April 30, 2024

Odia Express

News For Public

ଚେହେରାରୁ ବୟସ ଚିହ୍ନର ରାମବାଣ ଚିକିତ୍ସା , ଆଳୁର ଜୁସ୍ ରେ ମିଶାନ୍ତୁ ଏହି ଖାସ୍ ଜିନିଷ, ସ୍କ୍ରିନ୍ ହୋଇଯିବ କୋମଳ ଓ ସୁନ୍ଦର

1 min read

ଆଜିର ଜମାନାରେ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହଁନ୍ତି , କିନ୍ତୁ ପ୍ରକୃତିର ଏକ ନିୟମ ଅଛି , ଯେପରି ଆପଣଙ୍କ ବୟସ ବଢେ ତେବେ ଆପଣଙ୍କ ସୁନ୍ଦରତା ଖସିବାକୁ ଲାଗେ,  ଚେହେରାର ସୁନ୍ଦରତାକୁ ଖସିବାର ଦେଖିବାରେ ଆପଣଙ୍କ ସ୍କିନ୍ ବହୁତ ଭୁମିକା ନିଭାଇଥାଏ , ଯେବେ ମଣିଷର ବୟସ ବଢିବାକୁ ଲାଗେ ତେବେ ସ୍କିନ୍ ରେ ବୟସ ଚିହ୍ନ ଆସିଯାଏ , ଏହା ଆପଣଙ୍କୁ ବୟସରୁ ଅଧିକା ଦେଖାଯାଏ , ଆଜିର ସମୟରେ ଏହି ସମସ୍ୟା ଲୋକଙ୍କୁ କମ୍ ବୟସରେ ଅଧିକା ହେବାରେ ଲାଗୁଛି, ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଏହାପାଇଁ ବଜାରରେ ନାନାପ୍ରକାରର ଟ୍ରିଟ୍ ମେଣ୍ଟ ଉପଲ୍ଲବ୍ଧ ଅଛି ।କିଛି ମହିଳାମାନେ ସ୍କିନ୍ ସ୍ପେସାଲିଷ୍ଟଙ୍କ ପାଖକୁ ଯାଆନ୍ତି ସେଠାରେ ସେମାନେ ମହଙ୍ଗା ଟ୍ରିଟମେଣ୍ଟ୍ ଲେଖିଦିଅନ୍ତି, ବହୁତଥର ଏହି ଟ୍ରିଟମେଣ୍ଟ୍ ସକାଶେ ଆପଣଙ୍କ ଚେହେରାରେ ସାଇଡ୍ ଇଫେକ୍ଟ ପଡିଥାଏ ,

ଏମିତିରେ ଏହାକୁ ଦୁର କରିବାକୁ ହେଲେ ଓ ସ୍କିନ୍ କୁ ସୁନ୍ଦର ବନାଇବାକୁ ହେଲେ ଘରୋଇଉପାୟର ସାହାରା ନେବାକୁ ହେବ , ଘରୋଇ ଉପାୟର ଖାସ୍ କଥା ଏହା କି ଏହା ଦ୍ୱାରା କୌଣସି ସାଇଡ୍ ଇଫେକ୍ଟ୍ ହୁଏ ନାହିଁ , ତାହା ସହ କ୍ଲିନିକ୍ ର ମହଙ୍ଗାରୁ ବହୁତ ଗୁଣାରେ ଶସ୍ତା ହୋଇଥାଏ, ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ, ଆସନ୍ତୁ ଜାଣିବା ସେହି ବିଷୟରେ ।

