April 23, 2024

Odia Express

News For Public

3 May ୨୦୨୨ ମଙ୍ଗଳବାର ଆଜିର ରାଶିଫଳ,ଆଜି ଏହି ୬ ଟି ରାଶିବାଲାଙ୍କ ଖୋଲିପାରେ ଉନ୍ନତିର ରାସ୍ତା, ଆର୍ଥିକ ସ୍ଥିତି ହେବ ବୃଦ୍ଧି

1 min read

ମେଷ ରାଶି- ଆଜି ଆପଣ କେଉଁ ନୂଆ ଯୋଜନା ବନାଇପାରନ୍ତି । ଯେଉଁଥିରେ ସଫଳତା ମିଲିବାର ପ୍ରବଳ ଯୋଗ ଅଛି, ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଉନ୍ନତ ହେବ । ଜୀବନସାଥୀଙ୍କ ସହାୟତାରେ ଆପଣଙ୍କୁ ଫାଇଦା ଦେବ, ନୁଆ ନୁଆ ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ବଢିପାରେ, କିନ୍ତୁ ଆପଣ କେଉଁ ଅଚିହ୍ନା ଲୋକଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ । କ୍ୟାରିୟରରେ ଆଗକୁ ବଢିବାର ମଉକା ମିଳିବ , ଯାହାର ଫାଇଦା ଉଠାଇବାର ଅଛି, କପଡା ବେପାର କରୁଥିବା ବେପାରୀଙ୍କୁ ଆଜି ଲାଭ ମିଳିବ, ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ଦ୍ୱାରା ପୁରା ସହଯୋଗ ମିଳିପାରିବ ।

ବୃଷ ରାଶି-ଆଜି ଆପଣଙ୍କୁ ଧନଲାଭ ମିଳିପାରେ, ଯଦି ଆପଣ ପୁର୍ବରୁ କେଉଁଠି ପଇସା ବିନିଯୋଗ କରିଛନ୍ତି ତେବେ ତାହା ଫେରିପାରିବେ । ଏହି ରାଶିର ବିଦ୍ୟାର୍ଥୀଙ୍କୁ ନିଜ ପରିଶ୍ରମର ପୁରା ଫଳ ପ୍ରାପ୍ତି ହେବ, ଏହା ସହ କେଉଁ ବି ପ୍ରତିଯୋଗିତା ପରିକ୍ଷାର ଫଳାଫଳ ଭଲ ରହିବ । ଆମଦାନୀର ନୁଆ ସ୍ରୋତ ମିଳିପାରିବ, ନୁଆ ପ୍ରୋଜେକ୍ଟରେ କାମ କରିବା ପୁର୍ବରୁ ସେହି ବିଷୟରେ ବିଶେଷଜ୍ଞଙ୍କ ଉପଦେଶ ନିଅନ୍ତୁ, ଏହା ଆପଣଙ୍କ ପାଇଁ ଫାଇଦାଦାୟକ ରହିବ, ଘର ପରିବାରରେ ସୁଖ ଶାନ୍ତି ରହିବ । ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ପରିବାର ଲୋକଙ୍କ ସହ କେଉଁ ଧାର୍ମିକ ସ୍ଥଳର ଯାତ୍ରା କରିପାରନ୍ତି ।

ମିଥୁନ ରାଶି-ଆଜି ଆପଣଙ୍କ ଦିନ ମିଳାମିଶା ରହିବ । ଆପଣ କେଉଁ ବି କାମକୁ ବ୍ୟସ୍ତତାପୁର୍ଣ୍ଣଭାବେ କରନ୍ତୁ ନାହିଁ, ନହେଲେ କାମଟି ବିଗିଡିପାରେ, ଯଦି ଆପଣ ସଠିକ୍ ଦିଗରେ ପରିଶ୍ରମ କରିବେ ତେବେ ସଫଳତା ନିଶ୍ଚିତ ମିଳିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ । ଅଫିସ୍ ରେ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ବନାଇରଖନ୍ତୁ, କାମକାର୍ଯ୍ୟରେ ଅଧିକା ପ୍ରେସର୍ ଯୋଗୁ ଶାରରୀକ ଥକାପଣ ଅନୁଭବ ହୋଇପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ । ପ୍ରେମ ସଂବନ୍ଧରେ ମଜବୁତି ଆସିବ ।

