May 18, 2024

Odia Express

News For Public

ସବୁ ଦିନ ସକାଳୁ ଉଠି ଖାଲି ପେଟରେ କଞ୍ଚା ରସୁଣ ଖାଇବା ଦ୍ୱାରା ହେବ ଏପରି ଚମତ୍କାରୀ ଫାଇଦା , ଜାଣିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ..

1 min read

ସେମିତି ବି ସମସ୍ତଙ୍କ ଘରେ ଆପଣଙ୍କୁ ରସୁଣ ମିଳିଯିବ , କାରଣ ରସୁଣ ର ଉପଯୋଗ ସବୁ ଲୋକେ ଖାଇବାରେ କରିଥାଆନ୍ତି । ସେ ଖାଇବାର ଛୁଙ୍କ ହେଉ ବା ତରକାରୀ , ରସୁଣ ଖାଇବା ଦ୍ୱାରା ସ୍ୱାଦ ବଢିଥାଏ । କିନ୍ତୁ ଆମେ ଆପଣଙ୍କୁ କହି ଦେଉଛୁ କି ରସୁଣରେ ଗୁଣକାରୀ ତତ୍ତ୍ୱ ଥାଏ ଯାହାକି ଆପଣଙ୍କୁ ଯେଉଁ କୌଣସି ରୋଗରୁ ଦୂରରେ ରଖିଥାଏ । ରସୁଣ ଏକ ଅଦ୍ଭୁତ ଖାଦ୍ୟ ଅଟେ , ଆୟୁର୍ବେଦ ରେ ରସୁଣ କୁ ଔଷଧୀ ମାନି ଥାନ୍ତି । ସେଥିପାଇଁ ରସୁଣକୁ ଆପଣଙ୍କ ପ୍ରତିଦିନ ଉପଯୋଗରେ ସାମିଲ୍ କରିବା ଜରୁରୀ । କିନ୍ତୁ ସକାଳ ସକାଳ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ସବୁଠାରୁ ଅଧିକ ଫାଇଦା ମିଳିଥାଏ । କହିଦେଉଛୁ କି ରସୁଣ ରେ ଥିବା ଆଣ୍ତି-ବାୟୋଟିକ୍ ଗୁଣ ଆପଣଙ୍କ ଶରୀରରେ ଇମୁନୋ ପାୱର(ରୋଗ ପ୍ରତିରୋଧକ କ୍ଷମତା) କୁ ବଢେଇ ଦେଇଥାଏ ।

ଏମିତି ବି ଆପଣଙ୍କୁ ଯେ କୌଣସି ରୋଗର କିଟାଣୁ ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ ତେବେ ଆପଣଙ୍କ ଶରୀର ତାଙ୍କ ସହ ଲଢିବା ପାଇଁ କ୍ଷମତା ରଖିଥାଏ। ଆଜି ଆମେ ଏମିତି କିଛି ଫାଇଦା ବିଷୟରେ ଜଣାଇବୁ । କହି ଦେଉଛୁ କି ରସୁଣ ଏକ ଔଷଧୀ ରୁପେ କାମ କରିଥାଏ । ଯଦି ଆପଣଙ୍କୁ ଉଚ୍ଚ ରକ୍ତ ଚାପର ସମସ୍ୟା ଅଛି  ଆପଣଙ୍କୁ ସବୁ ଦିନ ସକାଳ ରସୁଣର ସେବନ କରିବାକୁ ପଡିବ । ଏହାର ସେବନରେ ହୃଦୟ ସଂବନ୍ଧିତ ସବୁ ରୋଗରୁ ଉପଶମ ମିଳିଥାଏ । ହଁ ଆଞ୍ଜା ମଣିଷକୁ ହେଉଥିବା ରୋଗଭିତରୁ ଅଧିକାଂଶ ରୋଗ ପେଟ ଜନିତ ରୋଗ ହିଁ ହୋଇଥାଏ । ଆମର କିଛି ଭୁଲ୍ ଖାଇବା ଦ୍ୱାରା, କିଛି ରାଗ ଖାଇବା ଦ୍ୱାରା ଆମର ଶରୀରରେ ବହୁତ ସାରା ରୋଗ ହୋଇଯାଏ ।

