May 17, 2024

Odia Express

News For Public

ମାତ୍ର ଚୁଟକି ଭରା ହଳଦୀ ଆପଣଙ୍କ ଜୀବନରେ ଖୁସିର ରଙ୍ଗ ଭରିଦେବ – ଆଜି ହିଁ କରନ୍ତୁ ଏହି ଚମତ୍କାରୀ ଉପାୟ…

ହଳଦୀ ସମସ୍ତଙ୍କ ରୋଷେଇ ଘରେ ମିଳିଯାଏ , କିନ୍ତୁ କଣ ଆପଣଙ୍କୁ ଜଣାଇବୁ କି ହଳଦୀ ନା କେବଳ ଆପଣଙ୍କ ଖାଦ୍ୟର ଜାଇକା ନୁହେଁ ଆପଣଙ୍କ ସୁଖ ସମୃଦ୍ଧି କୁ ବଢାଇପାରେ , ହିନ୍ଦୁ ଧର୍ମରେ ହଳଦୀ ଶୁଭ ଓ ମଙ୍ଗଳକାରୀ ପୁଜନ ସାମଗ୍ରୀ ଅଟେ , ପୁଜା ଆହୁତି ଓ ହୋମରେ ଏହାର ଅବଶ୍ୟ ପ୍ରୟୋଗ କରାଯାଏ , ହଳଦୀରେ ଔଷଧୀୟ ଗୁଣ ସହ ଦୈବୀୟ ଗୁଣ ମିଳିଥାଏ , ଓ ଜ୍ୟୋତିଷ୍ୟକଥା ମାନିଲେ ହଳଦୀର ପ୍ରୟୋଗରୁ ବହୁତ ସମସ୍ୟାଗୁଡିକରୁ ମୁକ୍ତି ମିଳିଥାଏ , ଏମିତି କିଛି ସହଜ ଉପାୟ ଆମେ ଆପାଣଙ୍କୁ କହିବାକୁ ଯାଊଛୁ ଯାହାର ଉପଯୋଗ ହଳଦୀ ଆପଣଙ୍କ ଜୀବନରେ ଖୁସିର ରଙ୍ଗ ଭରିଦେବ ।ସେମିତି ହଳଦୀର ସଂବନ୍ଧ ବୃହସ୍ପତି ଗ୍ରହ ସହ ଅଛି , କିନ୍ତୁ ଅଲଗା ଅଲଗା ରଙ୍ଗ ହଳଦୀର ବିଭିନ୍ନ ଗ୍ରହର ପାଇଁ ଅନୁକୁଳ ମାନାଯାଇଛି, ଯେପରି ହଳଦିଆ ରଙ୍ଗ ବୃହସ୍ପତି ପାଇଁ , ନାରଙ୍ଗୀ ରଙ୍ଗ ହଳଦୀ ମଙ୍ଗଳ୍ ପାଇଁ , ଓ କଳା ରଙ୍ଗ ହଳଦୀ ଶନିଗ୍ରହ ପାଇଁ ପ୍ରଭାବୀ ହୋଇଥାଏ ।

ଏମିତିରେ ଆପଣ ନିଜ ଗ୍ରହ ଗୋଚର ଅନୁସାରେ ହଳଦୀ ଏହି ପ୍ରକାରର ପ୍ରୟୋଗ୍ କରନ୍ତୁ , ବୃହସ୍ପତି ସହ ଯୋଡି ହୋଇଥିବା ସମସ୍ୟା ପାଇଁ ହଳଦି ରାମବାଣ ଅଟେ,  ଯଦି ଆପଣଙ୍କ କୁଣ୍ତଳୀରେ ବୃହସ୍ପତି ଦୁର୍ବଳ ଅହି ତେବେ ହଳଦିଆ ଫିତାରେ ଗଣ୍ଠି ବାଲା ହଳଦୀ ବାନ୍ଧିକରି ଗଳାରେ କିମ୍ବା ବାହୁରେ ପିନ୍ଧନ୍ତୁ , ଏହି ହଳଦିଆ ପୁଖରାଜ ପରି କାମ କରିବ , ଏହି ଉପାୟ ବୃହସ୍ପତି ଦିନ ସକାଳ ଓ ସଂନ୍ଧ୍ୟା ସମୟରେ ଉପଯୁକ୍ତ ହେବ । ଜ୍ୟୋତିଷ୍ୟ ଅନୁସାରେ ହଳଦି ନକରାତ୍ମକ ଉର୍ଜା ନାଶ କରିଥାଏ,  ନିଜ ଘର ଓ କାର୍ଯ୍ୟସ୍ଥଳରେ ଏହାର ଛିଞ୍ଚନ କରନ୍ତୁ , ଓ ହଳଦୀକୁ ଜଳରେ ସ୍ନାନ କରନ୍ତୁ , ଯାହାଦ୍ୱାରା ଆପଣଙ୍କ ନକରାତ୍ମକ ଉର୍ଜା ପ୍ରଭାବ ଶେଷ ହୋଇଯିବ , ହଳଦୀ ତିଳକ ଧାରଣ କରନ୍ତୁ ,ଓ ବ୍ୟକ୍ତିର ତେଜରୁ ବୃଦ୍ଧି ହୋଇଥାଏ ।

ଯଦି କେଉଁ କାରଣ ବଶତଃ ଆପଣଙ୍କ ବିବାହରେ ବିଳମ୍ବ ହେଉଛି ତେବେ ହଳଦିରେ ଏହାର ନିରାକରଣ ସଂମ୍ଭବ ଅଟେ,  ସବୁଦିନ ଗାଧୋଇବା ଜଳରେ କିଛି ପରିମାଣରେ ହଳଦୀ ମିଶାନ୍ତୁ , ଓ ଏଥିରେ ସ୍ନାନ କରନ୍ତୁ , ହଳଦୀ ମିଶା ଜଳ ସୁର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ  ଜଳ ଚଢାଇବାପରେ ଲୋଟା ସାଇଡ୍ ରେ ଲାଗିଥିବା ହଲଦୀ କୁ ନିଜ ମଥା ଓ ଗଳାରେ ଲଗାନ୍ତୁ , ଏମିତି ଏକ ମାସ ଯାଏଁ କରନ୍ତୁ

ଏହା ଦ୍ୱାରା ଶୀଘ୍ର ବିବାହ ଯୋଗ ହୋଇଯିବ , ହଳଦିଆ ରଙ୍ଗର ହଳଦିର ଗଣ୍ଠି ଓ ହଳଦିରେ ରଙ୍ଗର ଚାଉଳ, ସୁପାରି, ନଡିଆ କୁ ଏକ ହଳଦିଆ କପଡାରେ ଗୁଡାଇ ବୃହସ୍ପତିଙ୍କ ଦିନରେ କଦଳୀର ଗଛରେ ଏହାକୁ ବାନ୍ଧିଦିଅନ୍ତୁ , ତାପରେପୁଜା କରିବାପରେ ଏହାକୁ ଘରର ମନ୍ଦିରରେ ରଖିଦିଅନ୍ତୁ , ଏହି ଉପାୟ କରିଲେ ଆପଣଙ୍କ ସବୁ କଷ୍ଟର୍ ଅନ୍ତ ହେବ , ଓ ସୁଖ ସମୃଦ୍ଧି ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *