May 19, 2024

Odia Express

News For Public

ରାତିରେ ଶୋଇବା ସମୟରେ ତକିଆର ତଳେ ରଖିଦିଅନ୍ତୁ ରସୁଣ, ମିଳିବ ଏପରି ଲାଭ କି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ଯଦି ଆମେ ସ୍ୱାଦିଷ୍ଟ ବ୍ୟଞ୍ଜନର କଥା କହିବା ତେବେ ଏଥିରେ କୌଣସି ସନ୍ଦେହ ନାହିଁ କି ଏହି ପୃଥିବୀରେ ସବୁଠାରୁ ଅଧିକା ଲାଭକାରୀ ବ୍ୟଞ୍ଜନରୁ ଗୋଟେ ଜଣାଯାଏ , ହଁ ଆଜ୍ଞା ଏହା ନା କେବଳ ଖାଇବାର ବାସ୍ନା ଦେଇଥାଏ , ବରଂ ଖାଇବାରେ ବହୁତ ଗୁଣରେ ଭରପୁର୍ ହୋଇଥାଏ,  ବହୁତ କମ୍ ଲୋକ ଜାଣିଛନ୍ତି କି ରସୁଣରେ ବହୁତ ପ୍ରକାରର ପୋଷକ ତତ୍ତ୍ୱରେ ଭରପୁର୍ ହୋଇଥାଏ , ଏହି କାରଣରୁ ଡାକ୍ତରଙ୍କ ଦ୍ୱାରା ସବୁ ଦିନ ରସୁଣ ଖାଇବାର ଉପଦେଶ ଦିଆଯାଏ , ରସୁଣ ଆମକୁ ବହୁତ ପ୍ରକାରର ରୋଗରୁ ବଞ୍ଚାଇଥାଏ,  ଯେପରି ଲିଭର୍ କିମ୍ବା ଗଞ୍ଜାପଣ ରୋଗ ହେବା ଆଦି ନାନାପ୍ରକାରର ରୋଗରୁ ଆମକୁ ସୁରକ୍ଷିତ ରଖିଥାଏ , ଏହା ଛଡା ରସୁଣ ଆମର ଧମନୀକୁ ସଫା ରଖିଥାଏ,  ଓ ରକ୍ତକୁ ଶୁଦ୍ଧ ରଖିଥାଏ,  ଏହା ଆମକୁ ଥଣ୍ତା ଓ ଫ୍ଲୁ ରୋଗରୁ ଆଶ୍ୱସ୍ତି ଦେଇଥାଏ । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ୍ ଲାଗିବ କି ରସୁଣକୁ ଦଳିକରି ସେବନ କରିଲେ ଏହାର ଶକ୍ତି ଦୁଇଗୁଣା ବଢିଯାଏ

ସେମିତି ଯେବେ ଆପଣ ରସୁଣକୁ ଭାଜିକରି ଏହାର ସେବନ କରିଥାନ୍ତି ତେବେ ଏଥିରୁ ବହୁତ ପୋଷକ ତତ୍ତ୍ୱ ନଷ୍ଟ କରିଦିଏ,  ଏଥିପାଇଁ ରସୁଣର ପୋଷକ ତତ୍ତ୍ୱକୁ ହାସିଲ୍ କରିବାକୁ ଚାହୁଁଛନ୍ତି ତେବେ ଏହାକୁ ଦଳିକରି ପନ୍ଦର ମିନିଟ୍ ପାଇଁ ଛାଡିଦିଅନ୍ତୁ , ଓ ଏହାର ସେବନ କରନ୍ତୁ , ସେମିତି ଏହାର ଦୁର୍ଗନ୍ଧ କୁ ଶେଷ କରିବାପାଇଁ କିମ୍ବା ଦୂର କରିବାକୁ ଏଥିରେ ବନସ୍ପତି ତେଲ ମିଶାଇପାରିବେ , ସେମିତି ଆପଣ ବହୁତଥର ଏମିତି ଶୁଣିଥିବେ କି କିଛି ଲୋକ ଶୋଇବାପୁର୍ବରୁ ଭଲ ଭଲ ନିଦ ପାଇବାପାଇଁ ରସୁଣ ନିଜ ତକିଆ ତଳେ ରଖିକରି ଶୋଇଥାନ୍ତି । ସେମିତି କିଛି ଲୋକ ଭଲ ସୌଭାଗ୍ୟ ପାଇଁ ରସୁଣ କୁ ନିଜ ପକେଟ୍ ରେ ରଖିଥାନ୍ତି

ଏହା ସହ କିଛି ଲୋକ ଏମିତି ଅଛନ୍ତି , ଯିଏ ରସୁଣ ରସୁଣକୁ ନିଜ ବାସନ ମଜାମଜି କରିବାରେ ବ୍ୟବହାର କରିଥାନ୍ତି , କହିଦେବୁ କି ନକରାତ୍ମକ ଉର୍ଜାକୁ ଦୁର କରିବାପାଇଁ ଆପଣଙ୍କୁ ରସୁଣ କୁ ନିଜ ପକେଟ୍ କିମ୍ବା ରାତିରେ  ତକିଆ ତଳେ ରଖିଦେବାର ଅଛି, କହିଦେବୁ କି ଏଥିରେ ଆପଣଙ୍କୁ ନା କେବଳ ଭଲ ନିଦ ଆସିବ ବରଂ ଆପଣଙ୍କ ପାଖଆଖ ନକରାତ୍ମକ ଉର୍ଜା ଦୁର ହୋଇଯୀବ । ମାନେ କହିବାକୁ ଗଲେ ରସୁଣର ସେବନ କରିଲେ ଆପଣଙ୍କୁ ସେତିକି ଫାଇଦା ଅଛି ଯେତେ ନିଜ ସାଥିରେ ରଖିବାର , ଏଥିପାଇଁ ଯଦି ଆପଣ ଏବେ ପର୍ଯ୍ୟନ୍ତ ରସୁଣର୍ ସେବନ କରିପାରିନାହାନ୍ତି ତେବେ ରସୁଣକୁ ନିଜ ପାଖରେ ରଖନ୍ତୁ କିମ୍ବା ଏହାକୁ ସେବନ କରନ୍ତୁ , ଏଥିପାଇଂ ରସୁଣରୁ ଆପଣଙ୍କୁ ବହୁତ ଫାଇଦା ହେବ , ଓ କ୍ଷତିର ପ୍ରଶ୍ନ ଉଠୁନାହିଁ

Leave a Reply

Your email address will not be published. Required fields are marked *