April 30, 2024

Odia Express

News For Public

ଆପଣଙ୍କ ଚେହେରାକୁ ଏତେ ଗୋରା ଓ ଚମକଦାର କରିଦେବ ଏହି ଜବରଦସ୍ତ ଉପାୟ , ଦେଖିବା ବାଲା ଲୋକେ ଚକିତ ହୋଇଯିବେ.. ଖାଲି ବ୍ୟବହାର ଉପାୟ ଜାଣିରଖନ୍ତୁ…

1 min read

ବହୁତ ବ୍ୟୁଟି ପ୍ରଡକ୍ଟ ଗୋରା ଏବଂ ଆକର୍ଷକ ଚେହେରା ପାଇବା ପାଇଁ ବଡ ବଡ କଥା କହିଥାନ୍ତି , କିନ୍ତୁ ଯେବେ ଆମେ ତାହାକୁ ବ୍ୟବହାର କରିଥାଉ , ତେବେ ଆମକୁ ତାହାର ପରିଣାମ କିଛି ବି ମିଳେ ନାହିଁ,  ଯାହା ଦ୍ୱାରା ମନରେ ନିରାଶା ଲାଗିଥାଏ , ଆଜି କାଲିର ସମସ୍ତଙ୍କୁ ଚମକୁଥିବା ଚେହେରା ପାଇବାର ସ୍ୱପ୍ନ ହୋଇଥାଏ , ସେ ପୁଅ ହେଉ କିମ୍ବା ଝିଅ ହେଉ , ସମସ୍ତେ ନିଜ ଚେହେରାକୁ ସୁନ୍ଦର ଦେଖାଯିବାକୁ ଚେଷ୍ଟା କରନ୍ତି ।କିନ୍ତୁ ଏହି କଥା ବିଲକୁଲ୍ ସତ କି ଝିଅମାନଙ୍କର ଚେହେରା ଅଧିକା ସଂବେଦନଶୀଳ ହୋଇଥାଏ , ଏଥିପାଇଁ ସେ କେଉଁ କେଉଁ ତରିକା ବ୍ୟୁଟି ଟିପ୍ସରେ ଆପଣାନ୍ତି , ଯାହା ଦ୍ୱାରା ବ୍ୟୁଟି କ୍ରିମ୍ ଟୋନର୍ ମେକଅପ୍ କେତେ କଣା , ଏତିକି ନୁହେଁ ଝିଅମାନେ ନିଜ ଚେହେରାରେ ଚମକ ଆଣିବାପାଇଁ ସପ୍ତାହରେ ୩/୪ ଥର ବ୍ୟୁଟି ପାର୍ଲର୍ ଯାଇଥାନ୍ତି

ଏହା ସହ ବହୁତ ସାରା ଝିଅ ଘରୋଇ ଉପାୟ ବି କରିଥାନ୍ତି , କିନ୍ତୁ ନିଜର ସୁନ୍ଦରତା ବଢିବାରେ ବହୁତ ସମୟ ଲାଗିଯାଏ , ଯାହା ବହୁତ ଭଲ ପରିଣାମ ମିଳିପାରେ ନାହିଁ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କଲେ ଆପଣ ସବୁ ପ୍ରକାରର ବ୍ୟୁଟି ପ୍ରଡକ୍ଟ ଭୁଲିଯିବେ , ଓ ଏହା ଆପଣଙ୍କର ଘରେ ସହଜରେ ମିଳିଯିବ , ଆପଣ ଏହି ଘରୋଇ  ଫେସ୍ ପ୍ୟାକ୍ ବନାଇବାକୁ ହେଲେ ନିଜ ଘରେ ତିଆରି କରିପାରିବେ , ଏଥିପାଇଁ ଆପଣଙ୍କୁ ତିନୋଟି ଜିନିଷର୍ ଦରକାର ପଡିବ ।

ଯେଉଁଥିରେ ଲେମ୍ବୁ, ଚିନି, ଓ ଆଲୋବେରା , କହିଦେବୁ କି ଲେମ୍ବୁରେ ଭିଟାମିନ୍ ସି ମିଳିଥାଏ , ଓ ସାଇଟ୍ରିକ୍ ଏସିଡ୍ ବି ମିଳିଥାଏ , ଯାହା ଚେହେରାରେ ଗ୍ଲୋ କରିବାରେ ସାହାଯ୍ୟ କରେ , ଆଲୋବେରାରେ ସୁନ୍ଦରତା ଭଣ୍ତାର ହୋଇଥାଏ , ଓ ଏଥିରେ ନାନାପ୍ରକାରର ପ୍ରାକୃତିକ ଗୁଣ ମିଳିଥାଏ , ସୁଗରରେ ଏମିତି ବହୁତ ଗୁଣ ଅଛି ଯାହା ପ୍ରାକୃତିକ ସ୍କ୍ରବ୍ ପରି କାମ କରିଥାଏ , ଏହା ଚେହେରାରେ ଥିବା ଡେଡ୍ ସେଲ୍ସକୁ ଦୁର କରିଥାଏ , ଓ ତାହା ସହ ଡାର୍କନେସ୍ ବି ଦୁର କରିଥାଏ , ଏହି ଫେସ ପ୍ୟାକ୍ କରିବାପାଇଁ ଆପଣଙ୍କୁ ପ୍ରଥମେ ଆଲୋବେରା ଜେଲ୍ ନେବାକୁ ହେବ ,

ଆପଣଙ୍କୁ ତାହାର ଏକ ପତ୍ର ଭାଙ୍ଗି ତାହାର ଉପର ଲେୟାର୍ ହଟାଇ ଜେଲ୍ ବାହାର କରିଦେବେ , ତାହାପରେ ଆଲୋବେରା ଜେଲ୍ ଉପରେ କିଛି ଲେମ୍ବୁ ବୁନ୍ଦାପକାନ୍ତୁ , ଓ ତାହାଉପରେ ଚିନି ପକାନ୍ତୁ , ଏବେ ଏହି ଆଲୋବେରା ଆପଣଙ୍କୁ ନିଜ ଫେସ୍ ରେ କମ୍ ସେ କମ୍ ୫ ମିନିଟ୍ ମସାଜ୍ କରନ୍ତୁ , ତାହା ପରେ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଏହି ଫେସପ୍ୟାକ୍ କୁ ଲଗାଇକରି ଛାଡିଦିଅନ୍ତୁ , ଯେବେ ପୁରା ଭାବେ ସୁଖିଯିବ ତେବେ ଥଣ୍ତା ପାଣିରେ ଧୋଇଦିଅନ୍ତୁ , ଏହି ଉପାୟ ଆପଣଙ୍କୁ ସପ୍ତାହରେ ୩-୪ ଥର କରିବାର ଅଛି , ଏହା ଦ୍ୱାରା ଭଲ ପରିଣାମ ମିଳିବ , ଏହି ଉପାୟ ସଂପୂର୍ଣ୍ଣ ପ୍ରାକୃତିକ ଜିନିଷ ମିଶାଇକରି ହୋଇଛି , ଯାହାକୁ ଆପଣ ଆପଣାଇବାର ଅଛି ।

Leave a Reply

Your email address will not be published. Required fields are marked *