କର୍କଟ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, କାର୍ଯ୍ୟାଳୟରେ ଅଧିକାରୀ ବର୍ଗଙ୍କ ଠାରୁ ଆପଣଙ୍କୁ ସକରାତ୍ମକ ରେସପୋନ୍ସ ମିଳିବ, ମା ବାପାଙ୍କ ସହଯୋଗ ମିଲିବ, ବାହାର ଖାଦ୍ୟପେୟରୁ ନିବୃତ ରୁହନ୍ତୁ, ନହେଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ, ଶରୀରରେ କିଛିଟା ଥକାପଣ ଅନୁଭବ ହୋଇପାରେ, ବେପାରରେ ଭଲ ଲାଭ ମିଳିବ, ଆପଣ ନିଜ ଆତ୍ମବିଶ୍ୱାସ ବୃଦ୍ଧି କରିବେ, କାହା ସହ କଥାବାର୍ତ୍ତା କରୁଥିବା ସମୟରେ ନିଜ ବାଣୀକୁ ନିୟନ୍ତ୍ରଣ ରଖିବାକୁ ହେବ, ପ୍ରେମଜୀବନରେ ଚଳୁଥିବା ଲୋକଙ୍କ ପାଇଁ ଦିନଟି ଭଲ ନଜର ଆସୁଛି ।

ସିଂହ ରାଶି-ଆଜି ଆପଣଙ୍କ ମଧ୍ୟରେ ଉତ୍ସାହର୍ ନଜର ଆସୁଛି, ଘର୍ ପରିବାରର ମାହୋଲ୍ ଖୁସିମୟ ରହିବ, ଆପଣ ସବୁ କାର୍ଯ୍ୟ ନିଜ ପରିଶ୍ରମ୍ ବଳରେ କରିବେ, ଜୀବନସାଥୀଙ୍କ ସହ ଡିନରର ପ୍ଲାନ୍ କରିପାରନ୍ତି, କିଛି ପୁରୁଣା ବନ୍ଧୁଙ୍କ ସହ୍ ସାକ୍ଷାତ ହୋଇପାରେ, ଯାହାଦ୍ୱାରା ପୁରୁଣା ସ୍ମୃତି ଉଜାଗର ହେବ, ବାହାନ କିଣିବାରେ ମନ ବଳାଇବେ । ଆପଣଙ୍କୁ ଜରୁରୀ କାମରେ ପରିବାରର ପୁରା ସହଯୋଗ ମିଲିପାରିବ ।

କନ୍ୟା ରାଶି- ଆଜି କାରୋବାରରେ ଯୋଡି ହୋଇଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଦିନଟି ଭଲ ଅଛି, ଅଫିସ୍ ରେ ସହକର୍ମୀ ଆପଣଙ୍କୁ ପୁରା ସହଯୋଗ କରିବେ, ଆପଣ ନିଜକୁ ଉର୍ଜାବାନ ଅନୁଭବ୍ କରିବେ, ଆପଣ ସବୁ ଜରୁରୀ କାମକୁ ପୁରା କରି ପରିବାର ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ, ଆପଣଙ୍କୁ ପରିଶ୍ରମର ଫଳ ମିଳିବ, ଆପଣଙ୍କ ବିଚାର ସକରାତ୍ମକ୍ ରହିବ ।

ତୁଳା ରାଶି- ଆଜି ଆପଣ ନିଜ ପରିଶ୍ରମରୁ ଧନ ଲାଭ କରିପାରିବେ, ସନ୍ତାନଙ୍କ ସହ ସମୟ କଟାଇ ଆପଣ ଖୁସି ଅନୁଭବ କରିବେ, ଆପଣ ନିଜ ପରିବାରର ଦାୟିତ୍ୱକୁ ଭଲ ଢଙ୍ଗରେ ନିଭାଇବେ, ମାନସିକ ଚିନ୍ତା ଦୁର୍ ହେବ, ବିଦ୍ୟାର୍ଥିଙ୍କୁ କେଉଁ ବଡ କଲେଜରେ ପଢିବାକୁ ଚାହୁଁଥିଲେ ତେବେ ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ଆଜି ଆପଣଙ୍କୁ କେଉଁ ପ୍ରୋପଟି ପ୍ଲାନ୍ କରିବାର ମନ ବଳାଇପାରନ୍ତି, ଅବିବାହିତ ବ୍ୟକ୍ତିଙ୍କୁ ବିବାହର୍ ପ୍ରସ୍ତାବ ମିଳିବ ।

ବିଛା ରାଶି- ଆଜି ଆପଣଙ୍କ ଦିନ ଉତଥାନ ପତନଭରା ରହିବ, କେଉଁ ଖାସ୍ ବନ୍ଧୁଙ୍କ ସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣରୁ ମନ ବହୁତ ଚିନ୍ତିତ ରହିବ, ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର୍ ଅଛି, ନହେଲେ ବଡ୍ ଅଧିକାରୀଙ୍କ ଠାରୁ ଆପଣ କିଛି ଶୁଣିପାରନ୍ତି, ଜୀବନସାଥୀଙ୍କ ସହ ଆପଣଙ୍କ ସଂମ୍ପର୍କରେ ମଧୁରତା ଆସିବ । ଆପଣ କିଛି ନୁଆ କରିବାର ଭାବିପାରନ୍ତି, ଏଥିରେ ଆପଣଙ୍କୁ ସଫଳତା ମିଲିବ, କେଉଁ ଅନୁଭବି ବ୍ୟକ୍ତିଙ୍କ ସହ୍ ସାକ୍ଷାତ ହୋଇପାରେ, ଯାହା ଭବିଷ୍ୟତ ପାଇଁ ଫାଇଦା ଦାୟକ ରହିବ ।

