May 17, 2024

Odia Express

News For Public

ଯଦି ଶରୀରର ଓଜନକୁ କରିବାକୁ ଚାହୁଁଛନ୍ତି କମ୍ ତେବେ ଏହି ତେଲକୁ କରନ୍ତୁ ନିଶ୍ଚିତ ବ୍ୟବହାର, ତାପରେ ଦେଖନ୍ତୁ ଚମତ୍କାର..

ଆପଣ ବହୁତଥର ଶୁଣିଥିବେ ଓ ପଢିଥିବେ କି ମୋଟାପା ରୋଗଗୁଡିକର ଘର ହୋଇଥାଏ,  ହଁ ଆଜ୍ଞା, ଯିଏ ମୋଟା ହୋଇଥାଏ , ସେ ନା କେବଳ ଦୁନିଆଁ ସାମ୍ନାରେ ଲଜ୍ଜିତ ହୋଇଥାଏ , ବରଂ ବହୁତ ରୋଗରେ ଘେରେଇ ହୋଇ ରହେ , ଏହି ଦୁନିଆଁର୍ ବହୁତ ଏମିତି ଲୋକ ଅଛନ୍ତି , ଯିଏ ନିଜ ମୋଟାପାକୁ ନେଇ ଚିନ୍ତା କରୁଛନ୍ତି  ସେମାନେ ଚାହୁଁଛନ୍ତି କି ଯେତେ ଯାହା ହେଉ ଏହାକୁ କିପରି କମ୍ କରାଯାଇପାରିବ , ଏଥିପାଇଁ ସେ ବହୁତ ଚେଷ୍ଟା କରିବାପରେ ବି ନିରାଶର ହାତ ଲାଗିଥାଏ,  ଏଥିପାଇଁ ଯଦି ଆପଣ ମୋଟାପା ଯୋଗୁଁ ଚିନ୍ତିତ ଅଛନ୍ତି ଓ ସେଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଏବେ ଆପଣଙ୍କୁ ନିରାଶା ହେବାର ଦରକାର ନାହିଁ , କାରଣ ଆଜି ଆମେ ଆପଣନ ପାଇଁ ଏକ ପ୍ରକିୟା ନେଇକରି ଆସିଛୁ , ଯାହା ବିଷୟରେ ଆପଣ କେବେ ଶୁଣିନଥିବେ । ଏବେ ଏହି ପ୍ରକିୟା କଣ ଅଟେ,  ଏହାର ପୁରା ସୁଚନା ପଢିବାପରେ ଜଣା ପଡିବ , ଜଣେଇଦେବୁ କି ଗରମ ଦିନ ଆସିଯାଈଚି

ଏମିତିରେ ଲୋକଙ୍କର ମୋଟାପା ଯୋଗୁଁ ବେଶୀ ଚିନ୍ତାଗ୍ରସ୍ତ ରହୁଛନ୍ତି , କିନ୍ତୁ ଖରାରଦିନରେ ସେମାନେ ନିଜ ଓଜନକୁ ଲୁଚାଇପାରନ୍ତି ନାହିଁ,  ତାଙ୍କୁ ଅଧିକା ଚିନ୍ତାର ସାମ୍ନା କରିବାକୁ ପଡିଥାଏ,  କାରଣ ସେ ବାକି ଲୋକଙ୍କର ଠାରୁ ଅଧିକା ଗରମ ଲାଗିଥାଏ,  ହଁ ଆଜ୍ଞା ସେମାନେ ବାକି ଲୋକଙ୍କ ଠାରୁ ଅଧିକା ଝାଳ ବାହାରିଥାଏ, ଏମିତିରେ ସେ ଲୋକ କୋଲଡ୍ ଡ୍ରିଙ୍କ୍ସ ସେବନ ଅଧିକା ମାତ୍ରାରେକରନ୍ତି , ଯାହାକୁ ନେଇ ଓଜନ ଆହୁରି ଅଧିକା ବଢିଯାଏ । ଏବେ ଏମିତି ସ୍ଥିତିରେ ଓଜନ କମ୍ କରିବା ସହଜ ହୋଇନଥାଏ , କିନ୍ତୁ ତା ସତ୍ତ୍ୱେ ବି ସଠିକ୍ ଖାଦ୍ୟପେୟ ଓ ନିୟମିତ ବ୍ୟାୟାମ ପରି ଯୋଗ କିମ୍ବା ଏକ୍ସର ସାଇଜ୍ ଆଦି କରି ଆପଣ ନିଜ ଓଜନକୁ କାବୁ କରିପାରିବେ , ଏବେ ସେମିତି କଥା କି ଯିଏ ଓଜନ ଏତେ ସମୟରୁ ବଢାଇଛି, ତାକୁ କମ୍ କରିବାକୁ କିଛି ସମୟ ତ ଲାଗିବ

