May 16, 2024

Odia Express

News For Public

ଶାଶୁ ଓ ଜ୍ୱାଇଁଙ୍କର ମଜାଦାର୍ ଜୋକ୍ସ – ଥରେ ଜ୍ଵାଇଁପୁଅ ନିଜ ଶଶୁରଘରେ ୨୫ ଟି ରୁଟି ଖାଇସାରିଥିଲା , ତେବେ ଶାଶୁ ଚିନ୍ତାରେ ପଡି କହିଲେ କି ତମେ..

ଭଲ ସ୍ୱାସ୍ଥ୍ୟ ପାଇଁ ହସିବା ବହୁତ ଉତ୍ତମ ମାନାଯାଏ , ଓ ଏହା ବହୁତ ବର୍ଷରୁ ସ୍ୱାସ୍ଥ୍ୟ ସହ ଯୋଡି ହୋଇଥିବା ଏକ ଗୁରୁତ୍ୱପୁର୍ଣ୍ଣ ଭାଗ ହୋଇଥାଏ । ଆପଣ ହସିକରି ମନ ମସ୍ତିଷ୍କ ଓ ସୁସ୍ଥ୍ୟ ରହିପାରିବେ । ହସ ଏପରି ଏକ ମେଡିସିନ୍ ଅଟେ ଯାହା ବିନା ପଇସା ଖର୍ଚ୍ଚ କରି ମିଳିଯାଇଥାଏ , ଆଜି କାଲି ଚିନ୍ତାରେ ଭରା ଦୁନିଆଁରେ ଷ୍ଟ୍ରେସ୍ ବହୁତ ଅଧିକା ହୋଇଯିବା କାରଣରୁ  ବହୁତ ଲୋକେ ଚିନ୍ତାରେ ରହି ନିଜକୁ ଦୁର୍ବଲ ହୋଇଯାଉଛନ୍ତି , ଏଥିରୁ ବଞ୍ଚିବା ପାଇଁ ହସିକରି ଚିନ୍ତାକୁ ଦୁର କରିପାରିବେ ।ଆସନ୍ତୁ ଜାଣିବା କିଛି ମଜାଦାର୍ ଜୋକ୍ସ କେବଳ୍ ଆପଣଙ୍କ ପାଇଁ ।

ପୁଅ : ଆପଣ ଏତେ ସୁନ୍ଦର କିପରି ହେଲେ ?

ଝିଅ : ମଦ ଯୋଗୁଁ ।

ପୁଅ – ଆପଣ ମଦ ପିଉଛନ୍ତି ? ଝିଅ – ମୁଁ ପିଏ ନାହିଁ , ତୁମେ ନିଶାରେ ଅଛ , ଯାହାକି ମୁଁ ସୁନ୍ଦର ଦେଖାଯାଉଛି  ।

ମୁଁ କାଲି ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲି , ଗୋଟେ ଝିଅ ଆସିଲା , ଓ ମୋତେ ହସିକରି କହିଲା ସିଙ୍ଗଲ୍ ଅଛ ? ମୁଁ କହିଲି ହଁ ମୁଁ ଅଛି , ଏତିକି କହିଲା ବେଳକୁ ମୋ ସାମ୍ନାରେ ଥିବା ଚେୟାର୍ ନେଇକରି ପଳେଇଲା ।

ସ୍ତ୍ରୀ : ହେ ଶୁଣୁଛ , ମୁଁ ବଜାର ଯାଉଛି  ତୁମ ପାଇଁ ହନି ଆଣିବି କି ସ୍ୱାମୀ : ହଁ ଆଣିଦିଅ । ସ୍ତ୍ରୀ କେଉଁଟା ଡାବଲ୍ ବାଲା ନା ପାତାଞ୍ଜଳୀ ବାଲା , ସ୍ୱାମୀ : ଡେରା ବାଲି ।

