April 30, 2024

Odia Express

News For Public

ବାଛନ୍ତୁ ଏକ ପତ୍ର ଓ ଜାଣନ୍ତୁ ବାସ୍ତବରେ ଆପଣ କେମିତି ? ନିଶ୍ଚୟ ଏବେ ଏହି କଥା ଗୁଡିକ ନିଜ ବିଷୟରେ ଜାଣିରଖନ୍ତୁ

ସାଙ୍ଗ ମାନେ ଛବି ମାଧ୍ୟମରେ କାହାର ବ୍ୟକ୍ତିତ୍ୱ ଜାଣିବା ମନୋ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଭାଗ।ଏମାନେ ଆପଣଂକ ଭବିଷ୍ୟତ ବିଷୟରେ ନା କହିଲେ ମଧ୍ୟ ଆପଣଂକ ବ୍ୟକ୍ତିତ୍ୱ ବିଷୟରେ ବହୁତ୍ କିଛି କହିଥାନ୍ତି।ଏମାନେ ମୁଖ୍ୟ ଭାବରେ ଦୁଇ ପ୍ରକାରର ହୋଇଥାନ୍ତି।ଗୋଟିଏ ଯାହାକୁ ରଙ୍ଗ ଓ ଆକୃତି ର ଆଧାର ଉପରେ ଏମିତି ଭାବେ ତିଆରି କରାଯାଇଥାଏ କି ଆପଣଂକ ମସ୍ତିଷ୍କ ଦ୍ଵାରା ସେଥିରେ ଆକୃତି ଚିହ୍ନିବା ଆପଣଂକ ଭାବନା ଓ ଅଭ୍ୟାସ ର କେତେ କଥା ଖୋଲିଯାଏ।ଦ୍ଵିତୀୟ ହୋଇଥାଏ ଗୁଡ଼ିଏ ଛବି ମଧ୍ୟରୁ ଗୋଟିଏ ବାଛିବା।ଏହାର ମହତ୍ତ୍ଵ ମଧ୍ୟ ପ୍ରଥମ ଭଳି ହୋଇଥାଏ।

ଏଠାରେ ଆପଣକୁ କିଛି ଛବି ଦିଆଯାଇଛି।ଏଠାରେ ଥିବା ଛଅ ଟା ପତ୍ର ମଧ୍ୟରୁ ଗୋଟିଏ ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କ ସ୍ଵଭାବ ମୂଳ ରୂପରେ କେମିତି।ବାଛନ୍ତୁ ଆପଣଙ୍କ ପସନ୍ଦର ଏକ ପତ୍ର।

ଯଦି ଆପଣ ଏକ ନମ୍ୱର୍ ପତ୍ର କୁ ବାଛିଛନ୍ତି ତ ଆପଣ ବହୁତ୍ ଶାନ୍ତ ଓ ସରଳ ସ୍ଵଭାବ ର ବ୍ୟକ୍ତିତ୍ୱ ଅଟନ୍ତି।ଆପଣ ଅନ୍ୟ ମାନଙ୍କ ସାହାଯ୍ୟ ପାଇଁ ସବୁବେଳେ ଆଗୁଆ ରହିଥାନ୍ତି।କିନ୍ତୁ ଆପଣଙ୍କ ର ଏହି ସମସ୍ୟା ଯେ ଲୋକ ଆପଣଂକର ଫାଇଦା ଉଠାଇ ଥାଆନ୍ତି।

ଯଦି ଆପଣ ଦୁଇ ନମ୍ୱର୍ ପତ୍ରକୁ ବାଛିଛନ୍ତି ତ ଆପଣ ବହୁତ୍ ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି।ଆପଣଙ୍କ ଭଲ ଗୁଣ ହେଉଛି ଯଦି ଆପଣ କାହାକୁ ଭଲ ପାଉଛନ୍ତି ତ ତା ସାଥିରେ ଆପଣ ସବୁବେଳେ ରହିଥାନ୍ତି।ଆପଣଙ୍କ ଏହି ଗୁଣ ଅନ୍ୟ ମାନଙ୍କୁ ବହୁତ୍ ଭଲ ଲାଗେ।

