May 21, 2024

Odia Express

News For Public

ପୂଜା ପରେ ଘରେ ଏହି ଦିଗରେ ଲଗାନ୍ତୁ ଅଗରବତୀ , ପରିବାରର ସବୁ ବାଧାବିଘ୍ନ ଓ ଅସୁବିଧା ହେବ ଦୁର…

ବନ୍ଧୁଗଣ, ଏହି ଦୁନିଆଁରେ ବହୁତ ହିନ୍ଦୁ ପରିବାର ରୁହନ୍ତି । ଏଥିରେ ଏକେଲା ଭାରତରେ ହିଁ ସବୁଠାରୁ ଅଧିକା ହିନ୍ଦୁ ପରିବାର ବାସ କରନ୍ତି , ପ୍ରାୟ ସବୁ ହିନ୍ଦୁ ପରିବାରରେ ଭଗବାନଙ୍କ କୌଣସି ପ୍ରତିମା ନିଶ୍ଚିତ ମିଳିଯିବ , ଏମିତି ଯେଉଁଠି ଭଗବାନ ରୁହନ୍ତି ସେଠାରେ ନିଶ୍ଚିତ ପୁଜା ହୋଇଥାଏ , ଶାସ୍ତ୍ର ଅନୁସାରେ ଆମେ ଦିନରେ ଦୁଇଥର ସକାଳ ଓ ସଂନ୍ଧ୍ୟାରେ ଭଗବାନଙ୍କ ପୁଜା କରିବା ଉଚିତ୍ , ଘରେ ଭଗବାନଙ୍କ ପୁଜା କରିବା ଫଳରେ ଆମକୁ ବହୁତ ସାରା ଲାଭ ହୋଇଥାଏ , ଏହି ପୁଜା କରିସାରିବା ପରେ ଆମେ ଅଧିକାଂଶ ଦୀପ କିମ୍ବା ଅଗରବତୀର ବ୍ୟବହାର କରିଥାଉ , ଯେବେ ଭଗବାନଙ୍କ ଆରତୀ କରାଯାଏ ତେବେ ସେହି ଦିପର ସାମ୍ନାରେ ବହୁତ ଅଗରବତୀ ଲଗାଉଥାଉ । ତାହା ସହ ଭଗବାନଙ୍କୁ ଅଗରବତୀ ଲଗାଇବାର ଏକ ଭାରତୀୟ ପରମ୍ପରା ବି ଅଛି , ଏମିତି କୁହାଯାଏ କି ଅଗରବତୀ ଲଗାଇଲେ ଘର ଶୁଦ୍ଧ ହୋଇଯାଏ ।

ସେମିତି ତ ଆମେ ଭଗବାନଙ୍କ ନିକଟରେ ଅଗରବତୀ ଲଗାଇଦେଉ କିନ୍ତୁ କଣ ଆପଣ ଜାଣିଛନ୍ତି କି ଯଦି ଆପଣଙ୍କ ଘରେ ଏକ ବିଶେଷ କୋଣରେ ପୁଜା ପରେ ଅଗରବତୀ ଲଗାଇଦେବେ ତେବେ ବହୁତ ସାରା ଫାଇଦା ପାଇପାରିବେ,  ଗୋଟିଏ ଅଗରବତୀ ଭଗବାନଙ୍କ ସମ୍ମୁଖରେ ଲଗାଇପାରିବେ , ଏହା ଛଡା ଆହୁରି ଦୁଇଟି ଅଗରବତୀ ଲଗାଇ ଦିଅନ୍ତୁ , ଓ ଏହାକୁ ଆମର କୁହାଯାଇଥିବା ଦିଗରେ ଲଗାଇଦିଅନ୍ତୁ , ଯଦି ଆପଣଙ୍କ ଘରେ ସବୁ ସଦସ୍ୟ ଭଗବାନଙ୍କୁ ଅଗରବତୀ ଲଗାନ୍ତି , ତେବେ କେଉଁ ଜଣେ ସଦସ୍ୟଙ୍କ ଅଗରବତୀ ଏହି ଖାସ୍ ଦିଗରେ ଅଗରବତୀ ଲଗାଇବାକୁ କୁହନ୍ତୁ ।

