May 21, 2024

Odia Express

News For Public

ବିବାହିତ ହେବା ସତ୍ବେ ଏହି ନାରୀମାନଙ୍କୁ କୁଆଁରୀ ମାନ୍ୟତା ମିଳିଚି, ଥରେ ନିଶ୍ଚିତ ପଢନ୍ତୁ ଏ ବିଷୟରେ..

ଯଦି ଆମେ ନିଜର ହିନ୍ଦୁ ଧର୍ମ ର କଥା କହିବୁ ତ ହିନ୍ଦୁ ଧର୍ମ ଅନୁଯାୟୀ ଯେବେ କୌଣସି ଝିଅର ଥରେ ବିବାହ ହୋଇଯାଏ , ତ ତାକୁ କୁମାରୀ କୁହାଯାଏ ନାହିଁ । ହଁ ଆଜ୍ଞା ପଛକେ ସେ ବିବାହ ପରେ ନିଜର ସ୍ଵାମୀ ଠାରୁ ଅଲଗା ହୋଇଯାଉ କିନ୍ତୁ ତାପରେ ମଧ୍ୟ ସ୍ଵାମୀ ଠାରୁ ଅଲଗା ହେବା ପରେ ମଧ୍ୟ ତାକୁ ଛାଡୁରୀ କୁହାଯାଇଥାଏ । ମାନେ ଥରେ ବିବାହ ହେବା ପରେ ଝିଅର କୁମାରୀତ୍ଵ ଶେଷ ହୋଇଯାଇଥାଏ । କିନ୍ତୁ ତାପରେ ମଧ୍ୟ ଆମର ପୁରାଣରେ ଏଭଳି ଅନେକ ନାରୀଙ୍କ ବିଷୟରେ କୁହାଯାଇଛି , ଯେଉଁମାନଙ୍କ ବିବାହ ହେବାପରେ ମଧ୍ୟ ସେମାନେ କୁମାରୀ ମାନ୍ୟତା ପ୍ରାପ୍ତ ହୋଇଛନ୍ତି । ଏବେ ଏହି ନାରୀମାନେ କେଉଁମାନେ ଅଟନ୍ତି, ଏହା ତ ଆପଣଙ୍କୁ ସଂପୂର୍ଣ୍ଣ ଖବର ପଢିବା ପରେ ଜଣାପଡିବ । ତେବେ ଆସନ୍ତୁ ଆପଣଙ୍କୁ ମଧ୍ୟ ଏହି ମହିଳାଙ୍କ ବିଷୟରେ ବିସ୍ତାର ପୂର୍ବକ ଜଣେଇବୁ ।

ଅହଲ୍ୟା: ଏହି ତାଲିକାର ସର୍ବପ୍ରଥମ ନାମ ଅହଲ୍ୟାଙ୍କର ସାମିଲ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଦିନେ ଗୌତମ ରୁଷି ପ୍ରାତଃ ସ୍ନାନ କରିବା ଓ ପୂଜା କରିବାକୁ ଘରୁ ବାହାରକୁ ଯାଇଥିଲେ ଓ ସେହି ସମୟରେ ଇନ୍ଦ୍ର ଦେବ ତାଙ୍କର ରୂପ ଧାରଣ କରି ସେଠାରେ ପହଞ୍ଚି ଗଲେ । ଜଣେଇଦେବୁ କି ଏହାପରେ ଇନ୍ଦ୍ର ଦେବ ଅହଲ୍ୟାଙ୍କ ସହିତ ସମ୍ପର୍କ ମଧ୍ୟ ବନେଇଦେଲେ ଓ ସେତେବେଳେ ଗୌତମ ଋଷି ସେଠାରେ ପହଞ୍ଚି ଗଲେ । ଯାହାପରେ ଅହଲ୍ୟା ନିଜର ସ୍ଵାମୀ ଗୌତମ ଋଷିଙ୍କୁ ସଂପୂର୍ଣ୍ଣ କଥା କହିଲେ । କିନ୍ତୁ ଅହଲ୍ୟାତ ନିଜର ସ୍ଵାମୀଙ୍କ ପ୍ରତି ପୂର୍ଣ୍ଣ ରୂପେ ନିଷ୍ଠାବାନ ଥିଲେ । ମାନେ ସେ ତ ଇନ୍ଦ୍ରଦେବ ଙ୍କୁ ଗୌତମ ଋଷି ଭାବି ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ଏ ସମୟରେ କୌଣସି ପ୍ରକାରେ ଅହଲ୍ୟାଙ୍କର ପବିତ୍ରତା ଭଙ୍ଗ ହୋଇନଥିଲା ଓ ଏହି କାରଣରୁ ତାଙ୍କୁ କୁମାରୀ ମାନ୍ୟତା ପ୍ରାପ୍ତ ହେଲା ।

