April 30, 2024

Odia Express

News For Public

ଭାରତର ଏହି ଚାରୋଟି ଜାଗାରୁ ଝିଅମାନେ ଅଟନ୍ତି ବହୁତ ସୁନ୍ଦର ,ଦେଖନ୍ତୁ କେଉଁ କେଉଁ ଜାଗା ସାମିଲ ଅଛି..

ଭାରତରେ ସୁନ୍ଦର ଝିଅମାନଙ୍କର ଅଭାବ ନାହିଁ , ଗତ ବର୍ଷ ଭାରତର ଝିଅ ମିସ୍ ୱାର୍ଲଡ୍ ଉପାଧି ପାଇସାରିଛନ୍ତି , ଭାରତର ଝିଅମାନେ ଫିଲ୍ମୀ ଦୁନିଆଁରୁ ନେଇକରି ମଡେଲିଙ୍ଗ୍ ପର୍ଯ୍ୟନ୍ତ ସବୁ ଜାଗାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି , ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ୍ ମାଧ୍ୟମରେ ଭାରତର ସେହି ଚାରୋଟି ଜାଗାର ବିଷୟରେ କହିବୁ , ଯେଉଁଠି କାର ଝିଅମାନେ ବହୁତ ସୁନ୍ଦର ଅଟନ୍ତି ।

୧) ଦିଲ୍ଲୀ : ଦିଲ୍ଲୀ ଭାରତର ରାଜଧାନୀ ଅଟେ , ଦିଲ୍ଲୀର ଝିଅ କଥାବାର୍ତ୍ତାରେ ବହୁତ ଚତୁର ଅଟନ୍ତି , ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ଝିଅ ଏତେ ସୁନ୍ଦର ଅଟନ୍ତି , ଯେପରି ଫିଲ୍ମର ଅଭିନେତ୍ରୀମାନେ ଅଟନ୍ତି ।

 

୨) ଡେରାଡୁନ୍ : ଡେରାଡୁନ୍ ଭାରତର ସବୁଠାରୁ ସୁନ୍ଦର ସହର ଅଟେ , ଏହି ସହରର ସୁନ୍ଦରତା ବିଷୟରେ ଆମେ ଯେତେ କହିଲେ ବି ତାହା କମ୍ ହେବ , ଏହି ସହରର ସୁନ୍ଦରତା ପରି ଏଠାକାର ଝିଅମାନେ ବି ବହୁତ ସୁନ୍ଦର ଅଟନ୍ତି , ସବୁ ବର୍ଷ ଭାରତର କୋଣ ଅନୁକୋଣରୁ ଲୋକ ଡେରାଡୁନ୍ କୁ ବୁଲିବାକୁ ଆସନ୍ତି , ଓ ଏଠାକାର ଝିଅମାନଙ୍କର ସୁନ୍ଦରତା ଦେଖି ଚକିତ ହୋଇଯାଆନ୍ତି ।

୩) ମୁମ୍ବାଇ : ମୁମ୍ବାଇ ସହର ବଲିଉଡ୍ ର ସହର ଅଟେ , ଭାରତର ସବୁ ବୋଲ୍ଡ ଓ ସୁନ୍ଦର ଝିଅ ମୁମ୍ବାଇରେ ଦେଖିବାକୁ ମିଳିଯିବେ , ମୁମ୍ବାଇରେ ସବୁ ବର୍ଷ୍ ହଜାର ସଂଖ୍ୟକ ଝିଅ ବଲିଉଡ୍ ରେ ନିଜ କ୍ୟାରିୟର ବନାଇବାପାଇଁ ଆସିଥାନ୍ତି , ମୁମ୍ବାଇର ଝିଅ ଫେସନ୍ ଓ ଷ୍ଟାଇଲ୍ ମାମଲାରେ ବହୁତ ଆଗରେ ରୁହନ୍ତି ।

 

୪) ଭୁବନେଶ୍ୱର : ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ , ଏଠାକାର ଝିଅମାନେ ବହୁତ ସୁନ୍ଦର ହୋଇଥାନ୍ତି , ଏଠାକାର ଝିଅ ଯେତେ ସୁନ୍ଦର ହୋଇଥାନ୍ତି ସେତେ ଚାଲାକ୍ ବି ହୋଇଥାନ୍ତି , ଓଡ଼ିଶାର ସବୁଠାରୁ ଅଧିକା ମଡେଲ୍ ଓ ଅଭିନେତ୍ରୀ ଭୁବନେଶ୍ୱରରୁ ମିଳିଥାନ୍ତି , ଏଠାକାର ଝିଅମାନେ କଲେଜ ରୁ ହିଁ ମଡେଲିଙ୍ଗ୍ କରିବା ଆରମ୍ଭ କରିଦିଅନ୍ତି ।

 

 

Leave a Reply

Your email address will not be published. Required fields are marked *