ବାସ୍ତୁ ଅନୁସାରେ ଯଦି ଘରର ଏହି ଖାସ୍ ଦିଗରେ ଅଗରବତୀ ଲଗାନ୍ତି ତେବେ ଆପଣଙ୍କ ଘରେ ନକରାତ୍ମକ ଉର୍ଜା ସମାପ୍ତ ହୋଇଯାଏ , ଓ ଘରେ କେବଳ ପଜେଟିଭ୍ ଏନର୍ଜି ଆସିଥାଏ , ଏହି ପଜେଟିଭ୍ ମାହୋଲ୍ ରେ ଘରେ ସଦସ୍ୟଙ୍କ ମାଇଣ୍ତ ବି ପଜେଟିଭ୍ ରହିଥାଏ , ଓ ଘରେ ଲଢେଇ ଝଗଡା ବି କମ୍ ଦେଖିବାକୁ ମିଳିଯାଏ , ଏହି ପରି ମାଇଣ୍ତ ଭଲ ଦିଗରେ କାମ କରିଥାଏ , ଓ ଅଧିକାରୁ ଅଧିକା ଫୋକସ୍ କାମରେ କରନ୍ତି , ତାହା ସହ ଯେଉଁ ଘରେ ପଜେଟିଭ୍ ଏନର୍ଜି ଅଧିକା ରହିଥାଏ,  ସେଠାରେ ମା ଲକ୍ଷ୍ମି ଅଧିକା ଦିନ ଯାଏଁ ନିବାସ କରନ୍ତି , ଏହା ଦ୍ୱାରା ପଇସା ସହ ଯୋଡିହୋଇଥିବା ସବୁ ଅସୁବିଧା ଦୁର ହୋଈଯାଏ , ଏଥିପାଇଁ ଅଗରବତୀକୁ ସଠିକ୍ ଦିଗରେ ଲଗାଇବାର ମହତ୍ତ୍ୱ ବହୁତ ଅଧିକା ହୋଇଯାଏ ,

ତେବେ ଆସନ୍ତୁ ବିନା କେଉଁ ବିଳମ୍ବ କରି ଅଗର ବତୀ ଲଗାଇବାର ସଠିକ୍ ଦିଗ ବିଷୟରେ ଜାଣିନେବା । ବାସ୍ତୁର ମାନିଲେ ଘରର ଦକ୍ଷିଣ ଦିଗରେ ଅଗରବତୀ ଲଗାଇବା ଉଚିତ୍ , ଏହାର କାରଣ ଘରର ଦକ୍ଷିଣ ଦିଗରେ ସବୁଠାରୁ ଅଧିକା ନକରାତ୍ମକ ଉର୍ଜା ରହିଥାଏ , ଏମିତିରେ ଯଦି ଏହି ଦିଗରେ ଅଗରବତୀ ଲଗାଇବେ ତେବେ ସେଥିରୁ ନିର୍ଗତ ଧୁଆଁ ନକରାତ୍ମକ ଉର୍ଜାକୁ ଶେଷ କରିଦେବ , ଏହି ପରି ଘରୁ ନକରାତ୍ମକ ଉର୍ଜାର ପ୍ରଭାବ ଦୁର ହୋଇଯିବ । ଓ ଘରେ ପଜେଟିଭ୍ ଏନର୍ଜି ପ୍ରବେଶ କରିବ । ଖାଲି ଏହି କାରଣ ଅଛି କି ଆମେ ଯେତିକି ହୋଇପାରିବ ଘରେ ସକାଳୁ ଓ ସଂନ୍ଧ୍ୟା ସମୟରେ ଦକ୍ଷିଣ ଦିଗର ଘରେ ଅଗରବତି ଲଗାଇବା ଉଚିତ୍ , ଯାହା ଆମେ କହିଲୁ ଯଦି ଆପଣ ଭଗବାନଙ୍କ ସମ୍ମୁଖରେ ଅଗରବତୀ ଲଗାନ୍ତି , ତେବେ ବହୁତ ସୁଫଳ ମିଳିବ ।

Leave a Reply

Your email address will not be published. Required fields are marked *