April 30, 2024

Odia Express

News For Public

ଆପଣଙ୍କ କିମ୍ବା ଆପଣଙ୍କ ସଂମ୍ପର୍କୀୟଙ୍କ ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ କି ? ଜାଣନ୍ତୁ R ଅକ୍ଷର ନାମ ଥିବା ବ୍ୟକ୍ତିଙ୍କ ବିଷୟରେ କିଛି ଖାସ୍ କଥା …

1 min read

ନାଁ ର ପ୍ରଥମ ଅକ୍ଷରରୁ ଆପଣଙ୍କ ରାଶି ବିଷୟରେ ଜଣା ପଡେ , ଓ ରାଶିର ଅନୁସାରେ ବ୍ୟକ୍ତିର ସ୍ୱଭାବ ଓ ଭବିଷ୍ୟ ସହ ଯୋଡି ହୋଇଥିବା ସବୁ କଥା ଜଣାପଡିଥାଏ , ଆଜି ଆମେ ଇଂରାଜୀରେ ୧୮ ତମ ଅକ୍ଷର R ବିଷୟରେ କହିବୁ , ଆସନ୍ତୁ ଜାଣିବା । ସେହି ଅକ୍ଷର ନାମିତ ବ୍ୟକ୍ତିଙ୍କ ବିଷୟରେ ।

ସ୍ୱଭାବ : ଯେଉଁ ବ୍ୟକ୍ତିଙ୍କ ନାଁ  R ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ବହୁତ ଶାନ୍ତ ହୋଇଥାନ୍ତି , ଶାନ୍ତ ରହୁଥିବା ବ୍ୟକ୍ତିଙ୍କୁ ଫାଲତୁ କଥା କଥାବାର୍ତ୍ତା କରିବା ଅପେକ୍ଷା ଅଧିକା ମିଶାଗୋଳା କରିବା ପସନ୍ଦ କରନ୍ତି , ଏହି ଲୋକମାନେ କମ୍ କଥାବାର୍ତ୍ତା କରିଥାନ୍ତି , ଓ ନିଜ ଦୁନିଆଁରେ ଚଳିଥାନ୍ତି , ଓ ବେଶୀ କଥା ହେଉଥିବା ଲୋକଙ୍କ ନିଜ କଥାବାର୍ତ୍ତାରେ ଅନ୍ୟମାନଙ୍କୁ ତାଙ୍କ କଥାବାର୍ତ୍ତାରେ ଦବେଇ ରଖନ୍ତି , ସବୁବେଳେ କିଛି ନୂଆ ଜିନିଷ ଅନୁସନ୍ଧାନରେ ରୁହନ୍ତି , ତାଙ୍କୁ ସେଠାରେ ଭଲ ଲାଗିଥାଏ , ଯେଉଁଠି ତାଙ୍କୁ ଜ୍ଞାନ ମିଳିଥାଏ , ଏମାନେ ବହୁତ କ୍ଷିପ୍ର ବେଗରେ ନିଜ ଜୀବନରେ ଆଗକୁ ବଢିଥାନ୍ତି , ଏମାନେ ଜାତକ ଲେଖା କ୍ଷେତ୍ରରେ ଯୋଡି ହୋଇଥାନ୍ତି ।

 

କ୍ୟାରିୟର : ଏହି ଲୋକ ଯେଉଁ କ୍ଷେତ୍ରରେ ଯାଆନ୍ତି , ତାହା ସେମାନେ ଅମଳ କରିଥାନ୍ତି , ଓ କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରନ୍ତି , ଓ ସେମାନଙ୍କୁ ଧନ ଲାଭ ହୋଇଥାଏ , ଦରକାର ପଡିଲେ ଏମାନେ ଅନ୍ୟମାନଙ୍କୁ ସାହାଯ୍ୟ ବି କରିଥାନ୍ତି , R ଅକ୍ଷର ଲୋକେ ଯେଉଁ କ୍ଷେତ୍ରରେ କାମ କରନ୍ତି , ନିଜ ପରିଶ୍ରମ ବଳରେ ସଫଳତା ପ୍ରାପ୍ତି କରନ୍ତି , ଅନ୍ୟ ମାନଙ୍କୁ ପରଖିନେବାରେ ମାହିର୍ ହୋଇଥାନ୍ତି , ଏମାନେ ପରିଶ୍ରମୀ ଓ ଲଗ୍ନଶୀଳ ହୋଇଥାନ୍ତି ।

 

