April 30, 2024

Odia Express

News For Public

ଅଟୋ ବାଲା ଫେରାଇଲେ ଯାତ୍ରୀର ୭ ଲକ୍ଷ ଟଙ୍କାର ଗହଣାର ବ୍ୟାଗ୍ , ୫ ଦିନ ଲଗାତାର ଘର ଘର ବୁଲିକି ସେହି ଲୋକଙ୍କୁ ଖୋଜିଥିଲେ ଅଟୋ ଵାଲା – ଏବେ ସାରା ଦେଶ ପ୍ରଶଂସା କରୁଛି..

ଆଜିକା ସମୟରେ ପଇସାକୁ ନେଇକରି ଆମେ କାହାକୁ ଭରସା କରିପାରିନଥାଉ , ତାପରେ ଆମେ ନିଜ ଫ୍ୟାମିଲିର ଲୋକ ହୁଅନ୍ତୁ କି ନାହିଁ , ପଇସାକୁ ନେଇ ଭାଇ ଭାଇକୁ ମାରିବାକୁ ପଛାଉନାହାନ୍ତି । ବହୁତ ଇମାନଦାର୍ ଲୋକ ବି ସାମିଲ୍ ଅଛନ୍ତି , ଦେଶରେ ଯାହାର ଇମାନଦାର୍ ଜିବିତ ଅଛି , ତାକୁ ଯେତେ ବି ଲୋଭ ଦେଇଦିଅ ସେ କେବେ ଗଦ୍ଦାରୀ କରିବେ ନାହିଁ , ତାଙ୍କ ଇମାନ୍ ତାଙ୍କ ବଡ ଧନ ଅଟେ , ଏମିତି ଏକ ଇମାନଦାରୀର ମିସାଲ୍ ହୋଇଛନ୍ତି ଜଣେ ଅଟୋ ଚାଳକ , ଯିଏକି ଲକ୍ଷାଧିକ ଟଙ୍କାର ବ୍ୟାଗ୍ ତା ଅଟୋରେ ଯାଇଥିବା ଯାତ୍ରୀକୁ ଫେରାଇଥିଲେ, ତାର ଇମାନଦାରୀକୁ ସମସ୍ତ୍ ସଲାମ କରୁଛନ୍ତି , ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ ।

 

କହିଦେବୁ କି ମହେଶ ନାମକ ଜଣେ ଅଟୋ ଚାଳକ ସେହି ଅଟୋରେ ଛାଡିଚାଲିଯାଇଥିବା ବ୍ୟାଗ୍ କୁ ତାର ପ୍ରକୃତ ମାଲିକ ନିକଟରେ ପହଞ୍ଚାଈଥିଲେ , ଓ ଅଟୋ ଚାଳକର ଏହିପରି କାର୍ଯ୍ୟକୁ ଦେଖି ସହରବାସୀ ଲୋକେ ବହୁତ ପ୍ରଶଂସା କରିଥିଲେ । ଛତିଶଗଡର ଜଗଦଲପୁର ସହର ନିବାସୀ ଅଟୋ ଚାଳକ ମହେଶ କଶପ୍ୟ ସବୁଦିନ ପରି କାମରେ ବାହାରିଥିଲେ , ଦିନେ ସେ ଗାଜିଆବାଦ ନିଜ ଭାଇର ଘର ବାହାଘର ସମାରୋହରେ ଜଗଦଲପୁର ଆସିଥିବା ଜଣେ ମହିଳା । ମହେଶ ନିଜ ଅଟୋରେ ବସିଥିଲେ , ଓ ଅଟୋରେ ସେ ନିଜ ସ୍ଥାନରେ ପହଞ୍ଚିବାପରେ ନିଜ ବ୍ୟାଗ୍ କୁ ଭୁଲିଯାଈଥିଲେ,

 

ମହେଶ ବାବୁ ସବୁଦିନ ପରି ନିଜ ଘର ପାଖରେ ଯେବେ ଅଟୋ ଠିଆ କଲେ ତେବେ ତାଙ୍କ ସ୍ତ୍ରୀ କହିଲେ ଗାଡିରେ କାହାର ବ୍ୟାଗ୍ କିଏ ଛାଡିଦେଇଛି, ମହେଶ ସେହି ବ୍ୟାଗ୍ କୁ ଖୋଲିଲାପରେ ଦେଖିଲା ତ ତାଙ୍କର ହୋସ୍ ଉଡିଗଲା , ବ୍ୟାଗ୍ ରେ ସୁନାର ଆଙ୍ଗୁଠି ଓ ଚେନ୍ ସହ ନଗଦ ରାଶି ବି ଥିଲା , ସେହି ସମୟରେ ମହେଶଙ୍କୁ କିଛି ଜଣା ପଡିନଥିଲା , ଏବେ ସେ କଣ ବା କରିପାରିବେ , ସେ ବ୍ୟାଗ୍ କାହାର ବହୁତ ଲୋକ ତାହାର ଅଟୋରେ ବସିଥିଲେ , ସବୁଠାରୁ ପ୍ରଥମେ ମହେଶ ବ୍ୟାଗ୍ ନେଇକରି ଏକ ସୁରକ୍ଷିତ ସ୍ଥାନରେ ରଖିଥିଲା , ଓ ବହୁତ ଭାବିବାପରେ ସେ ଜାଣିପାରିଥିଲା କି ଏହା ସେହି ଯାତ୍ରୀର ହୋଇପାରିଥିବ ।

