May 17, 2024

Odia Express

News For Public

ଏମିତି ବୁଝନ୍ତୁ ଚୁଡିର ଶୁଭ ଓ ଅଶୁଭ ସଙ୍କେତ , ଅଶୁଭ ସଙ୍କେତ ମିଳିଲେ କରନ୍ତୁ ଏହି ଉପାୟ…

ଏହି କଥା ଆପଣ ସମସ୍ତେ ଜାଣିଛନ୍ତି କି ଆଜିର ସମୟରେ ବହୁତ ସାରା ଜିନିଷ ବଦଳିଯାଇଛି ସେମିତି କିଛି ଜିନିଷ ସମୟର ସାଥେ ସାଥେ ଶେଷ ହୋଇନଥାଏ , ପୁରୁଣା ସମୟରୁ ଆଜିର ଆଧୁନିକ ସମୟ ପର୍ଯ୍ୟନ୍ତ ଏହି ଜିନିଷ ଠିକ୍ ସେପରି ବ୍ୟବହାର ହେଉଛି ଯାହା ପୁର୍ବରୁ ହେଉଥିଲା, ସେ କେତେ ବି ଫ୍ୟାସନ୍ କିମ୍ବା ଗ୍ଲାମରର୍ସ ହେଉ କିନ୍ତୁ ଏହି ଜିନିଷରୁ କିଛି ଜିନିଷ ଆଜି ବି ଅଛି ଯାହା ବିଗତ ଜମାନାରୁ ଚଳିଆସୁଛି , ଏହି କଥା ଆମେ ସମସ୍ତେ ଜାଣିଛେ କି ଭାରତରେ ମହିଳାଙ୍କ ଦ୍ୱାରା ଚୁଡି ପିନ୍ଧିବା ପରମ୍ପରା ବହୁତ ପୁରୁଣା ଅଟେ , କିନ୍ତୁ କଣ ଆପଣଙ୍କୁ ଜଣାଅଛି କି ଏହା ବହୁତ ଅଧିକା ମହତ୍ତ୍ୱ ରଖେ ଓ ଏକ ମହିଳାର ଜନ୍ମରୁ ନେଇକରି ମୃତ୍ୟୁ ପର୍ଯ୍ୟନ୍ତ ଭୁମିକା ରହିଥାଏ । ବହୁତ ଜାଗାରେ କିଛି ଏମିତି ଧର୍ମ ଅଛି କି ଯାହାକି ଛୁଆ ଜନ୍ମ ହେବା ପର ସଗୁନ୍ ହିସାବରେ ରୁପାର ଚୁଡି ବା ବଳା ଦିଅନ୍ତି , ଚୁଡି ବହୁତ ପ୍ରକାରର ହୋଇଥାଏ

ସବୁ ନିଜ ନିଜର ଏକ ଅଲଗା ମହତ୍ତ୍ୱ ରଖେ , ସବୁଠାରୁ ପ୍ରଥମେ ଚୁଡିର ସଂନ୍ଧର୍ଭ ବିବାହିତ ସ୍ତ୍ରୀଙ୍କୁ ଯୋଡିକରି ଦେଖାଯାଉଥିଲା , ସେମିତି ଭାରତୀୟ ମହିଳାଙ୍କ ଭେଷଭୁଷା ବି ବହୁତ ମଜାଦାର୍ ଅଟେ ,ବିବାହିତ ମହିଳାଙ୍କ ଖାସ୍ କରି ଅଲଗା ହୋଇଥାଏ , ବିବାହିତ ମହିଳାଙ୍କ ଦ୍ୱାରା ବହୁତ ସାରା ଶୃଙ୍ଗାର ହୋଇଥାଏ , ସବୁ ବିବାହିତ ମହିଳା ନିଜ ସବୁ ଶୃଙ୍ଗାର ନିଜ ସ୍ୱାମୀଙ୍କ ପାଇଁ କରନ୍ତି , ଗଳାରେ ମଙ୍ଗଳସୁତ୍ର, ମଥାରେ ସିନ୍ଦୁର ଓ ହାତରେ ଚୁଡି ସହ ଏହା ଏକ ବିବାହିତ ଓ ସୌଭାଗ୍ୟବତୀ ସ୍ତ୍ରୀର ପରିଚୟ ହୋଇଥାଏ,  ଏକ ବିବାହିତ ସ୍ତ୍ରୀପାଇଁ ଚୁଡି ନା କେବଳ ଏକ ଶୃଙ୍ଗାରର ବସ୍ତୁ କିମ୍ବା ଆଭୁଷଣ ନୁହେଁ ବରଂ ଏହା ପଛରେ ବହୁତ ସାରା କାରଣ ବି ଅଛି , ବିବାହ ପରେ ସ୍ତ୍ରୀଙ୍କୁ ସୁନାର ତିଆରି ଚୁଡି ଅଧିକା କାଚର ଚୁଡି ପିନ୍ଧିବାକୁ କୁହାଯାଏ ।

ମାନ୍ୟତା ଏମିତି ଅଛି କି କାଚର ଚୁଡି ପିନ୍ଧିଲେ ତାର ସ୍ୱାମୀ ଓ ପୁଅଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ,  ଏହାର ପଛର୍ ଏକ ବୈଜ୍ଞାନିକ କାରଣ ଲୁଚି ରହିଛି, ଏତିକି ନୁହେଁ କୁହାଯାଉଛି କି ଚୁଡି ପିନ୍ଧିଲେ ମହିଳାଙ୍କ ଆଖପାଖରେ ବାତାବରଣ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ , ଚୁଡିର ବାତାବରଣରେ ନକରାତ୍ମକ ଉର୍ଜା ନିଜ ଆଡକୁ ଟାଣିଥାଏ,  ଏହା ସହ ବିଭିନ୍ନ ସ୍ତ୍ରୀଙ୍କ ବିଭିନ୍ନ ଶାରରୀକ ଅଙ୍ଗରେ ଏକ ଅଲଗା ଅଲଗା ଦବାବ୍ ହୋଇଥାଏ , ଯାହା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ

ଏହା ଛଡା ଏହା ସହ ଯୋଡି ହୋଇଥିବା ଅନ୍ୟ ସାରା ବିପରିତ ପ୍ରଭାବ ବି ଅଛି ଯାହା ଜାଣିବାଆପଣଙ୍କ ପାଇଁ ଜରୁରୀ ହୋଇଥାଏ,  ମାନ୍ୟତା ଅଛି କି ଚୁଡିର ଭାଙ୍ଗିବା ସେହି ସ୍ତ୍ରୀର କିମ୍ବା ତା ସହ ଯୋଡି ହୋଇଥିବା ଲୋକ ପାଇଁ ଅଶୁଭ ସଙ୍କେତ ଦେଇଥାଏ, ଏହା ଛଡା ଚୁଡି ଭାଙ୍ଗିବା ସହ ଏକ ଫାଟ ଆସିବା ଅଶୁଭ ସଙ୍କେତ ଦେଇଥାଏ , ସେଥିପାଇଁ ସ୍ତ୍ରୀମାନଙ୍କୁ ଚୁଡି ବାହାର କରିଦେବାକୁ କୁହାଯାଏ , କାରଣ ଏମିତି ମାନାଯାଏ କି ଫାଟ ଆସିଲେ ଯଦି ଚୁଡି ନ ବାହାରେ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଖରାପ ପ୍ରଭାବ ପକାଇପାରେ

Leave a Reply

Your email address will not be published. Required fields are marked *