April 30, 2024

Odia Express

News For Public

ବଲିଉଡ୍ ର ଏହି ଲୋକପ୍ରିୟ ଅଭିନେତ୍ରୀ ଫିଲ୍ମ ଛାଡିକରି ହୋଇଗଲେ ସାଧୁ ମା, ୩ ନମ୍ବର ବାଲି ଙ୍କୁ ଦେଖିଲେ ଆପଣ ବି ହୋଇଯିବେ ଚକିତ…

1 min read

ଯେପରି ଆମେ ସମସ୍ତେ ଜାଣିଛେ କି ବଲିଉଡ୍ ଦୁନିଆଁ ଏମିତି ଦୁନିଆଁ ଅଟେ ଯାହା ଗ୍ଲାମର୍ ଓ ଷ୍ଟାର୍ ଡମ୍ ରେ ଭରି ରହିଛି , ଓ ଯେଉଁଥିରେ ଏବେ କେତେ ନା କେତେ ଅଭିନେତ୍ରୀଙ୍କ ନିଜ ଜଲୱା ଦେଖାଇସାରିଛନ୍ତି , ବଲିଉଡ୍ ର ସମୟ ଆଜି ନୁହେଁ ବରଂ ବହୁତ ବର୍ଷ ପୁରୁଣା ଅଟେ , ଯେଉଁଥିରେ ଏବେ ପର୍ଯ୍ୟନ୍ତ କେତେ ଫିଲ୍ମ ଆସିସାରିଛି, ପ୍ରଥମ ଦଶକରୁ ନେଇକରି ଆଜି ପର୍ଯ୍ୟନ୍ତ ବହୁତ ସାରା ଫିଲ୍ମ ଦେଖିବାକୁ ମିଳିଛି, ଓ ସେହି ଫିଲ୍ମକୁ ଦେଖିକରି ଆମେ ବହୁତ ମନୋରଞ୍ଜିତ ହୋଇଛେ ।ଆମେ କେଉଁ ଫିଲ୍ମ ଦେଖିଲେ ତେବେ ଆମେ ସେହି ଫିଲ୍ମର ମୁଖ୍ୟ ଭୁମିକା ନିଭାଇଥାନ୍ତି  ଅଭିନେତା, ଅଭିନେତ୍ରୀ, ଓ ଫିଲ୍ମରେ ଭିଲେନ୍ କିନ୍ତୁ ଯେପରି ଆମେ ଜାଣିଛେ ଫିଲ୍ମରେ ମୁଖ୍ୟ ଆକର୍ଷଣ କେନ୍ଦ୍ର ଅଭିନେତ୍ରୀ ହୋଇଥାନ୍ତି , ଆମର ବଲିଉଡ୍ ରେ ଆଜି ପୁର୍ବରୁ କେତେ ଅଭିନେତ୍ରୀ ଆସିଲେ ଓ ଗଲେ କିନ୍ତୁ ଏବେ ପର୍ଯ୍ୟନ୍ତ କିଛି ତ ଫିଲ୍ମ ଇଣ୍ତଷ୍ଟ୍ରିରେ ହୋଇପାରିଛନ୍ତି , କିଛି ତ ଏହି ଦୁନିଆଁକୁ ଛାଡି ଚାଳିଗଲେ , ତେବେ କିଏ ବିବାହ କରି ନିଜ ଘର ବସାଇନେଲେ , କିନ୍ତୁ ସମସ୍ତଙ୍କୁ ଛାଡି କିଛି ଅଭିନେତ୍ରୀ ଅଛନ୍ତି ଯିଏକି ଗତ ବର୍ଷ ବହୁତ ସାରା ହିଟ୍ ଫିଲ୍ମରେ ନଜର ଆସିସାରିଛନ୍ତି , କିନ୍ତୁ କିଛି ଫିଲ୍ମପରେ ସେ ଗାୟବ ହୋଇଗଲେ , ଓ ବଲିଉଡ୍ ରେ ଦୁନିଆଁ ଛାଡିକରି ସାଧୁମା ହୋଇସାରିଛନ୍ତି ।

ଆଜିଆମେ ଆପଣଙ୍କୁ କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ବଲିଉଡ୍ କୁ ଅଲବିଦା କହିକରି ସାଧୁ ମା ର ଜୀବନ ସ୍ୱିକାର କରିନେଇଛନ୍ତି ।

୧)ତନୁଶ୍ରୀ ଦତ୍ତା- ତନୁଶ୍ରୀ ଦତ୍ତା ଯିଏକି ବଲିଉଡ୍ ରେ ଜଣେ ବୋଲଡ୍ ଅଭିନେତ୍ରୀ ଭାବେ ଜଣା ଥିଲେ , ବଲିଉଡ୍ ରେ ବହୁତ ଫିଲ୍ମରେ କାମ କରିଛନ୍ତି , ଆପଣଙ୍କୁ ମନେ ପକାଇଦେବୁ କି ତନୁଶ୍ରୀ ଦତ୍ତା ୨୦୦୫ ରେ ଫିଲ୍ମ ଚକଲେଟ୍ ରୁ ଆଶିକ୍ ବନାୟା ଆପନେ ସହ ଡେବ୍ୟୁ କରିଥିଲେ,  କିନ୍ତୁ କିଛି ସମୟ ପରେ ତନୁଶ୍ରୀ ଫିଲ୍ମରୁ ଦୁରେଇଯାଇ ଆଧ୍ୟାମ ଜୀବନ ବଞ୍ଚିବାକୁ ଲାଗିଲେ , ତନୁଶ୍ରି ଏହି ସମୟରେ ଆମେରିକାରେ ସାଧୁ ମା ଭାବେ ଜୀବନ ବ୍ୟତିତ କରୁଛନ୍ତି ।

୨) ବରଖା ମଦାନ୍- ବରଖା ବହୁତ ଫିଲ୍ମରେ କାମ କରିଛନ୍ତି ଏହାପରେ ତାଙ୍କ ଜୀବନରେ ଏମିତି ମୋଡ୍ ଆସିଲା ଯାହାପରେ ସେ ଫିଲ୍ମରେ କାମ କରିବା ବନ୍ଦ ହୋଇଗଲା , ଓ ସେ ନିଜ ଘର ଛାଡିକରି ସାଧୁ ମା ହୋଇଗଲେ,  କେବେ ଗ୍ଲାମର ଇଣ୍ତଷ୍ଟ୍ରିରେ ରହୁଥିବା ବରଖା ଆଲମୀରାରେ ଏବେ ଦୁଇ ଯୋଡି କପଡା ଓ ଏକ ଯୋଡି ଚପଲ ମିଳିବ , ଯେଉଁଠି ତାଙ୍କ ସଂମ୍ପତ୍ତି ବିଷୟରେ କହିବୁ ତେବେ ତାଙ୍କ ପାଖରେ ଏକ ମୋବାଇଲ୍ ଓ ଏକ ଲ୍ୟାପଟପ୍ ରଖନ୍ତି , ସେ ବହୁତଥର ଧର୍ମଶାଳା ହିମାଚଳ ପ୍ରଦେଶରେ ମେଡିଟେସନ୍ କରୁଥିଲେ, କିମ୍ବା ବୋଦ୍ଧଗୟାର ତାରା ଚିଲଡ୍ରେନ୍ ରେ ଏଚ୍ ଆଇଭି ଗ୍ରସ୍ତ ଛୁଆଙ୍କୁ ସେବା କରୁଥିବାର ଦେଖାଯାଈଥିବ ।

୩) ମନୀଷା କୋଇରାଲା- ମନିଷା କୋଇରାଲା ଆଜି କେଉଁ ପରିଚୟର ଆବଶ୍ୟକତା ପଡେନି, ୯୦ ଦଶକର ସୁନ୍ଦର ଓ ଟପ୍ ର ଅଭିନେତ୍ରୀରୁ ଜଣେ ଥିଲେ ମନୀଷା କୋଇରାଲ ଯିଏ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ ସୌଦାଗରରୁ କରିଥିଲେ , କିନ୍ତୁ ବିବାହ ପରେ ଧୀରେ ଧୀରେ ମନୀଷା ଫିଲ୍ମରୁ ଦୂରେଇ ଗଲେ , ଓ ଏହାପରେ ସାଧୁ ମା ହୋଇଗଲେ,  ଏହି ଦିନରେ ସିହସ୍ଥ କୁମ୍ଭରେ ଭଗବାନ ଓ ଯୋଗ ରୁଷିଙ୍କ ଶରଣରେ ଅଛନ୍ତି ।

୪) ମମତା କୁଲକର୍ଣ୍ଣୀ-୯୦ ଦଶକରେ ବଲିଉଡ୍ ଇଣ୍ତଷ୍ଟ୍ରିରେ ସେକ୍ସ ସିମ୍ବଲ୍ ହିସାବରେ ପ୍ରସିଦ୍ଧ ରହିଥିବା ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଏବେ ସାଧୁ ମା ହୋଇସାରିଛନ୍ତି, କରନ୍ ଅର୍ଜୁନ୍ ଓ ବାଜି ପରି ଫିଲ୍ମରେ କାମ କରିସାରିଥିବା ଗ୍ଲାମରସ୍ ମମତା ଗତ ଏକ ଦଶକରୁ ଲାଇମ୍ ଲାଇଟ୍ ରୁ ଉଭାନ୍ ହୋଇଯାଈଥିଲେ,  ପରେ ମମତାଙ୍କ ଜୀବନରେ ଏମିତି ମୋଡ୍ ଆସିଲା ଯାହାପରେ ସେ ଆଧ୍ୟାମ ରାସ୍ତା ବାଛିନେଲେ , ସେ ଆଧ୍ୟାମ୍ ଉପରେ ଏକ ବହି ଲେଖିଥିଲେ , ଯାହାର ନାଁ ଥିଲା  ଅଟୋବାୟୋଗ୍ରାଫି ଅଫ୍ ଆନ୍ ଯୋଗିନି

Leave a Reply

Your email address will not be published. Required fields are marked *