ପ୍ରେମ ସଂମ୍ପର୍କ : କାରଣ ଏମାନଙ୍କ ଜାତକ ଦେଖିଲେ ଜାଣିବେ କି ଏମାନେ ବହୁତ ସୁନ୍ଦର ଓ ସ୍ମାର୍ଟ ହୋଇଥାନ୍ତି , ଏମାନଙ୍କ ଜାତକରେ ପ୍ରେମ କରୁଥିବା ଲୋକଙ୍କର ଏକ ଲମ୍ବା ତାଲିକା ରହିଥାଏ , କିନ୍ତୁ ନିଜ କଥା କହିବାକୁ ଗଲେ ,ସେମାନେ ନିଜ ଜୀବନ ଅନ୍ୟଙ୍କୁ ଭଲ ପାଇବାରେ ଅତିବାହିତ କରିଦିଅନ୍ତି , ଏମାନେ ନିଜ ପ୍ରେମ ପାଇଁ ବହୁତ ଅନ୍ ଲକି ହୋଇଥାନ୍ତି , ଏମାନଙ୍କୁ ପ୍ରେମରେ ଧୋକା ହିଁ ମିଳିଥାଏ , ଏମାନେ ନିଜ ପ୍ରେମକୁ ନେଇ ବହୁତ ସ୍ୱାର୍ଥବାଦୀ ହୋଇଥାନ୍ତି , ଏମାନେ ଯାହାକୁ ବି ଜୀବନସାଥୀ କରନ୍ତି , ବୁଝିଯାଆନ୍ତୁ କି ସେମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି ।

 

ଗୁଣ : ଜ୍ଞାନର ସାଗର କୁହାଯାଉଥିବା ଏହି ଲୋକ ସବୁବେଳେ ସମାଜର ହିତ ପାଇଁ କାର୍ଯ୍ୟ କରନ୍ତି , ଏମାନେ ବାହାରୁ ଗମ୍ଭୀର ନଜର ଆସନ୍ତି , କିନ୍ତୁ ଭିତରେ ଏମାନଙ୍କ ମନରେ ପ୍ରେମ ଭାବ ସହ ଯୋଡି ହୋଇଥାଏ ।

ନିଜ ଉଚ୍ଚ ଅଧିକାରୀ କିମ୍ବା କାହାଠାରୁ କାର୍ଯ୍ୟ ବାହାର କରିବା ଏମାନଙ୍କ ବାମ ହାତର ଖେଳ ଅଟେ , ଯେମିତି କି ଏମାନଙ୍କ ବୟସ ବଢିବାକୁ ଲାଗିଥାଏ , ସେମିତି ଏମାନେ ନିଜ ଜିବନରେ ପ୍ରତିଷ୍ଠା , ପଦ , ଇଜ୍ଜତ ଓ ସମ୍ମାନର ଅଧିକାରୀ ହୋଇଥାନ୍ତି , ଏମାନେ ସ୍ୱାର୍ଥପର ହୋଇଥାନ୍ତି ,

 

କିଏ କଣ କହୁଛି , କଣ କରୁଛି , ଏମାନଙ୍କୁ କିଛି ବି ମତଲବ ନାହିଁ , ଏଥିପାଇଁ ଏମାନଙ୍କ ବ୍ୟବାହିକ ଜୀବନରେ ସବୁବେଳେ କିଛି ଅସୁବିଧା ଦେଖାଯାଇଥାଏ , ଏମାନଙ୍କୁ ଇଜ୍ଜତ ଓ ଦୌଲତ ମିଳିଥାଏ , କିନ୍ତୁ ଏମାନେ ହୃଦୟରୁ ଭଲ ବ୍ୟକ୍ତି ହୋଇଥାନ୍ତି , ଏମାନେ ଯେ କୌଣସି କଥାକୁ ଗଭିରତାକୁ ନେଇଥାନ୍ତି , ଓ ତାପରେ ଯାଇ ନିର୍ଣ୍ଣୟ ନେଇଥାନ୍ତି , ଯାହାକି ଅଧିକାଂଶ ପରିସ୍ଥିତିରେ ଠିକ୍ ପ୍ରମାଣିତ ହୋଇଥାଏ ।

ଏମାନେ ନିଜ କଥାରେ କାହାକୁ ଆପଣାଇ କାମ ବାହାର କରିବାରେ ମାହିର୍ ହୋଇଥାନ୍ତି , ଏମାନେ ବିନା ପ୍ରସିକ୍ଷଣରେ କାହାଠାରୁ ଅଲଗା ଗୁଣ ବାହାର କରିବାରେ ମାହିର୍ ହୋଇଥାନ୍ତି , ଏହି ଲୋକ ବ୍ୟକ୍ତିତ୍ୱ ହିସାବରେ ଧନୀ , ପ୍ରଭାବଶାଳୀ, ଓ ମଧୁର ଭାଷୀ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *