April 30, 2024

Odia Express

News For Public

ଲିଭର୍ କିଡନୀ , ଓ ଫୁସ୍ ଫୁସ୍ କୁ ଭିତରୁ ସଫା କରିଥାଏ ଏହି ପତ୍ର , ୭ ଦିନର ଭିତରେ ମଜବୁତ୍ କରିଥାଏ , ଏହି ଗଛର ପତ୍ର …

ସୁସ୍ଥ୍ୟ ରହିବା ଓ ଭଲ ସ୍ୱାସ୍ଥ୍ୟ ପାଇଁ ମିନେରାଲ୍ସ ଯୁକ୍ତ ଆହାରଗୁଡିକ ସେବନ କରିବା ବହୁତ ଜରୁରୀ ହୋଇଥାଏ , ଭୋଜନରେ ମିନେରାଲ୍ସ କମ୍ ହେବା କାରଣରୁ ଆପଣଙ୍କୁ ନାନାପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ , ଜିଙ୍କ୍ ପ୍ରୋଟିନ୍ ଆଇରନ୍ , ଫୋଲିକ୍ ଏସିଡ୍ ପରି ମିନେରାଲ୍ସ ଆପଣଙ୍କୁ ସୁସ୍ଥ୍ୟ ରଖିବା ଓ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ , ଆଜି ଆମର ଜୀବନ ଶୈଳୀ ଏତେ ଗଡ ବଡ ହୋଇସାରିଛି ଯାହା ଆମେଚାହିଁଲେ ବି ନିଜର ଦାୟିତ୍ୱ ନେଇପାରିବା ନାହିଁ , ଆମକୁ ଦିନକୁ ଦିନ କିଛି ରୋଗରେ ପିଡିତ ରୁହନ୍ତି , କେବେ କେବେ ଆମକୁ ଗମ୍ଭୀର ରୋଗ ଯେପରି ଉଚ୍ଚ ରକ୍ତଚାପ, ଲିଭର୍ ଆଦି ସହ ଯୋଡି ହୋଇଥିବା ରୋଗରେ ଆକ୍ରାନ୍ତ ହୁଅନ୍ତି , ଏମିତିରେ ନାନାପ୍ରକାର ମେଡିସିନ୍ସର ସେବନ କରିଥାନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ପତ୍ର ବିଷୟରେ କହିବୁ ଯାହା ଆପଣଙ୍କ ସବୁ ରୋଗର ଚିକିତ୍ସା କରିଥାଏ , ବିନା କେଉଁ ଖର୍ଚ୍ଚ କିମ୍ବା ସାଇଡ୍ ଇଫେକ୍ଟରେ ।

ଆପଣଙ୍କୁ ଯେଉଁ ଜିନିଷ ବିଷୟରେ କହିବାକୁ ଯାଉଛୁ ତାହାର ସାହାଯ୍ୟରେ ଆପଣଙ୍କ ଶରୀରର ପୁରା ଭାବେ ସଫା କରିବାରେ କିଡନୀ, ଲିଭର୍ ଓ ହୃଦୟକୁ ସୁସ୍ଥ୍ୟ ରଖିଥାଏ , ଯେବେ ଆମେ କେବେ ଆମ୍ବର ନାଁ ଶୁଣିଥାଉ ତେବେ ମୁହଁରେ ପାଣି ଆସିଯାଏ , ଏବେ ଆମ୍ବର ସ୍ୱାଦରେ ସମସ୍ତେ ଦିୱାନା ହୋଇସାରିଛନ୍ତି , କିନ୍ତୁ ଧ୍ୟାନ ଦେବେ କି କଣ ଆପଣ ଏହାର ପତ୍ରର ବିଷୟରେ କେବେ ଶୁଣିଛନ୍ତି , ଆଜି ଆମେ ସେହି ଆମ୍ବର ପତ୍ର ଦ୍ୱାରା ହେବାର ଫାଇଦା ବିଷୟରେ କହିବୁ

ଆପଣଙ୍କୁ କହିଦେବୁ କି ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ଆଦିର ଚିକିତ୍ସା ପାଇଁ ଆମ୍ବର ପତ୍ର ବହୁତ ଉପଯୋଗୀ ହୋଇଥାଏ , କୁହାଯାଏ କି ଏଥିରେ ଏଂଥୋସାଇନିଡିନ୍ ନାମକ ଟେନିନ୍ ରହିଥାଏ , ଯାହା ପ୍ରାରମ୍ଭିକ ମଧୁମେହ ଚିକିତ୍ସାରେ ସାହାଯ୍ୟ କରିଥାଏ , ଓ ମଧୁମେହ ରେଟିନୋପେଥି ଚିକିତ୍ସାରେ ବହୁତ ପରିମାଣରେ ସାହାଯ୍ୟ କରିଥାଏ , ବହୁତ ଲୋକ ମଧୁମେହ ହେବାର ସ୍ଥିତି ରେ ଆମ୍ବର ପତ୍ର ଚାହା ବନାଇଥାନ୍ତି , ଓ ତାର ଗୁଣ ରୁ ସୁଗର୍ ରୁ ମୁକ୍ତି ମିଳିଥାଏ ।

ଏହା ଛଡା ଆପଣଙ୍କୁ କହିଦେବୁ କି ଯେଉଁ ଲୋକଙ୍କୁ ଉଚ୍ଚ ରକ୍ତଚାପ ସମସ୍ୟା ଅଛି ସେମାନେ ଏହାକୁ ନିୟମିତ ରୁପରେ ପତ୍ରକୁ ସିଝାଇ ସେବନ କରିଲେ , ଏହା ବହୁତ ପରିମାଣରେ ଲାଭ ଦେଇଥାଏ , ଓ ଏହାର କୌଣସି କୁପ୍ରଭାବ ପକାଏ ନାହିଁ , ଏହା ଏକ ଘରୋଇ ପ୍ରକିୟା ଅଟେ , ଯାହାର କୌଣସି ସାଇଡ୍ ଇଫେକ୍ଟ ହୁଏ ନାହିଁ  ଆପଣଙ୍କୁ ଏହା ବି କହିଦେବୁ କି ଆମ୍ବର ପତ୍ର ହୃଦରୋଗ ସଂବନ୍ଧିତ ରୋଗକୁ ଦୁର କରିଥାଏ , କୁହାଯାଏ କି ହୃଦରୋଗରେ ପିଡିତ ହୋଇଥିଲେ ଏହାର ସୁଖିଲା ପତ୍ରକୁ ଚୁର୍ଣ୍ଣ କରି ସେବନ କରିବାର ଅଛି , ଓ ଏହି ଚୁର୍ଣ୍ଣକୁ ପ୍ରତିଦିନ ନିୟମିତ ରୁପରେ ପାଣି ସହ ସେବନ କରିବେ ।

Leave a Reply

Your email address will not be published. Required fields are marked *