May 17, 2024

Odia Express

News For Public

ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର – ଦୁନିଆର ସବୁଠାରୁ ଧନୀ ଦେଶ କିଏ ? କେଉଁ ଖାଦ୍ୟ କେବେବି ଖରାପ ହୁଏ ନାହିଁ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

1 min read

ନମସ୍କାର, ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ,ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମନୋରଞ୍ଜନ ଭରା ଓ ଚତୁରତା ପୁର୍ଣ୍ଣ ପ୍ରଶ୍ନ ଓ ଉତ୍ତର ନେଇ ଆସିଅଛୁ।ତେବେ ଚାଲନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଯଦି ଆପଣାକୁ ଏଗୁଡିକ ଭଲ ଲାଗେ ତେବେ ନିଶ୍ଚୟ ଆପଣଙ୍କ ପରିବାର ଲୋକ ଓ ସାଙ୍ଗ ମାନକ ସହ ସେୟାର କରନ୍ତୁ | ଯେପରି କି ସେ ଏଥିରୁ କିଛି ନୂଆ ଶିଖି ପାରିବେ ଓ ଆଗାମୀ ଦିନରେ କୌଣସି କାମରେ ତାଙ୍କର ଆସିପାରେ

ଏବେ ଆସନ୍ତୁ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-କାହାର କ୍ଷୀର ଦେଖିବାକୁ ଗୋଲାପି ରଙ୍ଗର ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହିପୋପୋଟାମସ।ଏହା ଦେଖିବାକୁ ଗଣ୍ଡା ସଦୃଶର ଓ ଏହି ଜୀଵ ଏକ ଉଭୟଚର ପ୍ରାଣୀ ଅଟେ।ଏହି ଜୀବକୁ ରିଭର ହର୍ସ ମଧ୍ୟ କୁହାଯାଏ।ଏହି ଭଳି ପଶୁମାନେ ମୂଖ୍ୟତଃ ଆଫ୍ରିକାରେ ଦେଖିବାକୁ ମିଳନ୍ତି।ଏହାର କ୍ଷୀର ଏବଂ ଝାଳ ଦେଖିବାକୁ ଗୋଲାପି ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-ଓଟ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସାଉଦିଆରବ।ଏହା ଏକ ମରୁଭୂମିର ଦେଶ ଅଟେ,ଆଉ ଏହା ମଧ୍ୟ ଏକ ଇସ୍ଲାମିକ ଦେଶ ଅଟେ।

ଏବେ ଆସନ୍ତୁ ଜାଣିବା ତିନି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-କେଉଁ ଖାଦ୍ୟ କେବେବି ଖରାପ ହୁଏ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହୁ।

ଏବେ ଆସନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-ମିଇଦା କେଉଁଥିରୁ ତିଆରି ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗହମରୁ।

ଏବେ ଆସନ୍ତୁ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-ଖଟା ମହୁ କେଉଁ ଦେଶରେ ମିଳିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବ୍ରାଜିଲ।

ଏବେ ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-ବଜେଟ ଉପସ୍ଥାପନା କରାଯିବା ଆଗରୁ କେଉଁ ମିଠା ଖିଆଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହାଲୱା।ବଜେଟ ଉପସ୍ଥାପନ କରିବା ସମୟରୁ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ଏହି ତଥ୍ୟକୁ ଗୋପନୀୟ ରଖାଯାଇଥାଏ।ଏଥିରେ ସମ୍ପୃକ୍ତ ଥିବା ସମସ୍ତ କର୍ମଚାରି ଲୁଚିକରି ଥାଆନ୍ତି ତେଣୁ ବଜେଟ ସମ୍ବନ୍ଧିତ କୌଣସି ତଥ୍ୟ କାହା ସହିତ ସେୟାର ନକରିବାକୁ ଏହି ହାଲୁଆ ଖିଆ ଯାଇଥାଏ।ଏହାର ଅର୍ଥ ଏଥିରେ ସମ୍ପୃକ୍ତ ଥିବା ସବୁ କର୍ମଚାରି ଏହାକୁ ଗୋପନୀୟ ରଖିବା ପାଇଁ ସଙ୍କଳ୍ପ ନେଇଥାନ୍ତି।

ଏବେ ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-କେଉଁ ଜୀଵ ତାର ପାଦ ଦ୍ୱାରା ଖାଦ୍ୟ ପଦାର୍ଥର ସ୍ୱାଦ ବାରି ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପ୍ରଜାପତି।

ଏବେ ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ରକ୍ତ ପରି ନାଲି ରଙ୍ଗର ନଦୀ କେଉଁଠାରେ ପ୍ରବାହିତ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରିଓ ଟିଣ୍ଟୋ ସ୍ପେନ ଠାରେ।ଏହି ନଦୀ ଦକ୍ଷିଣ ଓ ପୂର୍ବ ଭାଗରେ ପ୍ରବାହିତ ହୋଇଥାଏ।ଏହି ନଦୀ ସିଏରା ମୋରେନା ପର୍ବତର ଅଣ୍ଡା ଲୁସିଆରୁ ବାହାରି ଆଟଲାଣ୍ଟିକ ମହାସାଗରରେ ପଡିଛି।ଏହି ନଦୀର ଲମ୍ବ ୧୦୦ କି.ମି।

ଏବେ ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ଦୁନିଆର ସବୁଠାରୁ ଧନୀ ଦେଶ କିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କତର।ଏହା ଏକ ଆରବ ଦେଶ ଆଉ ଏହାର କ୍ୟାପିଟାଲ ଦୋହା ଆଉ ଏହାର କରେନ୍ସି କପତେରୀ ରିଆଲ ଅଟେ।

ଏବେ ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-କେଉଁ ଦେଶରେ ଶଶସ୍ତ୍ର ମିଲେଟାରୀ ଫୋର୍ସ ନାହାନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆଇସ ଲାଣ୍ଡ।ବିଶ୍ୱରେ ଏମିତି ୨୩ ଟି ଦେଶ ଅଛି ଯାହାର ସୀମା ସୁରକ୍ଷା ପାଇଁ କୌଣସି ଶଶସ୍ତ୍ର ମିଲେଟାରୀ ଫୋର୍ସ ନାହାନ୍ତି।ଏହାର କାରଣ ଭିନ୍ନ ଭିନ୍ନ ଦେଶ ପାଇଁ ଭିନ୍ନ ଭିନ୍ନ ଅଟେ।

ଏହା ଥିଲା କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର।

Leave a Reply

Your email address will not be published. Required fields are marked *