଥିଲେ ତେବେ ଗୋଟେ ଭିକାରି ଆସିଲା, ସ୍ୱାମୀ ନିଜ ପର୍ସ ବାହାର କରୁଥିଲା ତେବେ ଭିକାରି କହିଲା- ଯୋଡି ସାତ ଜନ୍ମ ଯାଏଁ ଏମିତି ରହିଥାଉ, ତାପରେ କଣ ସ୍ୱାମୀ ରାଗିକରି ଆଉ ପଇସା ବି ଦେଲାନାହିଁ ।

୨) ବାହାଘରରେ ଜଣେ ବ୍ୟକ୍ତି ୭-୮ ଟି ଗୋଲାପଜାମୁନ୍ ନେଲା ଓ ସବୁଗୁଡିକ ଟିକେ ଟିକେ ଖାଇକରି ପ୍ଲେଟରେ ରଖୁଥିଲା, କିଏ ଜଣେ ପଚାରିଲା ଭାଇ ମିଠା ହେଇଛି କି ନାହିଁ ? ଏଇଟା ଚେକ୍ କରୁଛ କି ? ତେବେ ସେ କହିଲା- ନା ନା, ଏବେ ଏହି ଗୋଲାମଜାମୁନ୍ ପ୍ଲେଟ୍ କୁ ସୁଙ୍ଗିଲେ ରାୟତା ଆଚାର ଚଟଣୀରେ ପଶିବ ନାହିଁ ପରେ ଜଣାପଡିଲା କି ସେ ବ୍ୟକ୍ତି ଇଞ୍ଜିନିୟର୍ ଥିଲା ।

୩) ସ୍ତ୍ରୀ ଦେଖନା- ଆମର ପଡୋଶୀ ୫୦ ଇଞ୍ଚର ଏକ ଏଲଇଡି ଟିଭି କିଣିଛନ୍ତି, ତୁମେ ବି ନେଇ ଆସନା, ସ୍ୱାମୀ-ଆରେ ଡାର୍ଲିଙ୍ଗ୍, ଯାହା ପାଖରେ ତୁମ ଭଳି ସୁନ୍ଦରୀ ସ୍ତ୍ରି ଥିବ, ସେ କାହିଁକି ଫାଲତୁରେ ଟିଭି ଦେଖିବାରେ ସମୟ ବର୍ବାଦୀ କରିବ, ସ୍ତ୍ରୀ- ଓହଃ ତୁମେ ବି ନା, ଏବେ ମୁଁ ତୁମ ପାଇଁ ପକୁଡୀ ବନାଇକରି ଆଣୁଛି ।

୪) ବ୍ୟକ୍ତି ନିଜ ପାଖ ସିଟ୍ ରେ ବସିଥିବା ମହିଳାକୁ ପଚାରିଲା, ଆପଣ ଯେଉଁ ପରଫ୍ୟୁମ୍ ଲଗାଇଛନ୍ତି ତାହାର୍ ନାଁ କଣ ଜାଣିପାରିବି? ମୁଁ ନିଜ ସ୍ତ୍ରୀକୁ ଗିଫ୍ଟ କରିବି, ମହିଳା- କେବେ ଗିଫ୍ଟ କରିବେନି,ନହେଲେ କେଉଁ ଫାଲତୁ ଲୋକ ସହ କଥା ହେବାର ମଉକା ମିଳିଯିବ ।

୫) ଚିଣ୍ଟୁ ଚ୍ୟାଲେଞ୍ଜ କଲା କି ସେ କୁତବ୍ ମିନାରକୁ ମୁଣ୍ତରେ ରଖିକରି ମୁମ୍ବାଇ ନେଇପାରିବ, ଏହା ଉପରେ ସବୁ ମିଡିଆ ସେଠାରେ ପହଞ୍ଚିଗଲେ, ତେବେ ଚିଣ୍ଟୂ ମିଡୀଆକୁ କହିଲା ଖାଲି କୁତବ୍ ମିନାର୍ ଉଠାଇକରି କିଏ ମୋ ମୁଣ୍ତରେ ରଖିଦିଅ ।

