May 18, 2024

Odia Express

News For Public

ଯେବେ ଅମିତାଭ ବଚ୍ଚନଙ୍କୁ ପଚାରାଗଲା କି ରେଖାଙ୍କ ସହ ଏବେ କଣପାଇଁ କରୁନାହାନ୍ତି କାମ,ତେବେ Big-B ଦେଇଥିଲେ କିଛି ଏପରି ଏହାର ଉତ୍ତର

ହିନ୍ଦୀ ସିନେମା ଜଗତର ଏମିତି ବହୁତ ଯୋଡି ଅଛନ୍ତି ଯାହାଙ୍କୁ ଫିଲ୍ମର ସହ ଦର୍ଶକଙ୍କୁ ରିୟଲ୍ ଲାଇଫ୍ ରେ ଦେଖିବାକୁ ଅଧିକା ପସନ୍ଦ କରନ୍ତି, ଏମିତି ଏକ ଯୋଡି ହିନ୍ଦୀ ସିନେମା ଜଗତର ବିଗ୍ ବସ୍ ମାନେ ଅମିତାଭ ବଚ୍ଚନ ଓ ଦିଗଜ୍ ଅଭିନେତ୍ରୀ ରେଖାଙ୍କର୍ ଅଟେ, ଏହି ଦୁହେଁ ଯେଉଁ ଫିଲ୍ମରେ କାମ କରୁଥିଲେ, ସେ ଫିଲ୍ମ ବିଗ୍ ସ୍କିନରେ ସୁପରହିଟ୍ ପ୍ରମାଣିତ ହୋଇଥିଲା, ନିଜ ପ୍ରୋଫେସନାଲ୍ ଲାଇଫ୍ ରୁ ଅଧିକା ଏହି ଦୁହେଁ ନିଜ ଜୀବନ କାରଣରୁ ଚର୍ଚ୍ଚିତ ହେଉଥିଲେ, ଆଜି ଏହି ଦୁହେଁଙ୍କ ସହ ଜୋଡି ହୋଇଥିବା କିଛି ନା କିଛି କଥା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ, ଦୁହେଁ ଶେଷଥର ୧୯୮୧ ମସିହାରେ ଡାଇରେକ୍ଟର ୟଶ ଚୋପ୍ରାଙ୍କ ଫିଲ୍ମ ସିଲସିଲାରେ ଏକା ସାଙ୍ଗେ କାମ କରିଥିଲେ, ଏହାପରେ ଏହି ଯୋଡୀ କେବେ ଫିଲ୍ମରେ ଏକା ସାଙ୍ଗେ ନଜର୍ ଆସିନାହାନ୍ତି।

ସୁଚନା ପାଇଁ କହିଦେବୁ କି ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ରେଖା ବହୁତ ଫିଲ୍ମରେ ଏକା ସାଙ୍ଗେ କାମ କରିଛନ୍ତି ଯେଉଁଥିରେ ଅନଜାନେ, ଆଳାପ, ଖୁନ୍ ପସିନା, ଗଙ୍ଗା କି ସୌଗନ୍ଧ, ମୁକଦର୍ କା ସିକନ୍ଦର, ଓ ଝାନସି ପରି ସୁପରହିଟ୍ ଫିଲ୍ମ ସାମିଲ୍ ହୋଇଛି, କିନ୍ତୁ ସିଲସିଲା ଫିଲ୍ମରେ ଏକାସାଙ୍ଗେ ଦମଦାର୍ ଭୁମିକା ନିଭାଇବା ପରେ ଏହି ଦୁହେଁ କେଉଁ ବି ଫିଲ୍ମରେ ଏକା ସାଙ୍ଗେ ନଜର ଆସିନଥିଲେ, ଯାହାର ପଛରେ କାରଣ ନିଜେ ଅମିତାଭ ବଚ୍ଚନ କହିଥିଲେ, କଣପାଇଁ ସେ ୪୦ ବର୍ଷ ରେଖାଙ୍କ ସହ କେଉଁ ବି ଫିଲ୍ମରେ କାମ କରିନଥିଲେ ।

