May 16, 2024

Odia Express

News For Public

ଚାଣକ୍ୟଙ୍କ ଅନୁସାରେ ବୟସର ବଡ ଝିଅକୁ ବାହାହେଲେ ପାଇବେ ୪ ଟି ଅନୋଖା ଫାଇଦା – ଜାଣିଲେ ଆପଣ କେବେ ତାଙ୍କ ହାତ ଛାଡି ରହିପାରିବେ ନାହିଁ – ଆସନ୍ତୁ ଜାଣିବା…

ଏଥିରେ କୌଣସି ଦୁଇଟି ରାୟ ନାହିଁ କି ମଣିଷ ନିଜ ଜୀବନରେ ଦିନେ ନା ଦିନେ ବିବାହ ପରି କଠିନ ପ୍ରଶ୍ନକୁ ସାମ୍ନା କରିଥାଏ , ଆଜି କାଲିର ବହୁତ ଲୋକ ଏପରି ଅଛନ୍ତି ଯିଏ ବିବାହ କରିବାକୁ ଦୁରେଇ ରୁହନ୍ତି , ଏହା ଛଡା ଆଜି କାଲିର ଲୋକ ନିଜ ଜୀବନ ଓ କ୍ୟାରିୟର ଏତେ ଅଡୁଆରେ ପଡିଗଲେଣି କି ତାଙ୍କ ପାଖରେ ବାହା ହେବାପାଇଁ ସମୟ ହୋଇନାହିଁ । ଏମିତିରେ ତାଙ୍କ ବୟସ  ବହୁତ ଅଧିକା ହୋଇଯାଏ , ସେମିତି ପୁରୁଷଙ୍କ କଥା କହିଲେ ଅଧିକାଂଶ ପୁରୁଷ ନିଜ ଠାରୁ ଛୋଟ ବୟସର ଝିଅକୁ ବିବାହ କରିବାକୁ ପସନ୍ଦ କରନ୍ତି ।

ହଁ ଆଜ୍ଞା ଏହି କାରଣରୁ ଆମର ଭାରତୀୟ ସମାଜରେ ବହୁତ କମ୍ ଦେଖିବାକୁ ମିଳିଥାଏ , ଯେଉଁଠି ଝିଅର ବୟସ କମ୍ ହୋଇଥାଏ , ସେମିତି ଆମ ସମାଜରେ ଏହା ଭାବନା ଅଛି କି କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏପରି କଥା କହିବାକୁ ଯାଉଛୁ , ଯାହା ଦ୍ୱାରା ପ୍ରମାଣିତ ହୋଇଯିବ କି ନିଜ ଠାରୁ ବଡ ବୟସର ଝିଅକୁ ବାହାହେଲେ କେତେ ଫାଇଦା ହୋଇଥାଏ , ଏଠାରେ ଚାଣକ୍ୟ ନୀତିରେ ନିଜ ଠାରୁ ବଡ ବୟସର ଝିଅକୁ ବିବାହ କରିଲେ ବହୁତ ସାରା ଫାଇଦା ବିଷୟରେ କୁହାଯାଇଛି , ତେବେ ଆସନ୍ତୁ ଏହି ଫାଇଦାଗୁଡିକ ବିଷୟରେ ବିସ୍ତାରରେ କହିବୁ ।

୧) ଦାୟିତ୍ୱ : ଜଣେ ଦେବୁ କି ଯଦି କେଉଁ ପୁରୁଷ ନିଜ ଠାରୁ ବଡ ବୟସର ଝିଅକୁ ବାହାହୁଏ ଏବେ ବୟସର କୌଣସି କଥାକୁ ନେଇ ଚିନ୍ତା କରିବା ଦରକାର ପଡେନି , ହଁ ଆଜ୍ଞା ଏହା ଏଥିପାଇଁ କାରଣ ଅଧିକା ବୟସ୍କ ଝିଅମାନେ ଅଧିକା ଦାୟିତ୍ୱ ବୋଧ ରଖନ୍ତି , ଏମିତିରେ ସେ ନିଜ ସ୍ୱାମୀଙ୍କର ସବୁ ଅସୁବିଧାର ସମୟରେ ସହଜରେ ସମାଧାନ କରିବାକୁ ପ୍ରୟାସ କରନ୍ତି ।

୨) ଆତ୍ମନିର୍ଭର : ଏହା ଛଡା ବଡ ବୟସ୍କ ଝିଅଙ୍କୁ ବିବାହ କରିଲେ ଏକ ବଡ ଫାଇଦା ହୋଇଥାଏ କି ସେମାନେ ପୁରା ଭାବେ ଆର୍ମନିର୍ଭରଶୀଲ ହୋଇଥାନ୍ତି , ଏମାନଙ୍କୁ ଆର୍ଥିକ ରୁପରେ କାହା ଉପରେ ନିର୍ଭର କରିବାକୁ ପଡୀନଥାଏ , ଏହା ସହ ନିଜ ସବୁ ଛୋଟ ବଡ କାମ ନିଜ ଦ୍ୱାର କରିବାର ଯୋଗ୍ୟତା ରଖନ୍ତି , ଓ ଏଥିରେ ତାଙ୍କର ବୈବାହିକ ଜୀବନ ଖୁସି ହୋଇଥାଏ ।

୩) ଇମାନଦାର୍ : ଜଣେଇ ଦେବୁ କି ବଡ ବୟସ୍କ ଝିଅ କିମ୍ବା ମହିଳାମାନେ ନିଜର ସବୁ ସଂମ୍ପର୍କ ପୁରା ଇମାନଦାରୀ ସହ ନିଭାଇଥାନ୍ତି , ଏହି ମହିଳାଙ୍କ ପାଇଁ ନିଜ ସଂମ୍ପର୍କରୁ ବଳିକରି ଅଧିକା ଦରକାର ହୋଇଥାଏ , ଓ ବାକି ଜିନିଷ ଗୁଡିକ  ପଛରେ ଆସେ , ଏହା ଛଡ ଏହି ମହିଳା ମରିବା ପର୍ଯ୍ୟନ୍ତ ନିଜ ସ୍ୱାମୀଙ୍କ ହାତ କେବେ ଛାଡନ୍ତି ନାହିଁ ।

୪) ଆର୍ଥିକ ରୁପରେ ମଜବୁତ୍ : କହିଦେବୁ କି ବଡ ବୟସ୍କ ଝିଅକୁ ବିବାହ କରିଲେ ସବୁଠାରୁ ବଡ ଫାଇଦା ଏହା ହୋଇଥାଏ କି ସେ ଆପଣଙ୍କୁ ଆର୍ଥିକ ରୁପରେ ସାହାଯ୍ୟ କରିପାରନ୍ତି , ମାନେ ଏହି ମହିଳା ଆର୍ଥିକ ରୁପରେ ମଜବୁତ୍ ହୋଇଥାନ୍ତି , ଏମିତିରେ ଘରେ କମାଉଥିବା ଆପଣ ଏକେଲା ବ୍ୟକ୍ତି ହୋଇନଥାନ୍ତି , ଏହା ଛଡା ଏହି ମହିଳାମାନେ ସହଜରେ ଆପଣଙ୍କ ଘରର ସବୁ ଖର୍ଚ୍ଚକୁ ଭଲରେ ତୁଲାଇଦିଅନ୍ତି ।

Leave a Reply

Your email address will not be published. Required fields are marked *