 

ତାପର ଦିନ ମହେଶ ବ୍ୟାଗ୍ ର ମାଲିକକୁ ଖୋଜିବାକୁ ରାସ୍ତାକୁ ବାହାରିଥିଲା , ଯେଉଁଠି ଗୋଟେ ଦିନ ପୁର୍ବରୁ ଯାଇଥିଲା ସେଠାରେ ଦିନ ସାରା ପରିଶ୍ରମ କରି ସେ ସଠିକ୍ ମାଲିକର ପତ୍ତା କରିପାରିଲା ନାହିଁ , ପ୍ରାୟ ପାଞ୍ଚ ଦିନ ପରେ ମହେଶ ଓ ତାଙ୍କ ସ୍ତ୍ରୀ ବହୁତ ଚିନ୍ତାରେ ରହୁଥିଲେ , ଏପରି କେମିତି ବ୍ୟାଗର ମାଲିକକୁ ଖୋଜିବେ , କିନ୍ତୁ କିଛି ଜଣା ପଡୁନଥିଲା , ଏହାପରେ ମହେଶ ଭାବିଲେ କି ତାଙ୍କ ସଂମ୍ପର୍କୀୟଙ୍କ ଠାରୁ ପ୍ରକୃତ ସୁଚନା ମିଳିପାରିବ , ଏହାପରେ ମହେଶ ବ୍ୟାଗ୍ କୁ ପୁରା ଭାବେ ଖାଲି କରିଥିଲା , ଓ ବ୍ୟାଗରେ ଏକ ଆଧାର କାର୍ଡ ଓ ମୋବାଇଲ୍ ନମ୍ବର ମିଳିଲା ,

 

ମୋବାଇଲ୍ ନମ୍ବର ମିଳିଲା ପରେ ମହେଶ ଓ ତାଙ୍କ ସ୍ତ୍ରୀଙ୍କୁ ଏବେ ଆଶ୍ୱସ୍ତି ମିଳିଲା , ଓ ଆଶା ଜାଗ୍ରତ ହୋଇଗଲା କି ଏହି ବ୍ୟାଗର ମାଲିକ କିଏ ହୋଇପାରେ , ମହେଶ ସେହି ନମ୍ବରରେ ଫୋନ୍ କଲେ , ଓ ପୁରା ମାମଲା କହିଲେ , ଓ କହିଲେ କି ତାଙ୍କ ପାଖରେ ସେହି ବ୍ୟାଗ୍ ସୁରକ୍ଷିତ ଅଛି, ଓ ସେ ଆସିକରି ନେଇଯାଆନ୍ତୁ , ଏହାପରେ ସବୁ ଲୋକ ପୋଲିସ୍ ଥାନାରେ ଦେଖାକଲେ , ମହେଶ ବାବୁ ନିଜ ଇମାନଦାରୀର ପରିଚୟ ଦେଇ ବ୍ୟାଗ୍ ର ମାଲିକକୁ ଦେଇଥିଲେ,  କିନ୍ତୁ ଗୋଟେ କଥା ମହେଶ ଯେପରି ବ୍ୟାଗର ମାଲିକକୁ ଖୋଜିଥିଲେ ତାହା ଆଊ କେହି କରିପାରିନଥାନ୍ତେ । ଏହି ଇମାନଦାରୀର ପରିଚୟ ଦେଇଥିବାରୁ ପୋଲିସ୍ ଅଧିକାରୀମାନେ ତାଙ୍କୁ ବହୁତ ପ୍ରୋତ୍ସାହିତ କରିଥିଲେ,  ଓ ତାଙ୍କୁ ଗୋଟିଏ ସଲ୍ ପିନ୍ଧାଇ ତାଙ୍କୁ ନଗଦ ୫୦୦୧ ଟଙ୍କା ରାଶିରେ ପୁରସ୍କୃତ କରାଗଲା , ଏହା ଦେଖି ମହେଶ ଓ ତାଙ୍କ ସ୍ତ୍ରୀଙ୍କ ଆଖିରେ ଖୁସିର ଠିକଣା ନଥିଲା ।

Leave a Reply

Your email address will not be published. Required fields are marked *