ଥରେ ବିଗ୍ ବି ଏନଡିଟିଭି ଙ୍କୁ ଏକ ଇଣ୍ଟରଭ୍ୟୁ ଦେଇଥିଲେ, ଏହି ଇଣ୍ଟରଭ୍ୟୁ ସମୟରେ ଯେବେ ଅମିତାଭ ବଚ୍ଚନଙ୍କୁ ରେଖାଙ୍କ ବିଷୟକୁ ନେଇକରି ପ୍ରଶ୍ନ କରାଯାଈଥିଲା ତେବେ ସେ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ, ଯେବେ ଅଭିନେତାଙ୍କୁ ପଚାରାଗଲା କି ସେ କଣପାଇଁ ଏତେ ବର୍ଷ ହେବ ରେଖାଙ୍କ ସହ କାମ କରୁନାହାନ୍ତି ଓ ସେ ଆଗକୁ ରେଖାଙ୍କ ସହ କାମ କରିବେ କି ନାହିଁ ।

ଏହି ପ୍ରଶ୍ନର ଉତ୍ତରରେ ଅମିତାଭ ବଚ୍ଚନ କହିଲେ କି ଆଜିକାଲିର ଫିଲ୍ମରେ ସ୍କିପ୍ଟ ଭଲ ମିଳୁନାହିଁ ଯେବେ ଅମିତାଭ ବଚ୍ଚନଙ୍କୁ ପଚାରାଗଲା କି ତାଙ୍କୁ ଏକ୍ ଭଲ କାହାଣୀ ମିଳିଗଲେ ସେ ରେଖାଙ୍କ ସହ କାମ କରିବାକୁ ପଡେ ତ ସେ କାମ କରିବେ କି ? ଏହି କଥାରେ ଉତ୍ତର ଦେଇ ବିଗ୍ ବି କହିଲେ ନିଶ୍ଚିତ ଭାବେ ।ସୁଚନାପାଇଁ କହିଦେବୁ କି ଅମିତାଭ ବଚ୍ଚନ ରେଖା ପ୍ରଥମଥର ଫିଲ୍ମ ଦୋ ଅନଜାନେ ରେ କାମ କରିଥିଲେ

ସେହି ସମୟରେ ଅମିତାଭ ବଚ୍ଚନ ଓ ଜୟାବଚ୍ଚନଙ୍କ ବାହାଘର ହୋଇସାରିଥିଲା, କିନ୍ତୁ ମିଡିଆ ରିପୋର୍ଟରୁ ଜାଣିଲେ ବିବାହିତ ହେବାପରେ ବି ଅମିତାଭ ଓ ରେଖା ଜଣେ ଅନ୍ୟଙ୍କ ପ୍ରେମରେ ପଡିଯାଇଥିଲେ, ସିମି ଗ୍ରେବାଲ୍ ଙ୍କ ସହ କଥାବାର୍ତ୍ତାରେ ରେଖା ନିଜର୍ ଏହି କଥାକୁ ରାଜି ହୋଇଥିଲେ, ରେଖା କହିଲେ କି ଏହି କଥା ସତ କି ଅମିତାଭ ବଚ୍ଚନ ବିବାହିତ

ଏହି କଥାକୁ ନେଇ କିଛି ଫରକ ପଡେ ନାହିଁ କାରଣ ଗୋଟେ ଗୋଲାପ ସବୁବେଳେ ଗୋଲାପ ହୋଇଥାଏ, ଏହା ସବୁ କହିକରି ତାଙ୍କ ଘର ଭାଙ୍ଗିବାକୁ ଚହୁଁନି, ଖାଲି ମୋର ହୃଦୟର କଥା ସମସ୍ତଙ୍କ ସାମ୍ନାରେ ରଖୁଛି, ସୁଚନାପାଇଁ କହିଦେବୁ କି ଏବେ ବହୁତ ସମୟରୁ ରେଖା ଓ ଅମିତାଭ ବଚ୍ଚନ ଦୁରେଇ କରି ରହିଛନ୍ତି, ଓ ଅମିତାଭ ବଚ୍ଚନ ନିଜ ସ୍ତ୍ରି ଜୟା ବଚ୍ଚନ ଓ  ପୁଅ ଅଭିଷେକ ବଚ୍ଚନଙ୍କ ସହ ନିଜ ଜୀବନରେ ଆଗକୁ ବଢିସାରିଛନ୍ତି ।

Leave a Reply

Your email address will not be published. Required fields are marked *