ଯଦି ଆପଣ ତିନି ନମ୍ୱର୍ ପତ୍ରକୁ ବାଛିଛନ୍ତି ତ ଆପଣ ବହୁତ୍ ମହତ୍ୱକଙ୍କ୍ଷୀ ଅଟନ୍ତି।ଆପଣ ବହୁତ୍ ଭାଗ୍ୟଶାଳୀ ମଧ୍ୟ ଅଟନ୍ତି।ଆପଣ ପ୍ରକୃତି ପ୍ରତି ଯେତେ କୃତଜ୍ଞ ରହନ୍ତି ତାର ଫଳ ଆପଣଙ୍କୁ ସେହି ଭାବରେ ମିଳି ଥାଏ।

ଯଦି ଆପଣ ଚାରି ନମ୍ୱର୍ ପତ୍ର ବାଛିଛନ୍ତି ତ ଆପଣ ଉଦାର ସ୍ଵଭାବ ର ଓ ବହୁତ୍ ଦୟାଳୁ ଅଟନ୍ତି।ଆପଣ ଅନ୍ୟ ମାନଙ୍କ ପ୍ରତି ସବୁବେଳେ ନରମ ଥାଆନ୍ତି।ଆପଣ ଅନ୍ୟ ମାନଙ୍କ ସହିତ ବହୁତ୍ ଭଲ ଭାବେ ମିଶି ଯାଆନ୍ତି।ଲୋକ ମାନେ ଆପଣଙ୍କୁ ତାଙ୍କ ସୁଖ ଦୁଃଖ ବାଣ୍ଟି ଥାଆନ୍ତି।

ଯଦି ଆପଣ ପାଞ୍ଚ ନମ୍ୱର୍ ପତ୍ର ବାଛିଛନ୍ତି ତ ଆପଣ ବହୁତ୍ ବିଚାର ବନ୍ତ୍ ବ୍ୟକ୍ତି ଅଟନ୍ତି।ଆପଣ ସବୁ କଥାକୁ ବିଚାର ଦୃଷ୍ଟିରୁ ଦେଖିଥାନ୍ତି।ଆପଣ ପ୍ରତି କଥାର ଗହୀର ପର୍ଯ୍ୟନ୍ତ ଯିବା ପାଇଁ ଚେଷ୍ଟା କରି ଥାଆନ୍ତି।ଏହା ଆପଣଙ୍କ ନଜର ଲୋକଙ୍କ ଆଗରେ ଖାସ୍ କରିଥାଏ।

ଯଦି ଆପଣ ଛଅ ନମ୍ବର ବାଛିଛନ୍ତି ତ ଆପଣ ଅନ୍ୟ ମାନଙ୍କ ଠାରୁ ବହୁତ୍ ଅଲଗା ଅଟନ୍ତି।ଆପଣଙ୍କ ମଧ୍ୟରେ ଲୋକଙ୍କୁ ବୁଝିବାର କ୍ଷମତା ଅଛି।ଆପଣଙ୍କ ଭିତରେ ଏକ ବୈଜ୍ଞାନିକ ଚିନ୍ତାଧାରା ଅଛି ଓ ଏହି କଥା ଆପଣଙ୍କୁ ଅନ୍ୟ ମାନଙ୍କ ଠାରୁ ଅଲଗା କରିଥାଏ।କିନ୍ତୁ ବେଳେ ବେଳେ ଲୋକ ଆପଣଙ୍କୁ ଭୁଲ୍ ବୁଝିଥାନ୍ତି ଯାହାକୁ ନେଇ ଆପଣ ଦୁଃଖୀ ହୋଇଯାଆନ୍ତି।ଆପଣ ଏକ ପ୍ରକୃତ ପ୍ରେମୀ ଅଟନ୍ତି।

Leave a Reply

Your email address will not be published. Required fields are marked *