May 19, 2024

Odia Express

News For Public

ଜୀବନର ସବୁ ସମସ୍ୟା ଓ ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ ଆଜି ହିଁ କରନ୍ତୁ ଫିଟିକିରିର ଏହି ଘରୋଇ ଉପାୟ

ଭାରତରେ ସବୁବେଳେ ଲୋକ ବାସ୍ତୁ ଶାସ୍ତ୍ରର ଅଧିକା ମହତ୍ତ୍ୱ ଦେଇଆସିଛନ୍ତି , ବାସ୍ତୁର ବିଦ୍ୟାର ଆଧାରରେ ବ୍ୟକ୍ତି ନିଜ ଘରେ ସୁଖ ଶାନ୍ତି ବଜାୟ ରଖିଥାଏ , କିଛି ଲୋକ ଅଛନ୍ତି ଯିଏ ଏହି ବିଦ୍ୟାକୁ ଫାଲତୁ ମାନିଥାନ୍ତି , ଏହାର ପାଳନ କରନ୍ତି ନାହିଁ , ଯେବେ କି କିଛି ଲୋକ ବାସ୍ତୁର ନିୟମ ପାଳନ କରନ୍ତି , ଏହାର ଅନୁସାରେ ନିଜ ଜୀବନ ବଞ୍ଚନ୍ତି , ବାସ୍ତୁ ନିୟମ ଅନୁସାରେ ପାଳନ କରିଲେ ଲୋକେ ଖୁସି ଖୁସି ଜୀବନ ବ୍ୟତିତ କରୁଛନ୍ତି । ଖୁସିମୟ ଏକ ସମୃଦ୍ଧ ପରିବାର ଇଚ୍ଛା ରଖୁଥିବା ବ୍ୟକ୍ତିକୁ ବାସ୍ତୁଶାସ୍ତ୍ର ଜ୍ଞାନ ଅବଶ୍ୟ ହେବା ଦରକାର, ଯେଉଁ ଲୋକ ବାସ୍ତୁଶାସ୍ତ୍ରର ସଠିକ୍ ଉପଯୋଗ କରିବାକୁ ଚାହୁଁଛନ୍ତି, ସେମିତି ଏହାର ସାହାଯ୍ୟରେ ଜ୍ଞାନ ଅବଶ୍ୟ ହେବା ଦରକାର , ଯେଉଁ ଲୋକ ବାସ୍ତୁଶାସ୍ତ୍ରର ସଠିକ୍ ଉପଯୋଗ କରିବାକୁ ଜାଣିଛନ୍ତି , ସେ ଏହାର ସାହାଯ୍ୟରେ ନିଜ ଭାଗ୍ୟକୁ ପରିବର୍ତ୍ତିତ କରିପାରିବେ , ବାସ୍ତୁଶାସ୍ତ୍ରର ନିୟମ ପାଳନ କରିଲେ ନକରାତ୍ମକ ଶକ୍ତିଗୁଡୀକ ଦୁର ହୋଇପାରେ, ଓ ତାହାସହ ଦାରିଦ୍ରତା ଓ ଅନ୍ୟ ଚିନ୍ତାଗୁଡିକ ମୁକ୍ତି ମିଳିପାରିବ,  ବାସ୍ତୁଶାସ୍ତ୍ରରେ ଫିଟକିରିର କିଛି ଉପାୟ କୁହାଯାଇଛି, ଯାହାକୁ କରିଲେ ମଣିଷର ଜୀବନରେ ସବୁ ଚିନ୍ତା ଦୁର ହୋଇଯିବ ।

ଯଦି ଆପଣଙ୍କ ସ୍ୱପ୍ନରେ ଖରାପ ସ୍ୱପ୍ନ ଆସେ ତେବେ ଆପଣ ରାତିରେ ଡରିକରି ଉଠିପଡନ୍ତି, ତେବେ ମଙ୍ଗଲବାର କିମ୍ବା ରବିବାର୍ ଦିନ ଶୋଇବା ସମୟରେ ନିଜ ତକିଆ ତଳେ ଏକ ଫିଟକିରି ଖଣ୍ତ ରଖିଦିଅନ୍ତୁ , ଫିଟକିରିର ଏହି ଉପାୟ ଖରାପ ସ୍ୱପ୍ନରୁ ମୁକ୍ତି ଦେଇଥାଏ, ଏହା ଆପଣଙ୍କୁ ରାତିରେ ଖରାପ ସ୍ୱପ୍ନ ଆସିବାରେ ବନ୍ଦ କରିଦେବ ।

ଯଦି ଆପଣଙ୍କୁ ବେପାରରେ କିମ୍ବା ଅନ୍ୟ କାମରେ ସଫଳତା ମିଳିପାରୁନାହିଁ ତେବେ ଚିନ୍ତା କରନ୍ତୁ ନାହିଁ, ନିଜ ବେପାର କରୁଥିବା ଜାଗାରେ, ଯେପରି ଦୋକାନ,ଅଫିସ୍ ର ମୁଖ୍ୟ କବାଟ ପାଖରେ କଳାକପଡାରେ ଫିଟିକିରି ବାନ୍ଧିକରି ଟଙ୍ଗାଇଦିଅନ୍ତୁ , କିଛି ହିଂ ସମୟରେ ଆପଣଙ୍କ ସବୁ ସମସ୍ୟାରୁ ମୁକ୍ତି ମିଳିଯିବ ।  ଘରୁ ନକରାତ୍ମକ ଉର୍ଜାଦୁର କରିବାପାଇଁ ଫିଟକିରିର ଏହି ଉପାୟ ବହୁତ ପ୍ରଭାବକାରୀ ଅଟେ,  ଯଦି ଘରେ ନକରାତ୍ମକ ଉର୍ଜା ଅଧିକାବଢିଯାଈଛି ତେବେ ଏକ ଗିନାରେ ଫିଟିକିରି ପକାଇ ବାଥରୁମ୍ ରେ ରଖିଦିଅନ୍ତୁ, ଏକମାସ ପରେ ଗିନାର ଫିଟକିରି ବଦଳାଇଦେବେ , ଏମିତି କରିଲେ ଘରେ ବ୍ୟାପିଥିବା ନକରାତ୍ମକ ଉର୍ଜା ଦୁର ହୋଇଯୀବ ।

ଘରେ ଲଢେଇ ଝଗଡା ଦୁର କରିବାପାଇଁ ଫିଟକିରିର ଏହି ଉପାୟ ବହୁତ୍ ଲାଭକାରୀ ହୋଇଥାଏ,  ଯଦି ଘରେ କଳହର ମାହୋଲ୍ ହେଉଛି , ତେବେ ରାତିର ପଲଙ୍ଗରେ ଏକ ଗିଲାସ ପାଣି ରେ ଫିଟିକିରି କିଛି ଖଣ୍ତ ପକାଇଦିଅନ୍ତୁ , ସକାଲୁ ଉଠିବାଅରେ ଏହି ପାଣିକୁ ଅଶ୍ୱତଥଗଛର ତଳେ ପକାଇଦିଅନ୍ତୁ, ଏମିତି କରିଲେ କିଛି ଦିନରେ ହେଉଥିବା ପାରିବାରିକ କଳହରୁ ମୁକ୍ତି ମିଳିପାରିବ ।

Leave a Reply

Your email address will not be published. Required fields are marked *