April 30, 2024

Odia Express

News For Public

ସୁନ୍ଦର ରୁ ସୁନ୍ଦର ଏୟାର୍ ହୋଷ୍ଟେସ୍ ମଧ୍ୟ ପ୍ଲେନ୍ ରେ ଏହିପରି କାମ କରିବାକୁ ପଡିଥାଏ – ଜାଣିଲେ ଆପଣ ବି ଚମକି ପଡିବେ ନିଶ୍ଚୟ..

ଆଜିକାଲି ଲୋକଙ୍କୁ ଏହି ସମୟ ଜୀବନରେ ବଞ୍ଚିବାକୁ ହେଲେ ପଇସାର ଆବଶ୍ୟକତା ପଡିଥାଏ । କିଛି ଲୋକ ପଇସା କମେଇବାକୁ ହେଲେ ବ୍ୟବସାୟ କରିଥାନ୍ତି ଓ କିଛି ଲୋକ କାମ କରିବାକୁ ପଡିଥାଏ । ଜୀବନ କଟାଇବାକୁ ହେଲେ କିଛି ଲୋକ କାମ କରିଥାନ୍ତି , କିନ୍ତୁ ଏମିତି କିଛି କାମ ଅଛି ଯାହା ବିଷୟରେ ମଣିଷ ଭାବିଥାଏ କି ତାହା କିପରି କରାଯାଇପାରିବ ,ଆପଣ ସେମିତି ଭାବିଲେ ବି ସେହି କାମକୁ ତ କରିବାକୁ ପଡିଥାଏ , ଦୁନିଆଁରେ ବହୁତ ଅଜବ ଧରଣର କାମ ଅଛି, କିଛି କାମ କୌତୁହଳ ପୂର୍ଣ୍ଣ ଅଛି କି କିଛି ଏମିତି କାମ ଅଛି ଯାହା ସମସ୍ତେ କରିବାକୁ ଚାହଁନ୍ତି , ଖାଲି ଚାହିଁଲେ କାମ ମିଳିଯାଇନଥାଏ , ଆପଣ ତ ପ୍ଲେନ୍ ରେ ଯାତ୍ରା କରିଥିବେ , ଯଦି କରିନଥିବେ ତେବେ ଏହି ସୂଚନା ତ ପାଇଥିବେ କି ପ୍ଲେନ୍ ରେ ଯାତ୍ରୀଙ୍କ ସେବା କରିବାପାଇଁ ଓ ତାଙ୍କର ଦରକାରିତା ପୁରା କରିବାପାଇଁ ଏୟାର୍ ହୋଷ୍ଟେସ୍ ଥାନ୍ତି , ଯେବେ କେଉଁ ଯାତ୍ରୀକୁ କେଉଁ ଦରକାର ପଡିଲେ ତେବେ ଏୟାର୍ ହୋଷ୍ଟେସ୍ ଙ୍କୁ ଡକାଯାଏ ।

 

ଯାତ୍ରୀଙ୍କ ପାଇଁ କରିବାକୁ ପଡିଥାଏ ଅଲଗା କାମ : ଏୟାରହୋଷ୍ଟେସ୍ ସବୁବେଳେ ପ୍ଲେନ୍ ରେ ଥିବା ଯାତ୍ରୀଙ୍କ ପାଇଁ ସେବାରେ ତତ୍ପର ରୁହନ୍ତି , କିନ୍ତୁ ବହୁତ ଏୟାରଲାଇନ୍ସ ଅଛି ଯେଉଁଠି ଏୟାରହୋଷ୍ଟୋସ୍ ଙ୍କ କାମ ଅଲଗା ହୋଇଥାଏ , ଆପଣଙ୍କୁ କହିଦେବୁ କି ଦୁନିଆଁରେ କିଛି ଜଣାଶୁଣା ଏୟାରଲାଇନ୍ସ କମ୍ପାନୀ ଅଛି । ଯିଏ ନିଜ ସେବା ପାଇଁ ପୂରା ଦୁନିଆଁରେ ଲୋକପ୍ରିୟ ହୋଇଛନ୍ତି , ସେମାନଙ୍କ ମଧ୍ୟରୁ କିଛି ଚର୍ଚ୍ଚିତ ଏୟାରଲାଇନ୍ସ ମଧ୍ୟରୁ ଗୋଟେ ହେଲା ଏତିହାଦ ଯିଏ ଡାଇମଣ୍ତ ଫାଷ୍ଟ କ୍ଲାସ୍ ସେବା ରେ ଲାଗିଥିବା ଏୟାର ହୋଷ୍ଟେ ନିଜ ସବୁ ଯାତ୍ରୀଙ୍କ ନାଁରେ ସ୍ୱାଗତ କରିଥାଏ , କେବଳ ଏତିକି ନୁହେଁ ବିମାନରେ ପ୍ରବେଶ କରିବା କ୍ଷଣି ହିଁ ଯାତ୍ରୀମାନଙ୍କୁ ବେଲଜିଅମ୍ ଚକଲେଟ୍ ବକ୍ସ ଦେଇକରି ତାଙ୍କ ଯାତ୍ରା ଆରମ୍ଭ କରିବାପାଇଁ ସ୍ୱାଗତ କରିଥାଏ , ବିମାନରେ ସବୁ ଯାତ୍ରୀର ସେବା କରିବାପାଇଁ ନିଜେ ସେଫ୍ ଆସିଥାଏ , ଓ ସେମାନଙ୍କ ପାଇଁ ମେନୁ ର ପୁରା ବିବରଣୀ ସେ ନିଜେ ନେଇଥାନ୍ତି ,ଓ ଭୋଜନ ଅର୍ଡର ତାଲିକା ପ୍ରସ୍ତୁତ କରିଥାନ୍ତି ।

 

ସବୁ ଯାତ୍ରୀଙ୍କ ହୋଇଥାଏ ନିଜସ୍ୱ କେବିନ୍ : ନିଜ ବଢିଆ ସର୍ଭିସ୍ ପାଇଁ ଥାଇଲାଣ୍ତ ର ଥାଇ ଏୟାରୱେଜ୍ ଦୁନିଆଁରେ ପ୍ରସିଦ୍ଧିଲାଭ କରିଛି, ଥାଇ ଏୟାରୱେଜ୍ ନିଜ ରୋୟାଲ୍ ଫାଷ୍ଟ୍ କ୍ଲାସ୍ ଲକ୍ଜୁରୀ ସେବାରେ ଜଣାଯାଏ , ଏହି ବିମାନର ସବୁ ଯାତ୍ରୀ ପୁରା ଦାୟିତ୍ୱ ନିଆଯାଏ , ଏହି କାରଣରୁ ସବୁ ଯାତ୍ରି ତାଙ୍କ ପାଇଁ ଖାସ୍ ହୋଇଥାନ୍ତି , ଓ ସବୁ ଯାତ୍ରୀଙ୍କ ପାଇଁ ସ୍ପା ଓ ଆଟେଡାଣ୍ତଙ୍କ ସେବା ବି ଦିଆଯାଇଥାଏ , ନିଶ୍ଚିତ ଭାବରେ ଆପଣ ଏହି ଏୟାରଲାଇନ୍ସଙ୍କର ରୋୟାଲ୍ ସୁବିଧା ବିଷୟରେ ଜାଣି ଏଥିରେ ଯାତ୍ରା କରିବା ମନ ବଳାଉଥିବେ ।

 

 

Leave a Reply

Your email address will not be published. Required fields are marked *