May 17, 2024

Odia Express

News For Public

ଭାବିଜୀ ଘର ପର ହେଁ ର ଅନୀତା ଭାବିଙ୍କ ଅସଲ ଜୀବନର ଫୋଟୋ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ – ସୁନ୍ଦରତା ରେ ବଡ ବଡ ହେରୋଇନ ତାଙ୍କ ଆଗେ ଫିକା..

1 min read

ଆଜିଆମେ ଆପଣଙ୍କ ପାଇଁ ଏକ ମଜାଦାର୍ ଖବର ନେଇକରି ଆସିଛୁ, ଯାହାକୁ ପଢିଲେ ଆପଣ ସମସ୍ତେ ଖୁସି ହୋଇଯୀବେ ,ଆଜି ଆମେ ଭାବିଜୀ ଘର ପର ହେଁ ଟିଭି କମେଡି ସିରିଆଲ୍ ବିଷୟରେ କଥା କହିବାକୁ ଯାଉଛୁ, ଏବେ ଏହି ସିରିଆଲ୍ ବହୁତ ନାଁ କମାଇସାରିଛି, ଏହାକୁ ଭାରତୀୟ ଫ୍ୟାନ୍ସ ଅଧିକା ପସନ୍ଦ କରୁଛନ୍ତି , ଆଜି ଆମେ କଥା ହେବାକୁ ଯାଉଛୁ ଅନୀତା ଭାବିଙ୍କ ବିଷୟରେ ଯିଏକି ଜଣେ ଅଭିନେତ୍ରୀ ତାଙ୍କ ଭୁମିକା ନିଭାଇଥିଲେ , ଅନିତା ଭାବୀଙ୍କ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ନାଁ ହେଲା ସୌମ୍ୟା ଟଣ୍ତନ । ସେ ଜବ୍ ୱିଇ ମେଟ୍ ଫିଲ୍ମରେ କାମ କରିସାରିଛନ୍ତି , ଆଜି ଆମେ ତାଙ୍କର ସୁନ୍ଦର ଓ ହଟ୍ ଫଟୋ ଗୁଡିକ ଦେଖାଇବାକୁ ଯାଉଛୁ, ଭାରତୀୟ ଫିଲ୍ମ ଓ ଟେଲିଭିଜନ ଅଭିନେତ୍ରୀ ସେ ବର୍ତ୍ତମାନଅଛନ୍ତି , ଓ ସେ ବର୍ତ୍ତମାନ ଭାବିଜୀ ଘର ପର୍ ହୈଁ ରେ ପ୍ରମୁଖ ରୁପରେ ଅଭିନୟ କରୁଛନ୍ତି । ସୌମ୍ୟା ଟଣ୍ତନ ନିଜ କ୍ୟାରିୟରର ଆରମ୍ଭ ମଡେଲିଙ୍ଗ୍ ରୁ କରିଥିଲେ,  ସେ ଫ୍ୟାମିଲି କହର୍ ଗାର୍ଲ ୨୦୦୬ ଥିଲେ,  ସେ ବର୍ତ୍ତମାନ ଲୋକପ୍ରିୟ କମେଡି ଧାରାବାହିକ ଭାବିଜୀ ଘର୍ ପର୍ ହେଁରେ ଅନୀତା ଭାବିରେ ନାଁରେ ଜଣାଶୁଣା

ସେ ସେହ-ମେଜବାନ୍ ଜୋର୍ କା ଝଟକା କୁଲ୍ ୱାଇପ୍ ଆଉଟ୍ ଶାହାରୁଖ୍ ଖାନ୍ ସହ ୨୦୧୧ ରେ ସେ ତିନୋଟି ସତ୍ରରେ ନୃତ୍ୟ ଇଣ୍ତିଆ ଡ୍ୟାନ୍ସରେ ନଜର ଆସିଛନ୍ତି , ଯାହାପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଆଙ୍କର୍ ପୁରସ୍କାର ମିଳିଛି । ସେ ତିନୋଟି ସିଜିନ୍ ପାଇଁ ଡେରେକ୍ ଓବ୍ରାୟନ୍ ଙ୍କ ସହ ବୋର୍ଣ୍ଣଭିଟା କ୍ୱିଜ୍ ପ୍ରତିଯୋଗିତା ଆୟିଜିତ କରିଥିଲେ , ଇମତିଆଜ୍ ଅଲ୍ଲୀଙ୍କ ସହ ଜବ୍ ୱିଇ ମେଟ୍,  ସାହିଦ୍ କାପୁର ଓ କରିନା କାପୁରଙ୍କ ଅଭିନିତ ସେ କରିନାଙ୍କ ଚରିତ୍ର ଭୁମିକା ନିଭାଇଥିଲେ , ସେ ତିନୋଟି ସତ୍ରରେ ଏଲଜି ମଲ୍ଲିକା ଏ କିଚେନ୍ ବି ଆୟୋଜିତ କରିଥିଲେ । ଏକ ଲିଡିଙ୍ଗ୍ ଖବରକାଗଜ ମୁତାବିକ କିଛି ଦିନ ପୁର୍ବରୁ ଖବର ଆସିଛି କି ଆଣ୍ତ ଟିଭିର ଫେମସ୍ ଶୋ ଭାବିଜି ଘର ପର୍ ହୈଁ ରେ ଅନୀତା ଭାବି ଓରଫ୍ ସୌମ୍ୟା ଟଣ୍ତନ କାହାକୁ ନକହି ବାହାହୋଇଗଲେ ।