ବନାଇବାର ବିଧି- ନିଜ ସ୍କିନ୍ କୁ ସୁନ୍ଦର ବନାଇବାକୁ ହେଲେ ଆମେ ଘରେ ଏକ ଖାସ୍ ଲୋସନ ପ୍ରସ୍ତୁତ୍ କରିବାକୁ ହେବ , ଏହି ଲୋସନ୍ ବନାଇବାପାଇଁ ଆମକୁ ଦୁଇଟି ଜିନିଷର ଆବଶ୍ୟକତା ପଡିପାରେ,  ପ୍ରଥମେ ହେଲା ଆଳୁ ଓ ଦ୍ୱିତୀୟଟି ହେଲା ଟମାଟର୍ , ଆଳୁ ଓ ଟମାଟର ଏମିତି ଏକ ଜିନିଷ ଅଟନ୍ତି , ଯାହା ସବୁ ରୋଷେଇ ଘରେ ନିଶ୍ଚିତ ପାଇଯିବେ , ଆପଣଙ୍କୁ ଖାଲି ଏହା କରିବାର୍ ଅଛି କି ଏହି ଆଳୁ ଓ ଟମାଟରକୁ ଅଲଗା ଅଲଗା ଜୁସ୍ ବାହାର କରିଦିଅନ୍ତୁ , ଏକ ବାସନରେ ଏକ ବଡ୍ ଚାମଚ ଆଳୁର ଜୁସ୍ ନିଅନ୍ତୁ ଓ ଏହ ବଡ୍ ଚାମଚ ଟମାଟରର ଜୁସ୍ ନିଅନ୍ତୁ , ଏବେ ଏହି ମିଶ୍ରଣକୁ ଏକାଠି ଭଲ ଭାବେ ମିଶାଈଦିଅନ୍ତୁ , କହିଦେବୁ କି ଟମାଟରର ଜୁସ୍ ବନାଇବାକୁ ହେଲେ ଆପଣ ଏହାକୁ ମିକ୍ସିରେ କରିପାରିବେ , ଯେବେ କି ଆଳୁର ଜୁସ୍ ବନାଇବାକୁ ହେଲେ ଆପଣଙ୍କୁ ଏହାକୁ ଛୋଟ ଖଣ୍ତ କରି ଏହାକୁ ପେଷିଦିଅନ୍ତୁ , ଓ ଏହାର ଜୁସ୍ ବାହାର୍ କରିଦିଅନ୍ତୁ ।

ଲଗାଇବାର ବିଧି – ଏହାକୁ ଚେହେରାରେ ଲଗାଇବାପାଇଁ ଚେହେରାକୁ ଭଲ ଭାବରେ ଧୋଇଦିଅନ୍ତୁ , ଯେବେ ଚେହେରା ସୁଖୀଯିବ ତେବେ କଟନ୍ କପଡାରେ ଗୋଲାପ ଜଳରେ ବୁଡାଇ ଏହାକୁ ଚେହେରାରେ ସଫା କରନ୍ତୁ , ଓ ଏହାପରେ ଟମାଟର୍ ଓ ଆଳୁର ମିଶ୍ରଣକୁ ଲୋସନ୍ ଭାବେ ଚେହେରାରେ ଲଗାନ୍ତୁ , ପ୍ରାୟ ୧୫-୨୦ ମିନିଟ୍ ଲଗାଇବାପରେ ଚେହେରାକୁ ଥଣ୍ତା ପାଣିରେ ଧୋଇଦିଅନ୍ତୁ , ଏହାକୁ ସପ୍ତାହରେ ତିନିଥର କରନ୍ତୁ , ଏହା ନା କେବଳ ଚେହେରାରେ ବୟସ ଚିହ୍ନକୁ ଦୁର କରିବ , ବରଂ ଚେହେରାରେ ଥିବା ସବୁ କଳାଦାଗ ଓ ବ୍ରଣ ଆଦି ସଫା କରିଦେବ , ଏହି ପ୍ରକିୟା ବନାଇବାପାଇଁ ବହୁତ ସହଜ ବିଧି ଏହା ହିଁ ଅଟେ, ଏହାର୍ ପ୍ରଭାବ ଆପଣଙ୍କୁ ମାସକ ମଧ୍ୟରେ ଦେଖିବାକୁ ମିଳିଯିବ , ଯଦି ଆପଣଙ୍କୁ ଏହି ପ୍ରକିୟା ଭଲ ଲାଗିଲା ତେବେ ନିଜ ସାଙ୍ଗମାନଙ୍କ ସହ ସେୟାର୍ କରିପାରିବେ , ଓ ଏହାର ଭଲ ଲାଭ ଉଠାଇପାରିବେ ।

Leave a Reply

Your email address will not be published. Required fields are marked *