April 20, 2024

Odia Express

News For Public

ଭଗବାନ ଯେବେ କରୁଥିଲେ ସ୍ତ୍ରୀଙ୍କ ରଚନା , ତେବେ ଘଟିଥିଲା ଏହି ଅଜବ ଘଟଣା – ଏଥିପାଇଁ ଆଜି ସବୁ ପୁରୁଷଙ୍କ ମୁହଁରେ ଏହା ବାହାରିଥାଏ , କି ମହିଳା….

ଏମିତି ତ୍ ବହୁତ ଥର ଆପଣ ବହୁତ ଲୋକଙ୍କର ମୁହଁରୁ ଏହି କଥା ଶୁଣିଥିବେ କି ମହିଳା ଏକ ସେହି ପହେଲି ଅଟନ୍ତି ଯାହାଙ୍କୁ ବୁଝିବା କାଠିକର ପାଠ , ତେବେ ଆପଣଙ୍କୁ କହିଦେବୁ କି ସୃଷ୍ଟିର ସଂରଚନା କରିଥିବା ଭଗବାନ ନିଜେ ଏହା ବୁଝିପାରିନାହାନ୍ତି , ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଭଗବାନ ଯେବେ ସ୍ତ୍ରୀଙ୍କର ରଚନା କରୁଥିଲେ ତେବେ ଦେବଦୁତ ପ୍ରଶ୍ନ କରିବାରେ ବାଧ୍ୟ ହୋଇଥିଲେ କି ଭଗବାନଙ୍କ ଏହି ସୃଷ୍ଟିର ରଚନାରେ ଏତେ ସମୟ କଣ ପାଇଁ ଲାଗିଗଲା ।ଭଗବାନ ଯେବେ ମହିଳାମାନେ ସ୍ତ୍ରୀକୁ ରଚନା କରୁଥିଲେ ତେବେ ତାଙ୍କ ସୃଷ୍ଟିରେ ବାକି ରଚନା ବନାଇବାରେ ଅଧିକା ସମୟ ଲାଗିଥିଲା ,

ଏମିତିରେ ଦେବଦୁତ ଭଗବାନ ଏହି ପ୍ରଶ୍ନ ପଚାରିଥିଲେ କି ପ୍ରଭୁ ଆପଣଙ୍କୁ ଏହି ରଚନାରେ ଅଧିକା ସମୟ କଣ ପାଇଁ ଲାଗୁଛି , ଏହାର୍ ଜବାବରେ ଭଗବାନ କହିଲେ କି ତୁମେ ତାଙ୍କର ଗୁଣ ଦେଖିଛ, ଏହାପରେ ଭଗବାନ କହିଲେ କି ମୋର ରଚନା ଅଟେ , ଯାହା ସବୁ ପରିସ୍ଥିତିରେ ମୁକାବଲା କରିପାରିବ , ଓ ସେ ଏବେ ସବୁ ପରିସ୍ଥିତିକୁ ସମ୍ଭାଳିନେଉଛନ୍ତି , ଓ ସେ ନିଜେ ଖୁସି ନ ରହି ଅନ୍ୟଙ୍କୁ ଖୁସି ରଖୁଛନ୍ତି ।ଏହା ସହ ସବୁ ଛୁଆଙ୍କୁ ଏକ ସମାନ ପ୍ରେମ ବି କରନ୍ତି , ଏହା ନା କେବଳ ନିଜର ଦାୟିତ୍ୱ ରଖନ୍ତି , ବରଂ ରୋଗାଗ୍ରସ୍ତ ହେଲା ପରେ ବି ସମସ୍ତଙ୍କ କାମ ଓ ଯତ୍ନ ନିଅନ୍ତି

ଏହି ସମୟରେ ଏହି ସବୁ ଗୁଣ ବିଷୟରେ ଶୁଣିକରି ଦେବଦୂତ ଆଶ୍ଚର୍ଯ୍ୟ ହୋଇଗଲେ , ତାପରେ ଭଗବାନଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏହି ରଚନାର ପାଖକୁ ଯାଇକରି ହାତ ଲଗାଇଦେଖିଲେ , ଭଗବାନଙ୍କ ଦ୍ୱାରା ଏହି ରଚନାକୁ ଛୁଇଁବା ପରେ ଦେବଦୂତ କହିଲେ ପ୍ରଭୁ ଏ ବହୁତ କୋମଳ ଅଛି , ଯାହାର ଜବାବରେ ଭଗବାନ କହିଲେ କି କେବଳ ବାହାର ପଟୁ ଦେଖିବାରେ ଏହା କୋମଳ ଲାଗେ , କିନ୍ତୁ ଭିତରୁ ବହୁତ ଶକ୍ତିଶାଳି ଓ ଧୈର୍ଯ୍ୟବାନ ଅଟେ, ଭଗବାନ ଓ ଦେବଦୂତଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା ଜାଣିବାପରେ ବୁଝିପାରିଥିବେ କି କିପରି ଏକ ମହିଳାଙ୍କୁ ବୁଝିବା ଏତେ ମୁସକିଲ୍ ହୋଇଥାଏ ।

Leave a Reply

Your email address will not be published. Required fields are marked *