ଧନୁ ରାଶି-ଆଜି ବନ୍ଧୁଙ୍କ ସହ ମିଶିକରି ଫିଲ୍ମ ଦେଖିବାର ପ୍ଲାନ୍ କରିପାରନ୍ତି, କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତି ହେବ, ଯାହାଦ୍ୱାରା ଆପଣଙ୍କ ମନକୁ ଖୁସି ମିଳିବ, ଏହି ରାଶିର ବ୍ୟକ୍ତି ଯିଏକି ସରକାରୀ ଚାକିରି କରୁଛନ୍ତି ତାଙ୍କୁ ପ୍ରମୋଶନ ମିଳିବାର ପ୍ରବଳ ଯୋଗଅଛି, ଶିକ୍ଷା କ୍ଷେତ୍ରରେ ଯୋଡି ହୋଇଥିବା ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ । ଆର୍ଥିକ ସ୍ଥିତି ମଜବୁତ୍ ରହିବ, ଆୟରଜରିଆ ବଢିବ, ସାମାଜିକ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ

ମକର ରାଶି- ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିଥିବାରନଜର ଆସୁଛି, କାରୋବାରରେ ଧନଲାଭ ହେବାର ଯୋଗଛି, ଆଜି ଆପଣ ନିଜ ପରିବାର ସଦସ୍ୟଙ୍କ ସହ ଖୁସିର ମୁହୁର୍ତ୍ତ ଅତିବାହିତ କରିବେ, ଅଧ୍ୟାମ ପ୍ରତି ଆପଣଙ୍କ ରୁଚି ବଢିବ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ଚାକିରି କ୍ଷେତ୍ରରେ ସହଯୋଗି ସାହାଯ୍ୟ କରିବେ, ଅପିସ୍ କାମରେ ଦୁର ସହର ଯାତ୍ରା କରିପାରନ୍ତି, ବାହାନ ପ୍ରୟୋଗରେ ସାବଧାନ ରୁହନ୍ତୁ, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

କୁମ୍ଭ ରାଶି-ଆଜି ଆପଣଙ୍କ ଦିନ ଅତି ଉତ୍ତମ ରହିବ, ଘର ପରିବାରରେ କେଉଁ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ, ଏହି ରାଶିର ବ୍ୟବସାୟ ସହ୍ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଆଶାରୁ ଅଧିକା ଧନ ଲାଭ ମିଲିପାରେ, ସାମାଜିକ ସ୍ତରରୁ ଲୋକପ୍ରିୟତା ବୃଦ୍ଧି ହେବ, ଭାଗ୍ୟ ପୁରା ଆପଣଙ୍କ ସାଥ୍ ଦେବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଭାଇ ଭଉଣୀଙ୍କ ସହ ସଂମ୍ପର୍କ ମଜବୁତ୍ ହେବ ।

ମୀନ ରାଶି- ଆଜି ପାରିବାରିକ ସ୍ତରରେ ଖୁସିର ବୃଦ୍ଧି ହେବ, ଆପଣଙ୍କ ଭଲ ସ୍ୱଭାବର କାରଣରୁ କିଛି ଲୋକ ଆପଣଙ୍କୁ ପ୍ରଶଂସା କରିପାରନ୍ତି, ଯାହା ଭବିଷ୍ୟତ ପାଇଁ ଲାଭଦାୟକ ହେବ । ନୁଆ ଲୋକଙ୍କ ସହ ସାକ୍ଷାତ ହେବ, ନୁଆ କାର୍ଜ୍ୟ କରିବାରେ ଆପଣଙ୍କ ରୁଚି ବଢିବ, ଆଜି ଆପଣଙ୍କୁ କିଛି ନୁଆ ଶିଖିବାକୁ ମିଳିବ, ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ଟିକିଏ ସତର୍କ ରହିବାର ଅଛି ବାହାର୍ ଖାଦ୍ୟପେୟରୁ ଦୁରେଇ ରୁହନ୍ତୁ, ନହେଲେ ପେଟ ସହ ଯୋଡି ହୋଇଥିବା ସମସ୍ୟା ଉତ୍ପନ୍ନ ହୋଇପାରେ, ପ୍ରେମ ଜୀବନରେ ଉତଥାନ ପତନ ସ୍ଥିତି ନଜର୍ ଆସୁଛି ।

Leave a Reply

Your email address will not be published. Required fields are marked *