ସେ କହନ୍ତି ନା ଓଜନ ବଢାଇବା ସହଜ ହୋଇଥାଏ,  କିନ୍ତୁ କମ୍ କରିବା ମୁସକିଲ୍ ହୋଇଥାଏ, ଏହା ଛଡା ଆପଣ ଭୋଜନରେ କେଉଁ ପ୍ରକାରର ବନାଇକରି ଖାଉଛନ୍ତି , ଏହି ବିଷୟରେ ପୁରା ଧ୍ୟାନ ରଖିବେ , ହଁ ଆଜ୍ଞା ଆମର ଦେଶରେ ଅଧିକାଂଶ ଲୋକ ଖାଇବା ବନାଇବାପାଇଁ ରିଫାଇନଡ୍ ଅୟେଲ୍ ମାନେ ତେଲର ବ୍ୟବହାର କରନ୍ତି । କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସଠିକ୍ ନୁହେଁ , ସୁଚନା ପାଇଁ କହିଦେବୁ କି ଏହି ପରି ଆପଣ ନଡିଆର ତେଲ ବ୍ୟବହାର କରିପାରିବେ , କାରଣ ଏହା ଆପଣଙ୍କ ପାଇଁ ଫାଇଦାଦାୟକ ହୋଇଥାଏ,  ଓ ଫ୍ୟାଟ୍ କୁ ବର୍ଣ୍ଣ କରିଥା,ଏ ହଁ ଆଜ୍ଞା କହିଦେବୁ କି ଏହି ତେଲରୁ ଆପଣଙ୍କ ଫ୍ୟାଟ୍ ଅଧିକା ଜଲଦି ବର୍ଣ୍ଣ ହୋଇଥାଏ,  ଯଦି ନଡିଆର ତେଲର ବ୍ୟବହାର ଖାଇବାରେ କରୁଛନ୍ତି , ତେବେ ଏଥିରେ ମେଟାବଲିଜିମ୍ ସ୍ତର ବଢିଯାଏ , ଯାହା ଓଜନ ଆପଣଙ୍କ କମ୍ କରିଦିଏ ।

ଏକ ରିସର୍ଚ୍ଚରୁ ଜଣାଯାଈଛି କି ଖାଇବାରେ ନଡିଆର ତେଲ ବ୍ୟବହାର କରିଲେ ପେଟର ଚର୍ବୀ କମ୍ ହୁଏ , ଏହା ଏଥିପାଇଁ କାରଣ ନଡିଆର ତେଲରେ ତିଆରି ହୋଇଥିବା ଖାଦ୍ୟ ଜଲଦି ହଜମ ହୋଇଯାଏ , କହିଦେବୁ କି ଦକ୍ଷିଣ ଭାରତରେ ଖାଦ୍ୟରେ ନଡିଆ ତେଲ ବ୍ୟବହାର କରାଯାଏ , ହଁ ଆଜ୍ଞା ଏହା ଶରୀରରେ ଏନର୍ଜୀ ଆଣିଥାଏ,  ଏହା ସହ କ୍ୟାଲୋରି ମାତ୍ରା କମ୍ କରିଥାଏ,  ତାହା ସହ ଅଧିକା ତେଲିଆ ବି ହୋଇନଥାଏ, ଯାହାକୁ ନେଇ କୋଲେଷ୍ଟ୍ରୋଲ୍ ର ବିପଦ କମ୍ ହୋଇଥାଏ ।ପ୍ରକୃତରେ ନଡିଆର ତେଲ ଦ୍ୱାରା ଆପଣଙ୍କ ମୋଟାପା କମ୍ ହୋଇଯିବ

Leave a Reply

Your email address will not be published. Required fields are marked *