ଯଦି ଭାରତ ସରକାର ଫେସବୁକ୍କ୍ ଓ ହ୍ୱାଟ୍ସଆପ୍ ରେ ବଦଳାଇବାପାଇଁ ୧ ଟଙ୍କା ଶୁଳ୍କ ଲଗାନ୍ତି ତେବେ କିଛି ଦିନରେ ଭାରତ ଆମେରିକାରୁ ଚିନ୍ କୁ ଲୋନ୍ ଦେବାପାଇଁ ସକ୍ଷମ ହୋଇଯିବ ।

ପୁଅ : ଚଲତି ହୋ କ୍ୟା ୯ ସେ ୧୨

ଝିଅ : ଚାଲ୍  ପୁଅ : କେଉଁଆଡେ ? ଝିଅ : ପ୍ରିନ୍ସିପାଲ୍ ପାଖକୁ , ପୁଅ : ହେ ଭଉଣୀ ମଜାକ୍ କରିପାରିବିନି ନା କଣ  ଝିଅ : ଆରେ ବୋକା ଛୁଟି ମାଗିବାପାଇଁ ।

ଦୁଇ ସାଙ୍ଗ ବହୁତ ବର୍ଷ ପରେ ଦେଖାହେଲେ । ପ୍ରଥମ ସାଙ୍ଗ : କେତୋଟି ଛୁଆ ଅଛନ୍ତି କିରେ । ଦ୍ୱିତୀୟ ସାଙ୍ଗ : ମୋର ୪ ଟି ଛୁଆ ଅଛନ୍ତି , ପ୍ରଥମ ସାଙ୍ଗ : କଣ କରୁଛନ୍ତି । ଦ୍ୱିତୀୟ ସାଙ୍ଗ ପ୍ରଥମେ ଏମ୍ ବିଏ, ଦ୍ୱିତୀୟ ଏମ୍ ସିଏ , ତୃତୀୟଟି ଏମ୍ ଟେକ୍ କରୁଛି , ଓ ଚତୁର୍ଥ ପୁଅ ଟି ଚୋର ଅଟେ,  ଦ୍ୱିତୀୟ ସାଙ୍ଗ : ତା ଠାରୁ ତ ରୋଜଗାର ଆସୁଛି , ବାକି ସମସ୍ତେ ବେରୋଜଗାର ଅଛନ୍ତି ।

ବାପା ଓ ତାଙ୍କର ୧୨ ବର୍ଷର ପୁଅ ହୋଟେଲ୍ କୁ ଗଲେ , ବାପା : ୱେଟର୍ ଗୋଟେ ବିୟର୍ , ଓ ଏକ ଆଇସକ୍ରିମ୍ ଆଣ , ପୁଅ : ଆଇସକ୍ରିମ୍ କଣ ପାଇଁ ବାପା , ଆପଣ ବି ବିୟର୍ ନିଅନ୍ତୁ ନାଁ , ତାପରେ ପୁଅକୁ ଚପ୍ପଲ୍ ଚପ୍ପଲ୍ ମାଡ ।

ଗୋଟେ ଜ୍ୱାଇଁ ନିଜ ଶଶୁରଘରେ ୨୫ ଟି  ରୁଟି ଖାଇସାରିଥିଲା,  ତେବେ ଶାଶୁ ଚିନ୍ତାରେ କହିଲେ, ଜ୍ୱାଇଁ ପୁଅ ମଝିରେ ମଝିରେ ପାଣି ବି ପିଇନିଅ , ଜ୍ୱାଇଁ : ହଁ ମୁଁ ମଧ୍ୟ ମଝିରେ ମଝିରେ ପାଣି ପିଏ , ଶାଶୁ : ମୁଂ ତ ଦେଖିନି , ଜ୍ୱାଇଁ : ଖାଲି ଦେଖନ୍ତୁ , ଏବେ ମଝି ହୋଉ ଆଗ

Leave a Reply

Your email address will not be published. Required fields are marked *