May 16, 2024

Odia Express

News For Public

ମାଛର ମୁଣ୍ତକୁ ଖାଉଥିବା ୯୯ % ଲୋକ ଏହି କଥା ଜାଣିନାହାନ୍ତି – ଏହି ଖବର କୁ ଜାଣିନିଅନ୍ତୁ ନହେଲେ ପଛରେ ପସ୍ତେଇବେ ଆପଣ..

1 min read

କୁହନ୍ତି ରୁଟିର ଅସଲ ସ୍ୱାଦ ହିଁ କହିପାରିବ , ଯିଏ ଲମ୍ବା ସମୟ ଅପେକ୍ଷା କରିଛି , ଏମିତିରେ ଭୋକ ମିଟାଇବାପାଇଁ ଦୁନିଆଁରେ ସବୁ ରାଜ୍ୟରେ କେତେ ପ୍ରକାରର ବ୍ୟଞ୍ଜନ ହୁଏ , ମୁଳରୁପରେ ଭୋଜନ ଦୁଇ ପ୍ରକାରର ହୋଇଥାଏ ଗୋଟେ ହେଲା ମାଂସାହାରୀ , ଓ ଶାକାହାରି, ଆଜି ଏହି ଆର୍ଟିକିଲ୍ ରେ ଖାସ୍ କରି ସେହି ଲୋକଙ୍କର ପାଇଁ ନେଇକରି ଆସିଛୁ, ଯିଏ ମାଂସ ଖାଇବାରେ ସଉକ ରଖନ୍ତି , ଶରିରରେ ମାଂସ ପୋଷ୍ଟିକ ଓ ପ୍ରୋଟିନ୍ ତତ୍ତ୍ୱ ଦେଇଥାଏ,  ଯାହା ଯେ କୌଣସି ମଣିଷ ପାଇଁ ଆୟୁର୍ବେଦିକ ଔଷଧୀ ପରି କାମ କରେ , ମାଂସ ଅପେକ୍ଷା ମାଛରେ ଅଧିକା ଖାଇବାକୁ ମଜା ଲାଗେ । ମାଛ ନା କେବଲ ଖାଇବାକୁ ବରଂ ବହୁତ ଫାଈଦା ଅଛି , ଏହ ଦ୍ୱାରା ଶରୀରରେ ବହୁତ ଅଙ୍ଗଗୁଡିକୁ ଫାଈଦା ପହଞ୍ଚାଇ ଥାଏ,  ବହୁତ ଲୋକ ମାଛର ମୁଣ୍ତକୁ ଖାଇବାକୁ ପସନ୍ଦ କରନ୍ତି , ଆସନ୍ତୁ ଜାଣିବା ସେହି ମାଛ ମୁଣ୍ତ ସଂକ୍ରାନ୍ତିତ କିଛି ଖବର ଉପରେ ନଜର ।

ସେମିତି ମାଛ ପୁରା ଶରିରକୁ ଖାଇବାରେ ସ୍ୱାଦିଷ୍ୟ କରିଥାଏ,  କିନ୍ତୁ ଯଦି କଥା ହେବା ମୁଣ୍ତ ପଟ ଖାଇବା କଥା ତେବେ କହିଦେବୁ କି ମୁଣ୍ତ ଖାଈଲେ ମସ୍ତିଷ୍କକୁ ବିଶେଷ ସିଗନେଲ୍ ମିଳେ,  ଯାହା ଦିମାଗ ବହୁତ ଗୁନା ବଢିଯାଏ , ଯଦି ଆପଣ ଭୁଲିବାର ବିମାରି ଅଛି , ତେବେ ଏହାକୁ ମାଛର ତେଲକୁ ସେବନ କରନ୍ତୁ , ମାଛର ମୁଣ୍ତ ଓମେଗା -୩ ରେ ଭରପୁର୍ ହୋଇଥାଏ,  ଯାହା ମନୁଷ୍ୟଙ୍କ ସ୍ମରଣଶକ୍ତି ଦୁଇ ଗୁଣା କରିଦିଏ ।

ଯଦି ଆପଣ କେଉଁ ପ୍ରକାରର ଆଖି ଜନିତ ରୋଗରେ ପିଡିତ ଅଛନ୍ତି , ତେବେ ମାଛର ତେଲ ସେବନ କରିଲେ ଏହା  କାରଗରହୋଇଥାଏ,  ବୁଢା ଓ ଛୁଆ ମାଛର ମୁଣ୍ତକୁ ସେବନ କରିଥାନ୍ତି , ଏଥିରେ ଭିଟାମିନ୍ ଏ ଭରପୁର୍ ମାତ୍ରାରେ ମିଳିଥାଏ, ଯାହା ଆଖି ପାଇଁ ଫାଇଦାଦାୟକ ହୋଇଥାଏ,  ଯେଉଁ ଲୋକଙ୍କର ଆଖି ଖରାପ ରହୁଛି ସେମାନେ ମାଛର ତେଲ ସେବନ କରନ୍ତୁ ।

ଆଜିର ସମୟରେ ମନୁଷ୍ୟ ନିଜ ଖାଦ୍ୟପେୟରେ ଅଭ୍ୟାସ ପରିବର୍ତ୍ତନ କରିବସିଛି , ଯାହାର କାରାଣରୁ ତାକୁ ନାନାଦି ରୋଗ ସହ ଭୋଗିବାକୁ ପଡୁଚି , ଏହି ସଉବୁ ରୋଗରୁ ଷ୍ଟୋନ୍ ହେବା ଏକ ବଡ କାରଣ ହୋଇଥାଏ,  ଯାହାକି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ମାଛର ମୂଣ୍ତକୁ ସେବନ କଲେ ଏହା ଷ୍ଟୋନ୍ ଜନିତ ଅସୁବିଧାକୁ ମୁଳରୁ ନାଶ କରିଥାଏ ।

ଆଜିର ସମୟରେ ଅଧିକାଂଶ ଲୋକଙ୍କର ବାଳ ଝଡିବା ରୋଗ ଦେଖାଯାଏ , ଯଦି ଆପଣ ଏହି ସମସ୍ୟାରେ ପିଡିତ ତେବେ ମାଛର ମୁଣ୍ତ  ସେବନ କରିବା ଆରମ୍ଭ କରିଦିଅନ୍ତୁ ।ତେବେ ଯଦି ଆପଣଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଛି ତେବେ ଏହାକୁ ନିଶ୍ଚୟ ସେୟାର କରିବେ

Leave a Reply

Your email address will not be published. Required fields are marked *