ଏକ ଇଣ୍ଟରଭ୍ୟୁ ସମୟରେ ଯେବେ ସୌମ୍ୟା ଟଣ୍ତନଙ୍କୁ ତାଙ୍କ ବିବାହ ବିଷୟରେ ପଚାରାଗଲା ତେବେ ସେ କହିଥିଲେ ଏହାର ଉତ୍ତର ଦେବାକୁ ସେ ଚାହୁଁନାହାନ୍ତି , ସେ ନିଜ ଜୀବନରେ ଲୋକଙ୍କ ପାଇଁ ପ୍ରଶ୍ନ ଉତ୍ତର ହେବାକୁ ଚାହୁଁନାହାନ୍ତି  ସେ ନିଜ ପର୍ସନାଲ୍ ଲାଇଫ୍ ରେ କଣ କରୁଛନ୍ତି , ଏଥିରେ ଲୋକଙ୍କର କିଛି ଲେଣଦେଣ ନାହିଁ , ଦୁନିଆଁକୁ ସବୁ ମିନିଟ୍ ରେ ଅପଡେଟ୍ ରହିବା ଦରକାର , ମୁଁ ମୋର ପ୍ରାଇଭେଟ୍ ସମସ୍ୟାକୁ ପବ୍ଲିକ୍ କରିବାକୁ ଚାହୁଁନାହିଁ , ସୌମ୍ୟା ନିଜ ଜୀବନକୁ ନେଇକରି ମିଡିଆ କୁ ସବୁବେଳେ ଲୁଚିଛନ୍ତି, ସେ ନିଜେ ଏକ ଇଣ୍ଟରଭ୍ୟୁରେ କହିଲେ କି ମୁଁ ମୋର ପର୍ସନାଲ୍ ଲାଇଫ୍ ରେ କଣ କରୁଛି, ଲୋକଙ୍କୁଏଥିରେ ଲେଣଦେଣ ନାହିଁ ।

ଖବର ମୁତାବିକ ସୌମ୍ୟା ଏବେ ମୁମ୍ବାଇରେ ନିଜ କଥିତ ବୟଫ୍ରେଣ୍ତ ସୌରଭ ଦେବେନ୍ଦ୍ର ସିଂଙ୍କ ପ୍ରାଇଭେଟ୍ ସେରୋମୋନିରେ ବିବାହ କରିଛନ୍ତି , କହିଦେବୁ କି ସୌମ୍ୟା ଓ ସୌରଭ ଜଣେ ଅନ୍ୟ ଜଣଙ୍କୁ ଗତ ଦଶ ବର୍ଷରୁ ଡେଟ୍ କରୁଛନ୍ତି,  ସୌମ୍ୟାଙ୍କ ବିବାହ ତାଙ୍କ ପାଖ ସଂମ୍ପର୍କୀୟ ଓ ବନ୍ଧୁ ସାମିଲ୍ ହୋଇଥିଲେ, ଭାବିଜୀ ଘର୍ ପର୍ ହୈଁ ଅନୀତା ଭାବି ଓରଫ୍ ସୌମ୍ୟା ଟଣ୍ତନ୍ ମୁମ୍ବାଇରେ ବିବାହ କରିଛନ୍ତି,  କହିଦେବୁ କି ସୌମ୍ୟାଙ୍କ ବୟଫ୍ରେଣ୍ତ ସୌରଭ୍ ଦେବେନ୍ଦ୍ର ସିଂ ଜଣେ ବ୍ୟାଙ୍କର୍ ଅତନ୍ତି , ଯିଏ ମୁମ୍ବାଇରେ ଚାକିରି କରୁଛନ୍ତି ।

Leave a Reply

Your email address will not be published. Required fields are marked *