ମନ୍ଦୋଦରୀ: ଏହି ତାଲିକା ର ଦ୍ଵିତୀୟ ନାମ ମନ୍ଦୋଦରୀଙ୍କର ସାମିଲ ଅଛି । ଯଦି ପୁରାଣକଥା ମାନିବା ତ ରାବଣ ମନ୍ଦୋଦରୀଙ୍କ ସୁନ୍ଦରତା ଦେଖି ତାଙ୍କୁ ବିବାହ କରିଥିଲେ। କିନ୍ତୁ ରାବଣଙ୍କର ମୃତ୍ୟୁପରେ ଯେବେ ଶ୍ରୀରାମ ପ୍ରଭୁ ବିଭୀଷଣଙ୍କୁ ମନ୍ଦୋଦରୀଙ୍କୁ ଆଶ୍ରୟ ଦେବାନିମନ୍ତେ କହିଲେ ତ ସେ ମାନିଗଲେ । ଜଣେଇଦେବୁ କି ମନ୍ଦୋଦରୀଙ୍କର ଏହି ଗୁଣ କାରଣରୁ ତାଙ୍କୁ ପବିତ୍ର ମାନ୍ୟତା ମିଳିଥିଲା । ଯଦିଓ ବିଭୀଷଣଙ୍କ ଠାରେ ଆଶ୍ରୟ ନେବା ପରେ ମଧ୍ୟ ମନ୍ଦୋଦରୀ କେବେ ନିଜର ପବିତ୍ରତା ଭଙ୍ଗ ହେବାକୁ ଦେଇନାହାନ୍ତି ଓ ଏହି ତାଙ୍କ କୁମାରୀତ୍ଵର ସର୍ବୋଚ୍ଚ ପ୍ରମାଣ ଅଟେ ।

କୁନ୍ତୀ: ଉଲ୍ଲେଖାଯୋଗ୍ୟ ଯେ କୁନ୍ତୀ ଓ ପଣ୍ଡୁଙ୍କର ବିବାହ ସ୍ଵୟଂବରରେ ହୋଇଥିଲା। ଯାହାକି ପଣ୍ଡୁଙ୍କୁ ଶାପ ମିଳିଥିଲା ଯେ ସେ କୌଣସି ସ୍ତ୍ରୀଙ୍କୁ ସ୍ପର୍ଶ କରିବେ ତ ତାଙ୍କର ମୃତ୍ୟୁ ହୋଇଯିବ। ଏ ସ୍ଥିତିରେ ପଣ୍ଡୁଙ୍କୁ ସବୁବଳେ ଏକଥାର ଚିନ୍ତା ଗ୍ରାସ କରୁଥିଲା ଯେ ଯଦି ତାଙ୍କର ମୃତ୍ୟୁ ହୋଇଯିବ ତ କୁରୁବଂଶ ଶେଷ ହୋଇଯିବ । ଏ ସ୍ଥିତିରେ କୁନ୍ତୀ ପଣ୍ଡୁଙ୍କ ସହିତ ସମ୍ପର୍କ ସ୍ଥାପିତ ନକରି ମଧ୍ୟ ଧର୍ମଦେବଙ୍କ ଠାରୁ ଯୁଧିଷ୍ଠିର, ବାୟୁଦେବ ଙ୍କ ଠାରୁ ଭୀମ ଓ ଇନ୍ଦ୍ରଦେବଙ୍କ ଠାରୁ ଅର୍ଜୁନଙ୍କୁ ନିଜର ପୁତ୍ର ରୂପରେ ପ୍ରାପ୍ତ କରିଥିଲେ । ଏହି କାରଣରୁ ପଣ୍ଡୁଙ୍କ ସହିତ ବିବାହ କରିବା ପରେ ମଧ୍ୟ କୁନ୍ତୀଙ୍କୁ ପବିତ୍ର ମାନ୍ୟତା ପ୍ରାପ୍ତ ହୋଇଥିଲା ।

ଦ୍ରୌପଦୀ: ଏହି ତାଲିକାର ଶେଷ ନାମ ଦ୍ରୌପଦୀଙ୍କର ଅଟେ । ଏମିତିରେ ତ ସମସ୍ତେ ଜାଣନ୍ତି ଯେ ଦ୍ରୌପଦୀଙ୍କର ପାଞ୍ଚଜଣ ସ୍ଵାମୀ ଥିଲେ , କିନ୍ତୁ ତଥାପି ତାଙ୍କୁ କୁମାରୀତ୍ଵ ହେବାର ବରଦାନ ପ୍ରାପ୍ତ ହୋଇଥିଲା । ଏହି ବରଦାନ କାରଣରୁ ସେ ପାଞ୍ଚ ପାଣ୍ଡବଙ୍କ ସହିତ ବିବାହ କରିଥିଲେ ମଧ୍ୟ ଦ୍ରୌପଦୀଙ୍କ କୁମାରୀତ୍ଵ ସବୁବେଳେ ସୁରକ୍ଷିତ ଥିଲା ।

ଆମେ ତ ଏହା କହିବୁ ଯେ ଆମର ଇତିହାସର ଏ ସମସ୍ତ ମହାନ ନାରୀମାନେ ଆମ ନିମନ୍ତେ କୌଣସି ଉଦାହରଣରୁ କାମ ନୁହନ୍ତି ।

Leave a Reply

Your email address will not be published. Required fields are marked *