୬) ସ୍ୱାମୀ ସ୍ତ୍ରୀଙ୍କର ଅଚାନକ ମୃତ୍ୟୁ ହୋଇଗଲା, ସ୍ତ୍ରି ମରିକରି ଡାହାଣୀ ହୋଇଗଲା, ଓ ସ୍ୱାମୀ-ଭୁତ ହୋଇଗଲା, ଯେବେ ସ୍ତ୍ରୀ ସ୍ୱାମୀକୁ ଦେଖିଲା ତେବେ କହିଲା- ଓହ୍ଃ ତୁମେ କେତେ ଭୟାନକ ଲାଗୁଛ, ଭୁତ ହୋଇକରି, ସ୍ୱାମୀ- ହଁ କିନ୍ତୁ ତୁମ ଭିତରେ କିଛି ଫରକ ଆସିନି, ପୁର୍ବରୁ ଯେମିତି ଥିଲ ଏବେ ସେମିତି ଅଛ ।

୭) ଜଣେ ବ୍ୟକ୍ତି ବସର କଣ୍ତକ୍ଟରକୁ ପଚାରିଲା- ଆପଣ କେତେ ଘଣ୍ଟା ବସରେ ରହୁଛନ୍ତି ? କଣ୍ତକ୍ଟର- ୨୪ ଘଣ୍ଟା, ବ୍ୟକ୍ତି- ତାହାକେମିତି ? କଣ୍ତକ୍ଟର- ଦେଖନ୍ତୁ, ବାକି ୧୬ ଘଣ୍ଟା ସ୍ତ୍ରିର ବସ୍ ରେ ରହୁଛି ।

୮) ସାନ୍ତା ଏକ ବ୍ୟାଙ୍କ୍ କୁ ଗଲା ଓ କହିଲା- ମୋତେ ଏକ ଜଏଣ୍ଟ ଏକାଉଣ୍ଟ ଖୋଲିବାର ଅଛି, ବ୍ୟାଙ୍କ୍ ମ୍ୟାନେଜର୍- କାହାସହ, ସାନ୍ତା- ଯାହା ଏକାଉଣ୍ଟରେ ବହୁତ ସାରା ପଇସା ଥିବ, ବ୍ୟାଙ୍କ୍ ମ୍ୟାନେଜର୍ ଗାର୍ଡକୁ- ଧକାମାରି ବାହାର କର ଏଇ ଲୋକକୁ ।

୯) ଶିକ୍ଷକ- ତୁମେ ପାଠପଢାରେ ଦୁର୍ବଲ୍ ଅଛ, ମୁଁ ତୁମର ବୟସରେ ଗଣିତର ସବୁ କଠିନ ପ୍ରଶ୍ନର ସମାଧାନ ଗୋଟେ ଝଟକାରେ କରିଦେଉଥିଲି, ସୋନୁ- ଆପଣଙ୍କୁ ଭଲ୍ ଶିକ୍ଷକ ମିଳିଥିବେ ସାର୍, ସମସ୍ତଙ୍କ ଭାଗ୍ୟ ଏକା ସମାନ ହୋଇନଥାଏ ।

୧୦) ଆଇନା ଆଗରେ ଠିଆ ହୋଇ ସ୍ତ୍ରୀ ନିଜ ସ୍ୱାମୀକୁ ପଚାରେ- ମୁଁ କଣ ମୋଟୀ ଦେଖାଯାଉଛି କି ? ସ୍ୱାମୀ ବହୁତ ଭାବିଲା ଓ ବେକାର୍ ଝଗଡାରୁ ବଞ୍ଚିବାପାଇଁ କହିଲା ବିଲକୁଲ୍ ବି ନୁହେଁ, ସ୍ତ୍ରି-ଖୁସି ହୋଇକରି ରୋମାଣ୍ଟିକ୍ ହୋଇ କହିଲା, ଠିକ୍ ଅଛି ତୁମେ ମୋତେ ତୁମ କାନ୍ଧରେ ଉଠାଇକରି ମୋତେ ଫ୍ରିଜ୍ ଯାଏଁ ନେଇଚାଲ, ଆଇସକ୍ରିମ୍ ଖାଇବି, ସ୍ଥିତି ବେକାବୁ ହେବାର ଦେଖି ସ୍ୱାମୀ ସାଙ୍ଗେ ସାଙ୍ଗେ ଉତ୍ତର ଦେଲା ଅଟକିଯାଅ, ମୁଁ ଫ୍ରିଜକୁ ତୁମ ପାଖକୁ ଆଣୁଛି ।

Leave a Reply

Your email address will not be published. Required fields are marked *