ଯଦି ଆପଣଙ୍କୁ ପେଟ ସଫା ରଖିବା ଅଛି ତ ତେବେ ଆପଣଙ୍କୁ କୌଣସି ବି ରୋଗ ହେବ ନାହିଁ । କହି ଦେଉଛୁ କି ଯଦି ପେଟ କାଟିବା କିମ୍ବା ପେଟରେ ହେଉଥିବା କୀଟାଣୁ ସଂବନ୍ଧିତ କିଛି ସମସ୍ୟା ଅଛି । ତେବେ ସକାଳୁ ଉଠିକରି ଖାଲି ପେଟରେ ରସୁଣ ର ସେବନ କରିଲେ ସବୁ ସମସ୍ୟା ଦୂର ହେଇଯିବ । ଏହା ଛଡା ନିଶାଯୁକ୍ତ ପଦାର୍ଥକୁ ବାହାର କରିଦେଇଥାଏ । କହି ଦେଉଛୁ କି ଖାଲି ପେଟରେ ରସୁଣ ସେବନ କରିବା ଦ୍ୱାରା ଶରୀର ଭିତରେ ହେଉଥିବା ଝିମ୍ ଝିମ୍        ର ସମସ୍ୟା ଦୁର ହୋଇଯାଏ । ଏଥିପାଇଁ ଆପଣଙ୍କୁ ୧୦ ଦିନ ସକାଳୁ ସକାଳୁ ଖାଲି ପେଟରେ ରସୁଣର ସେବନ କରନ୍ତୁ ।  ଏହାଦ୍ୱାରା ଶରୀର ଭିତରେ ଝିମ୍ ଝିମ୍ ର୍ ପରିମାଣ କୁ କମ୍ କରିଥାଏ। ଯଦି ଆପଣଙ୍କୁ ସଂକ୍ରମଣର ସମସ୍ୟା ଅଛି , ତେବେ ଦୁଇଟି ମହତ୍ୱପୂର୍ଣ୍ଣ କଥାକୁ ଧ୍ୟାନ ରଖିବାକୁ ହେବ । ଗୋଟେ କି ଏହାର ସେବନ କଞ୍ଚା ନ ଖାଇ ଓ ଦ୍ୱିତୀୟ କେଉଁ ପ୍ରକାରର ତ୍ୱଚା ସମ୍ଭନ୍ଧୀତ  ସମସ୍ୟା, ଶରୀରରେ ଉଚ୍ଚ ତାପ, ଓ ମୁଣ୍ତବିନ୍ଧା ହେଲେ ଏହାର ସେବନ କରିବା ବନ୍ଦ କରିଦିଅନ୍ତୁ ।

ରସୁଣ ସ୍ୱସଣ ତନ୍ତ୍ର  ପାଇଁ ଭଲ ହୋଇଥାଏ । ଏହା ଟିବି, ଦମା, ନୋମୋନିଆ, ଥଣ୍ତା , ବ୍ରୋକାଇଟିସ୍, ପୁରୁଣା ବ୍ରୋଙ୍କୟଲ୍ ଥଣ୍ତା କିମ୍ବା ଶ୍ୱାସ ଜନିତ ଓ କାଶ କୁ ବନ୍ଦ କରିବା ପାଇଁ ଉପଯୋଗୀ ହୋଇଥାଏ । ଟ୍ୟୁବରକୋଲିସିସ୍ ର ସମସ୍ୟା ହେଲେ ସକାଳ ଖାଲି ପେଟରେ ରସୁଣ ଖାଇବା ବହୁତ ଫାଇଦା ଦେଇଥାଏ ।ଦାନ୍ତରେ ପିଡା ରସୁଣ ଖାଇବା ଦ୍ୱାରା ଫାଇଦା ଦେଇଥାଏ , ଯଦି ପୋକ ଖାଇବା ଦ୍ୱାରା ଦାନ୍ତରେ ପିଡା ହୁଏ  ତେବେ ରସୁଣ ଉପଯୋଗୀ ହୋଇଥାଏ । ରସୁଣ କୁ ଗରମ କରି ତାର ଟୁକୁଡାକୁ ପିଡା ହେଉଥିବା ସ୍ଥାନରେ ରଖିଲେ ଓ କିଛି ସମୟ ପର୍ଯ୍ୟନ୍ତ ଦବାଇକରି ରଖନ୍ତୁ । ଏହା କରିବା ଦ୍ୱାରା ଦାନ୍ତରେ ପିଡା କମ୍ ହୋଇଯାଏ ।

Leave a Reply

Your email address will not be published. Required fields are marked *