May 17, 2024

Odia Express

News For Public

ବର୍ତମାନ ର ବଡ ଦୁଃଖ ଖବର – ଏହି ପ୍ରସିଦ୍ଧ ହିରୋଇନ ଙ୍କର ହଟାତ ମୃତ୍ୟୁ ହେଇଗଲା , ସାରା ବଲିଉଡ ରେ ଶୋକର ଛାୟା..

1 min read

ଷ୍ଟାର୍ ପ୍ଲସ୍ ର ଲୋକପ୍ରିୟ ସିରିଆଲ୍ “ ଦିଲ୍ ତୋ ହ୍ୟାପି ହେ ଜି “ ରେ କାମ କରିସାରିଥିବା ଅଭିନେତ୍ରୀ ସେଜଲ୍ ଶର୍ମା ଆତ୍ମ-ହତ୍ୟା କରିସାରିଛନ୍ତି , ଖବର ଅନୁସାରେ ସେ ନିଜ ଘରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ,  ଏମିତି କୁହାଯାଉଛି କି ସେଜଲ କିଛି ସମୟରୁ ନିଜ ବ୍ୟକ୍ତିଗତ ଜୀବନରେ ବହୁତ ଚିନ୍ତିତ ଜଣାଯାଉଥିଲେ , ଯାହାର କାରଣରୁ ସେ ଏପରି ପଦକ୍ଷେପ ଉଠାଇଥିଲେ , ସିରିଆଲ୍ ଦିଲ୍ ତୋ ହ୍ୟାପି ହୈ ଜି ରେ କାମ କରିଥିବା ଅଭିନେତ୍ରୀ ଡୋନେଲ୍ ବିଷ୍ଟ ସେଜଲ ଶର୍ମାଙ୍କ ମୃତ୍ୟୁର ପୃଷ୍ଟି କରି ଏବିପି ନ୍ୟୁଜ୍ କହିଥିଲେ ସେ ଏହି ବିଷୟରେ ଶୁଣିକରି ବହୁତ ଦୁଃଖ ହୋଇଥିଲା ।ଡୋନେଲ୍ କହିଲେ କି ସେଜଲ୍ ଲିପ୍ ପୁର୍ବରୁ ଶୋରେ କାମ କରିଥିଲେ , ଓ ମୁଁ ଲିପ୍ ପରେ ଶୋରେ ଜଏନ୍ କରିଥିଲେ , ଏମିତିରେ ମୋତେ ତାଙ୍କ ସହ କାମ କରିବାର ମଉକା ମିଳିଲା ନାହିଁ , କିନ୍ତୁ ଶୋର୍ ଅଭିନେତା ବହୁତ କଥା ହେଉଥିଲା , ଏମିତିରେ ମୋତେ ତ୍ନାଙ୍କ ବିଷୟରେ ବହୁତ ଶୁଣିଥିଲି , ସେମିତି ମୁଁ ତାଙ୍କ ସହ କାମ କରିନଥିଲି , କିନ୍ତୁ ସିରିଆଲ୍ ରେ ସବୁ ଲୋକ ମୋର ପରିବାର ପରି ଥିଲେ , ଏହିପରି ନିଜ ଜୀବନରେ ଶେଷ କରି ଶେଷ କରିବା ବହୁତ ଦୁଃଖଦ ଅଟେ ।

ସିରିଆଲ୍ ରେ ସେଜଲ୍ ଶର୍ମା ଭାଇର ଭୁମିକା ନିଭାଇଥିବା ଅଂଶ ବାଗରି ଏବିପି ନ୍ୟୁଜ୍ ରେ କହିଲେ କି ଆମେ ସିରିଆଲ୍ ରେ ୯ ମାସ ପର୍ଯ୍ୟନ୍ତ ଏକାଠି କାମ କରିଥିଲେ , ଯେବେ ମୋତେ ସକାଲୁ ସକାଳୁ ଏକ ବନ୍ଧୁଙ୍କ ଫୋନ୍ ଆସିଲା , ତେବେ ମୋତେ ତାଙ୍କ ମୃତ୍ୟୁରେ ବିଶ୍ୱାସହେଲା ନାହିଁ , ମୋତେ ଲାଗିଲା କି ନିଜେ ସେଜଲ୍ ଫୋନ୍ କରି ମୋର ସାଥିରେ କିଛି ପ୍ରାଙ୍କ୍ ଖେଳିଛନ୍ତି , ଯାହାଦ୍ୱାରା ଏହି ଖବର ଶୁଣିବାପରେ ମୋର ରିଆକ୍ସନ୍ ଜାଣିପାରିବି ।

ଅଂଶ କହିଲେ କି ସେ ମୋତେ କେବେ ବି ଖୋଲିକରି ଏହି ଅସୁବିଧା ବିଷୟରେ ଜଣାଇନଥିଲେ,  କିନ୍ତୁ କାମ କୁ ନେଇକରି ତାଙ୍କର ଚିନ୍ତିତ ହେବା ନଜର ଆସିଥିଲା , ଇଣ୍ତଷ୍ଟ୍ରିରେ ଏହା ବହୁତ ସାଧାରଣ କଥା ଅଟେ,  ସେଜଲ୍ ବହୁତଥର କହୁଥିଲେ କି ତାଙ୍କର ନିଜ ମା ବାପା ଓ ନିଜ ଭାଇ ପାଇଁ କିଛି କରିବାର ଅଛି  ମୁଂ ସବୁବେଳେ ତାଙ୍କୁ ସବୁକିଛି ଠିକ୍ ହୋଇଯୀବାର ଦିଲାସା ଦେଉଥିଲି , ମୋତେ ଏବେ ବିଶ୍ୱାସ ହେଉନି କି ସେ ଆମର ମଧ୍ୟରେ ନୁହେଁ , ଓ ଏହି ପରି ଆମକୁ ଛାଡିକରି ଚାଲିଗଲେ ,

ଦିଲ୍ ତୋ ହ୍ୟାପି ହୈ ଜି  ସେଜଲ୍ ପ୍ରଥମ ଟିଭି ସିରିଆଲ୍ ଥିଲା , ଟିଭି ସିରିଆଲ୍ ପ୍ରଥମେ ସେଜଲ୍ କିଛି କମର୍ଶିଆଲ୍ ରେ ବି କାମ କରିଛନ୍ତି , ଅମିର୍ ଖାନ୍ , ରୋହିତ୍ ଶର୍ମା ଓ ହାର୍ଦ୍ଧିକ୍ ପାଣ୍ତିଆଙ୍କ ସହ୍ ଆଡ୍ ରେ କାମ କରିଛନ୍ତି , ଏହା ସହ ସେଜଲ୍ ଆଜାଦ୍ ପରିନ୍ଦେ , ନାମରେ ୱେବ୍ ସିରିଜ୍ ରେ କାମ କରିଥିଲେ , ସେଜଲ୍ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ କଥା କହିଲେ ସେ ୧ ଜାନୁୟାରିକୁ ଫ୍ୟାନ୍ସଙ୍କ ନ୍ୟୁ ଇୟର୍ ୱିସ୍ କରିଥିଲେ,  ନିଜ ସୁନ୍ଦର୍ ଫଟୋ ବି ସେୟାର୍ କରିଥିଲେ , ଓ କ୍ୟାପସନ୍ ରେ ହ୍ୟାପି ୨୦୨୦ ଲେଖିଥିଲେ ,

Leave a Reply

Your email address will not be published. Required fields are marked *