May 16, 2024

Odia Express

News For Public

ଫିଲ୍ମ “ହେ ବେବି” ରେ ଦେଖାଯାଉଥିବା ଏହି ଶିଶୁ କଳାକାର ହୋଇସାରିଲେଣି ଏତେ ବଡ , ଏବେ ପୂର୍ବ ଅପେକ୍ଷା ଆହୁରି ସୁନ୍ଦର ଦେଖା ଯାଉଛନ୍ତି…

1 min read

ଯଦି ଆପଣ ଫିଲ୍ମ ଦେଖିବାକୁ ସଉକିନ୍ ଅଛନ୍ତି ତେବେ ଆପଣଙ୍କୁ ପ୍ରାୟ ୮-୯ ବର୍ଷର ପୂର୍ବରୁ ଆସିଥିବା ଫିଲ୍ମ ହେ ବେବି ନିଶ୍ଚିତ ମନେ ଥିବ , ସେମିତି ଆପଣଙ୍କୁ ଜଣେଇଦେବୁ କି ଏହି ଫିଲ୍ମ ବକ୍ସ ଅଫିସ୍ ରେ ସୁପରହିଟ୍ ହୋଇଥିଲା,  ଏହି ଫିଲ୍ମରେ ଅକ୍ଷୟ କୁମାର ଓ ବିଦ୍ୟା ବାଲନ ଲିଡ୍ ରୋଲ୍ ରେ ନଜର ଆସିଥିଲେ  ଆଜି ସେମିତି ସେହି ଫିଲ୍ମ ହେବାର ୯ ବର୍ଷ ହୋଇସାରିଲାଣି , କିନ୍ତୁ ଆଜି ବି ସେହି ଫିଲ୍ମକୁ ଦେଖିବାକୁ ସେତେ ମଜାଦାର୍ ଲାଗୁଛି , ଏହି ଫିଲ୍ମରେ  ବିଦ୍ୟା ବାଲନ ଅକ୍ଷୟ କୁମାରଙ୍କ ଲଭ୍ ଲେଡି ଭୁମିକାରେ ଅଭିନୟ କରିଥିଲେ , ତାହା ସହ ଏଥିରେ ରିତେଶ ଦେଶମୁଖ୍ ଓ ଫାରଦିନ୍ ଖାନ୍ ଥିଲେ ।

ଏହି ଫିଲ୍ମକୁ ସାଜିଦ୍ ଖାନ୍ ଡାଇରେକ୍ଟ କରିଥିଲେ , ଓ ସାଜିଦ୍ ନାଡିଆୱାଲା ପ୍ରଡ୍ୟୁସ୍ କରିଥିଲେ , ଏବେ ପର୍ଯ୍ୟନ୍ତ ସାଜିଦ୍ ଖାନ୍ ନିର୍ଦ୍ଧେଶନା କ୍ୟାରିୟରରେ ବହୁତ ବଡ ଫିଲ୍ମ ଦେଇସାରିଛନ୍ତି , ଓ ପ୍ରଥମଥର ହେବା ଦ୍ୱାରା ହେ ବେବି ର ଷ୍ଟାର୍ କାଷ୍ଟ ତାଙ୍କୁ ବହୁତ ପସନ୍ଦ ଆସିଛି , ଆପଣ ଯଦି ଏହି ଫିଲ୍ମ ଦେଖିଥିବେ ତେବେ ଏଥିରେ ଏକ ଶିଶୁ କଳାକାର ଭୁମିକାରେ ନଜର ଆସିଥିଲେ,  ସେହି ଛୋଟ ଝିଅର କଥା ଆମେ କହୁଛୁ ଯିଏକି ବହୁତ ହସାଇଥିଲା ।

ହଁ ଆଜ୍ଞା , ସେହି ଶିଶୁ କଳାକାରଙ୍କ ନାଁ ଥିଲା ଜୁଆନା ସାଂଘବି , ଯିଏକି ଅକ୍ଷୟ କୁମାର ଓ ବିଦ୍ୟା ବାଲନଙ୍କ ଝିଅ ଭୁମିକାରେ ନଜର ଆସିଥିଲେ , କହିଦେବୁ କି ସଂଘବି ଓରଫ୍ ହେ ବେବି ର ଆଞ୍ଜେଲ୍ ଯେବେ ୧୬ ମାସର ଥିଲେ ତେବେ ସେହି ସମୟରେ ଏହି ଲୋକପ୍ରିୟ ଫିଲ୍ମ ହୋଇଥିଲା,  ସେହି ସମୟରେ ଏହି କଥାର ଅନ୍ଦାଜା ନଥିଲା କି ସେ ଏତେ ବଡ ଅଭିନେତା ମାନଙ୍କ ସହ କାମ କରୁଛନ୍ତି , ଫିଲ୍ମ ପୁରା କାହାଣୀ ଏହି ଛୁଆର ଉପରେ ନେଇ ହୋଇଛି , ଏହି ଛୁଆକୁ ନେଇ ଫିଲ୍ମ ସମସ୍ତଙ୍କ ନାକରେ ଦମ୍ ରଖିଥିଲା ।

ଏହି କାରଣ ଥିଲା ଯାହା ଦର୍ଶକମାନେ ଏହାକୁ ବହୁତ ପସନ୍ଦ କରିଥିଲେ , ଆଞ୍ଜେଲ୍ ର ସୁନ୍ଦର ହସ ଓ ତାଙ୍କର କ୍ୟୁଟ୍ ନେସ୍ ସମସ୍ତ୍ ହୃଦୟକୁ ଛୁଇଁନେଇଥିଲା ଏହି ଛୁଆଟି କେବଳ ସବୁ ଷ୍ଟାର୍ କାଷ୍ଟକୁ ନୁହେଁ ବରଂ ପୁରା ଅଡିଆନ୍ସଙ୍କ ହୃଦୟ ଜିତିପାରିଥିଲେ,  ସେ ହେ ବେବିରେ ଏକ ଡାଇଲଗ୍ କହିଥିଲେ ଯାହା ଥିଲା ଡେଡା ଓ ଏହି ଡାଇଲଗ୍ ତାଙ୍କୁ ଲୋକପ୍ରିୟ କରିଦେଲା ,

ସେମିତି ସେହି ସମୟରେ ସେ କେବଳ ୧୬ ମାସର ଥିଲେ କିନ୍ତୁ ଏବେ ସେ ୧୧ ବର୍ଷର ହୋଇସାରିଛନ୍ତି , ସେ ଏବେ ଏମିତି ଦେଖାଯାଉଛନ୍ତି , ସୁଚେଇ ଦେବୁ କି ସେ ଏବେ ମାଲେସିଆରେ ରହୁଛନ୍ତି , ଓ ସେ ଏକ ମାଲେସିଆର ଫିଲ୍ମରେ କାମ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *