May 16, 2024

Odia Express

News For Public

IAS ଇଣ୍ଟରଭ୍ୟୁରେ ପଚାରାଗଲା ଏପରି ପ୍ରଶ୍ନ , ଯାହାର ଉତ୍ତର କେହି ଦେଇପାରିଲେନି ତ ଏହି ଝିଅ ଯାହା ଜବାବ୍ ଦେଲା ତାହା ଶୁଣି ସମସ୍ତେ ଚକିତ ହେଇଗଲେ…

1 min read

ସଂଘ ଲୋକ ସେବା ଆୟୋଗ(IAS) ପରୀକ୍ଷା ସବୁଠାରୁ କଠିନ ପରିକ୍ଷାରୁ ଗୋଟେ ଅଟେ । ଏହାକୁ କ୍ଲିଅର୍ କରିବା ସମସ୍ତଙ୍କ ପକ୍ଷରେ ସଂମ୍ଭବପର ହୋଇନଥାଏ , ଓ ତାଠାରୁ କଠିନ ସମୟ ତେବେ ଆସିଥାଏ ଯେବେ ଆପଣଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାହୋଇଥାଏ , ଏଥିରେ ପାସ୍ ହେବାପାଇଁ ଆପଣଙ୍କୁ ଆତ୍ମବିଶ୍ୱାସ ସହ ଉପସ୍ଥିତବୁଦ୍ଧି ଖଟାଇ ଏହାର ଉତ୍ତର ଦେବାକୁ ହୋଇଥାଏ , ଆମେ ତଳେ ଏହି ଇଣ୍ଟରଭ୍ୟୁରେ ପଚାରାଯାଇଥିବା କିଛି ଅଜବଧରଣର ମଜାଦାର ପ୍ରଶ୍ନଗୁଡିକ ପଚାରିଛୁ , ଯାହା ବହୁତ ସରଳ ଅଟେ , କିନ୍ତୁ ଏହାର ଉତ୍ତର ଦେଲା ବେଳକୁ ଆଶାର୍ଥୀର ମୁଣ୍ତ କାମ କରିବା ବନ୍ଦ କରିଦିଏ ।

ପ୍ରଶ୍ନ ୧: ଆପଣ ସକାଳୁ ଉଠିଲେ ଓ ଆପଣଙ୍କୁ ଜଣାପଡିଲା କି ଆପଣ ଗର୍ଭବତୀ ଅଛନ୍ତି , ତେବେ ଆପଣ କଣ ପ୍ରଥମେ କରିବେ ?ଉତ୍ତର : ମୁଁ ପ୍ରଥମେ ବହୁତ ଖୁସି ହେବି ଓ ସବୁଠାରୁ ପ୍ରଥମେ ମୋର ସ୍ୱାମୀଙ୍କୁ ଏହି ଖୁସିଖବର ଜଣାଇବି ।

ପ୍ରଶ୍ନ ୨: ଗୋଟିଏ ବିଲେଇର ତିନୋଟି ଛୁଆ ଥିଲେ , ତାଙ୍କ ନାଁ ଜାନୁୟାରି, ଫେବୃୟାରୀ ଓ ମାର୍ଚ୍ଚ ଥିଲା , ତେବେ ବିଲେଇର ନାଁ କଣ ଥିଲା ? ଉତ୍ତର : ଅତି ସରଳ ଉତ୍ତର ଏହାର ଉତ୍ତର ହେଲା କଣ ଥିଲା ।

ପ୍ରଶ୍ନ ୩ : ମୟୂର ଏକ ପକ୍ଷୀ ଅଟେ,  ଯିଏ ଅଣ୍ତା ଦିଏ ନାହିଁ , ତେବେ ମୟୂର କିପରି ଛୁଆ ଜନ୍ମ କରିଥାଏ ? ଉତ୍ତର: କାରଣ ମାତା ମୟୁର ଅଣ୍ତା ଦେଇଥାଏ , ପୁରୁଷ ମୟୁର ନୁହେଁ ।

ପ୍ରଶ୍ନ ୪ : ଅଧା ସେଓ କିପରି ଦେଖାଯାଏ ? ଉତ୍ତର : ଦ୍ୱିତୀୟ ଅଧା ସେଓ ।

ପ୍ରଶ୍ନ ୫: ଯଦି ୨ ଟି କମ୍ପାନୀ ଅଛି , ଓ ୩ ଟି ଭିଡ ତେବେ ୪ ଓ ୫ ର କଣ ହେବ ? ଉତ୍ତର : ୯ କାରଣ ୪ ଓ ୫ ସବୁବେଳେ ୯ ହୋଇଥାଏ ।

ପ୍ରଶ୍ନ ୬ : କଣ ଆପଣ ବୁଧବାର, ଶୁକ୍ରବାର, ଓ ରବିବାରର ନାମ ନ ନେଇ ତିନିଥର୍ ଲଗାତାର ପଡୁଥିବା ଦିନର ନାଁ ନେଇପାରିବେ ? ଉତ୍ତର : କାଲି, ଆଜି ଓ କାଲି ।

ପ୍ରଶ୍ନ ୭ : ଆପଣଙ୍କୁ ଏକ ଫିକା ଚାହା ପିଇବାର୍ ଅଛି । କିନ୍ତୁ ସେଥିରେ ଗୋଟେ ଚାମଚ ଚିନି ମିଶାଇବାର ଅଛି , ତେବେ କୁହନ୍ତୁ ଫିକା ଚାହା କିପରି ପିଇବେ କୁହନ୍ତୁ ? ଉତ୍ତର: ପ୍ରଥମେ ଚାହାରେ ଚିନି ମିଶାଇଲେ , ତାପରେ ଚାହା ପିଇବା ପୁର୍ବରୁ ଦୁଇ ଚାମଚ ଚିନି ନିଜେ ଖାଇଲେ , ଚିନି ଖାଇବାପରେ ଚାହା ପିଇଲି , ଯାହା ଫିକା ଲାଗିଲା  କାରଣ ଅଧିକା ମିଠା ଖାଇଲେ ଚାହାର ମିଠାପଣ ଜଣା ପଡେ ନାହିଁ ।

ପ୍ରଶ୍ନ ୮ : ବ୍ୟାଙ୍କ୍ ଅଫ୍ ବଙ୍ଗାଲ୍ କେଉଁ ଷ୍ଟେଟରେ ଅଛି ? ଉତ୍ତର : ଲିକ୍ୱିଡ୍ ଷ୍ଟେଟ୍ ରେ

ପ୍ରଶ୍ନ ୯ : ଜଣେ ମହିଳା ନିଜ ସ୍ୱାମୀକୁ ସବୁ କିଛି ଦେଇପାରିବ  କିନ୍ତୁ କେଉଁ ଜିନିଷ ଅଛି ଯାହା ନିଜ ସ୍ୱାମୀକୁ କେବେ ଦେଇପାରିବ ନାହିଁ ?

ଉତ୍ତର : ଏହାର ଉତ୍ତର ବହୁତ ସହଜ ଅଟେ , ତେବେ ଏହାର ଜବାବ ରାକ୍ଷୀ ଅଟେ , ହଁ ଆଜ୍ଞା ଜାହିର୍ କଥା ଏହା କି ଏହି ଦୁନିଆଁରେ କେହି ବି ମହିଳା ନାହାନ୍ତି ଯିଏ ନିଜ ସ୍ୱାମୀକୁ ଭାଇ କରିବାକୁ ଚାହିଁବ ।

Leave a Reply

Your email address will not be published. Required fields are marked *